Song Of Solomon 5:8
ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।
Song Of Solomon 5:8 in Other Translations
King James Version (KJV)
I charge you, O daughters of Jerusalem, if ye find my beloved, that ye tell him, that I am sick of love.
American Standard Version (ASV)
I adjure you, O daughters of Jerusalem, If ye find my beloved, That ye tell him, that I am sick from love.
Bible in Basic English (BBE)
I say to you, O daughters of Jerusalem, if you see my loved one, what will you say to him? That I am overcome with love.
Darby English Bible (DBY)
I charge you, daughters of Jerusalem, If ye find my beloved, ... What will ye tell him? -- That I am sick of love.
World English Bible (WEB)
I adjure you, daughters of Jerusalem, If you find my beloved, That you tell him that I am faint with love. Friends
Young's Literal Translation (YLT)
I have adjured you, daughters of Jerusalem, If ye find my beloved -- What do ye tell him? that I `am' sick with love!
| I charge | הִשְׁבַּ֥עְתִּי | hišbaʿtî | heesh-BA-tee |
| you, O daughters | אֶתְכֶ֖ם | ʾetkem | et-HEM |
| Jerusalem, of | בְּנ֣וֹת | bĕnôt | beh-NOTE |
| if | יְרוּשָׁלִָ֑ם | yĕrûšālāim | yeh-roo-sha-la-EEM |
| ye find | אִֽם | ʾim | eem |
| תִּמְצְאוּ֙ | timṣĕʾû | teem-tseh-OO | |
| beloved, my | אֶת | ʾet | et |
| that | דּוֹדִ֔י | dôdî | doh-DEE |
| ye tell | מַה | ma | ma |
| I that him, | תַּגִּ֣ידוּ | taggîdû | ta-ɡEE-doo |
| am sick | ל֔וֹ | lô | loh |
| of love. | שֶׁחוֹלַ֥ת | šeḥôlat | sheh-hoh-LAHT |
| אַהֲבָ֖ה | ʾahăbâ | ah-huh-VA | |
| אָֽנִי׃ | ʾānî | AH-nee |
Cross Reference
ପରମଗୀତ 2:7
ହେ ୟିରୁଶାଲମ ଚତୁପାଶର୍ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ ରେ ମାଠାେ ରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହବୋ ପର୍ୟ୍ଯନ୍ତ ପ୍ ରମେକୁ ଜଗାଅ ନାହିଁ।
ପରମଗୀତ 2:5
କିସ୍ମିସ୍ ପିଠା ଦଇେ ମାେତେ ଶକ୍ତିଶାଳୀ କରି ଓ ସେଓ ଦଇେ ମାେତେ ସତଜେ କରି ଦିଅ, କାରଣ ମୁଁ ପ୍ ରମେ ସହିତ ପୀଡ଼ିତା।
ଗୀତସଂହିତା 42:1
ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ଯାକୁବଙ୍କ ପତ୍ 5:16
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:1
ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:30
ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।
ପରମଗୀତ 8:4
ହେ ୟିରୁଶାଲମର ଚତୁପାଶର୍ବର କ୍ଷେତ୍ରସବୁ, ମାେ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।
ପରମଗୀତ 3:5
ହେ ୟିରୁଶାଲମ ଚତୁପାଶର୍ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ ରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହବୋ ୟାଏଁ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।
ଗୀତସଂହିତା 119:81
ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।
ଗୀତସଂହିତା 77:1
ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ଗୀତସଂହିତା 63:1
ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।