2 Corinthians 4:10 in Oriya

Oriya Oriya Bible 2 Corinthians 2 Corinthians 4 2 Corinthians 4:10

2 Corinthians 4:10
ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ଯୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ଯ ଆମ୍ଭ ଭିତ ରେ ପ୍ରକାଶିତ ହବେ।

2 Corinthians 4:92 Corinthians 42 Corinthians 4:11

2 Corinthians 4:10 in Other Translations

King James Version (KJV)
Always bearing about in the body the dying of the Lord Jesus, that the life also of Jesus might be made manifest in our body.

American Standard Version (ASV)
always bearing about in the body the dying of Jesus, that the life also of Jesus may be manifested in our body.

Bible in Basic English (BBE)
In our bodies there is ever the mark of the death of Jesus, so that the life of Jesus may be seen in our bodies.

Darby English Bible (DBY)
always bearing about in the body the dying of Jesus, that the life also of Jesus may be manifested in our body;

World English Bible (WEB)
always carrying in the body the putting to death of the Lord Jesus, that the life of Jesus may also be revealed in our body.

Young's Literal Translation (YLT)
at all times the dying of the Lord Jesus bearing about in the body, that the life also of Jesus in our body may be manifested,

Always
πάντοτεpantotePAHN-toh-tay
the
dying
τὴνtēntane
the
νέκρωσινnekrōsinNAY-kroh-seen
of
τοῦtoutoo
Lord
Κυρίουkyrioukyoo-REE-oo
Jesus,
Ἰησοῦiēsouee-ay-SOO
in
ἐνenane
the
body
τῷtoh
bearing
σώματιsōmatiSOH-ma-tee
about
περιφέροντεςperipherontespay-ree-FAY-rone-tase
that
ἵναhinaEE-na
also
καὶkaikay
the
ay
life
ζωὴzōēzoh-A

of
τοῦtoutoo
Jesus
Ἰησοῦiēsouee-ay-SOO
in

body.
our
ἐνenane
made
τῷtoh
manifest
σώματιsōmatiSOH-ma-tee
might
ἡμῶνhēmōnay-MONE
be
φανερωθῇphanerōthēfa-nay-roh-THAY

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:5
ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ ଓ ଆମ୍ଭେ ମଧ୍ଯ ମୃତ୍ଯୁ ଦ୍ବାରା ଖ୍ରୀଷ୍ଟଙ୍କ ସହିତ ସଂୟୁକ୍ତ ହାଇେଛୁ। ଖ୍ରୀଷ୍ଟ ମୃତ୍ଯୁରୁ ଜୀବିତ ହବୋ ଭଳି ଆମ୍ଭେ ମଧ୍ଯ ମୃତ୍ଯୁରୁ ଜୀବିତ ହାଇେ ତାହାଙ୍କ ସହିତ ସଂୟୁକ୍ତ ହବୋ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:11
ଏହି ଶିକ୍ଷା ସତ୍ଯ ଅଟେ : ଯଦି ଆମ୍ଭେ ତାହାଙ୍କ ସହିତ ମରୁ, ତା' ହେଲେ ଆମେ ତାହାଙ୍କ ସହିତ ବଞ୍ଚିବା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:17
ଅତଏବ ମାେତେ ଅଧିକ କଷ୍ଟ ଦିଅ ନାହିଁ। ମାେ ଶରୀର ରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:9
ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିୟିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ଯୁରୁ ଉଥିତ କରନ୍ତି ସହେି ପରମେଶ୍ବରଙ୍କ ଉପରେ ବିଶ୍ବାସ ରଖିବା ଉଚିତ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:5
ଖ୍ରୀଷ୍ଟଙ୍କର ଅନକେ ଦୁଃଖ ଭୋଗର ଆମ୍ଭେ ସହଭାଗୀ ଅଟୁ। ସହେିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଯେଉଁ ସାନ୍ତ୍ବନା ଆମ୍ଭକୁ ମିଳେ ତାହାର ସୀମା ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:8
ଆମ୍ଭେ ୟିଦ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁବରଣ କରିଛୁ, ତା' ହେଲେ ଜାଣୁ ଯେ ଆମ୍ଭେ ମଧ୍ଯ ତାହାଙ୍କ ସହିତ ଜୀବିତ ରହିବା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

ପିତରଙ୍କ ପ୍ରଥମ ପତ୍ 4:13
ବରଂ ତୁମ୍ଭେ ଖୁସି ହବୋ ଉଚତ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହାଇେଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା ବେଳେ ତୁମ୍ଭେ ଖୁସି ହବେ ଓ ଆନନ୍ଦ ରେ ପୂର୍ଣ୍ଣ ହବେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:24
ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମାେତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦହେ ସ୍ବରୂପ ମଣ୍ଡଳୀ ମାଧ୍ଯମ ରେ କେତକେ କଷ୍ଟ ଭୋଗିବା ବାକି ଥିଲା। ସଗେୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମାରେଅଂଶ ମୁଁ ମାେ ଦହେ ରେ ଗ୍ରହଣ କରୁଛି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:10
ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ଯୁରୁ ସେ ପୁନରୁଜୀବିତ ହଇେ ଉଠିଥିବା ଶକ୍ତିକୁ ମଧ୍ଯ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗ ରେ ଅଂଶୀ ହବୋକୁ ଓ ତାହାଙ୍କ ମୃତ୍ଯୁ ଭୋଗ ରେ ତାହାଙ୍କ ପରି ହବୋକୁ ଚା ହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:4
ଏହା ସତ୍ଯ ଯେ, ଯେତବେେଳେ ଖ୍ରୀଷ୍ଟ କୃଶ ଉପରେ ଚଢି଼ଲେ ସେତବେେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ବରଙ୍କ ମହାଶକ୍ତି ରେ ସେ ଜୀବିତ। ଆମ୍ଭେ ମଧ୍ଯ ଖ୍ରୀଷ୍ଟଙ୍କଠା ରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ବରଙ୍କ ଶକ୍ତି ରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ ହାଇେ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:36
ଶାସ୍ତ୍ର ରେ ଏହିପରି ଲଖାେ ଅଛି:

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:17
ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:9
ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।

ଯୋହନଲିଖିତ ସୁସମାଚାର 14:19
ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।