Zechariah 12:2 in Oriya

Oriya Oriya Bible Zechariah Zechariah 12 Zechariah 12:2

Zechariah 12:2
ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।

Zechariah 12:1Zechariah 12Zechariah 12:3

Zechariah 12:2 in Other Translations

King James Version (KJV)
Behold, I will make Jerusalem a cup of trembling unto all the people round about, when they shall be in the siege both against Judah and against Jerusalem.

American Standard Version (ASV)
behold, I will make Jerusalem a cup of reeling unto all the peoples round about, and upon Judah also shall it be in the siege against Jerusalem.

Bible in Basic English (BBE)
See, I will make Jerusalem a cup of shaking fear to all the peoples round about, when Jerusalem is shut in.

Darby English Bible (DBY)
Behold, I will make Jerusalem a cup of bewilderment unto all the peoples round about, and also against Judah shall it be in the siege against Jerusalem.

World English Bible (WEB)
"Behold, I will make Jerusalem a cup of reeling to all the surrounding peoples, and on Judah also will it be in the siege against Jerusalem.

Young's Literal Translation (YLT)
Lo, I am making Jerusalem a cup of reeling To all the peoples round about, And also against Judah it is, In the siege against Jerusalem.

Behold,
הִנֵּ֣הhinnēhee-NAY
I
אָ֠נֹכִיʾānōkîAH-noh-hee
will
make
שָׂ֣םśāmsahm

אֶתʾetet
Jerusalem
יְרוּשָׁלִַ֧םyĕrûšālaimyeh-roo-sha-la-EEM
cup
a
סַףsapsahf
of
trembling
רַ֛עַלraʿalRA-al
unto
all
לְכָלlĕkālleh-HAHL
the
people
הָעַמִּ֖יםhāʿammîmha-ah-MEEM
about,
round
סָבִ֑יבsābîbsa-VEEV
when
they
shall
be
וְגַ֧םwĕgamveh-ɡAHM
siege
the
in
עַלʿalal
both
יְהוּדָ֛הyĕhûdâyeh-hoo-DA
against
יִֽהְיֶ֥הyihĕyeyee-heh-YEH
Judah
בַמָּצ֖וֹרbammāṣôrva-ma-TSORE
and
against
עַלʿalal
Jerusalem.
יְרוּשָׁלִָֽם׃yĕrûšāloimyeh-roo-sha-loh-EEM

Cross Reference

ଯିଖରିୟ 14:14
ଆଉ ମଧ୍ଯ ସମାନଙ୍କେର ଅଶ୍ବ, ଖଚର,

ଯିଶାଇୟ 51:22
ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷ ରେ ସହେି ପରମେଶ୍ବର ଏହି କଥା କୁହନ୍ତି, ଦେଖ, ଆମ୍ଭେ କୋପରୂପକ ପାନପାତ୍ର' ତୁମ୍ଭ ହସ୍ତରୁ କାଢ଼ି ନଇେ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦବେୁ ନାହିଁ।

ଗୀତସଂହିତା 75:8
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।

ଯିଶାଇୟ 51:17
ହେ ୟିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ, କାରଣ ସଦାପ୍ରଭୁ ତୁମ୍ଭ ଉପ ରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦଇେଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛି। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନଇେ ତାହାକୁ ଶଷେ କରିଅଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:6
ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:19
ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:10
ସହେି ଲୋକ ପରମେଶ୍ବରଙ୍କ କୋର୍ଧର ସୁରା ପାନ କରିବ। ଏହି ସୁରା ପରମେଶ୍ବରଙ୍କ କୋର୍ଧର ପାତ୍ର ରେ ଅମିଶ୍ରିତ ଭାବେ ଢ଼ଳା ହାଇେଛି। ସେ ପବିତ୍ର ଦୂତଗଣ ଓ ମଷେଶାବକଙ୍କ ସମ୍ମୁଖ ରେ ଜ୍ବଳନ୍ତ ଗନ୍ଧକରେ ୟନ୍ତ୍ରଣା ପାଇବ।

ହବକକୂକ 2:16
କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍ଭେ ସମ୍ମାନ ବଦଳ ରେ ଅପମାନ ରେ ପରିପୂର୍ଣ୍ଣ ହବେ।

ଯିରିମିୟ 51:57
ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦଶାେଧ୍ଯକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ବୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ ଓ କବେେ ଜାଗ୍ରତ ହବେେ ନାହିଁ। ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।

ଯିରିମିୟ 51:7
ବାବିଲ ସଦାପ୍ରଭୁଙ୍କ ହସ୍ତ ରେ ଏକ ସୁବର୍ଣ୍ଣ ପାତ୍ର ସ୍ବରୂପ ହାଇେଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସମାନେେ ଉନ୍ମତ୍ତ ହାଇେଅଛନ୍ତି।

ଯିରିମିୟ 49:12
ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନଙ୍କର ସହେି ପାତ୍ର ରେ ପାନ କରିବାର ନାହିଁ, ସମାନେେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ଯ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହବେ। ତୁମ୍ଭେ ଦଣ୍ଡରୁ କବେେ ରକ୍ଷା ପାଇବ ନାହିଁ।

ଯିରିମିୟ 25:17
ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସହେି ପାତ୍ର ନଇେ, ତାଙ୍କର କହିବାନୁସା ରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି।

ଯିରିମିୟ 25:15
ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।

ଯିରିମିୟ 8:14
ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।