Song Of Solomon 4:6
ଦିବସ ନ ଆସିବା ପର୍ୟ୍ଯନ୍ତ ଓ ଛାଯା ବହି ନ ୟିବା ପର୍ୟ୍ଯନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ୟିବି।
Song Of Solomon 4:6 in Other Translations
King James Version (KJV)
Until the day break, and the shadows flee away, I will get me to the mountain of myrrh, and to the hill of frankincense.
American Standard Version (ASV)
Until the day be cool, and the shadows flee away, I will get me to the mountain of myrrh, And to the hill of frankincense.
Bible in Basic English (BBE)
Till the evening comes, and the sky slowly becomes dark, I will go to the mountain of myrrh, and to the hill of frankincense.
Darby English Bible (DBY)
Until the day dawn, and the shadows flee away, I will get me to the mountain of myrrh, And to the hill of frankincense.
World English Bible (WEB)
Until the day is cool, and the shadows flee away, I will go to the mountain of myrrh, To the hill of frankincense.
Young's Literal Translation (YLT)
Till the day doth break forth, And the shadows have fled away, I will get me unto the mountain of myrrh, And unto the hill of frankincense.
| Until | עַ֤ד | ʿad | ad |
| the day | שֶׁיָּפ֙וּחַ֙ | šeyyāpûḥa | sheh-ya-FOO-HA |
| break, | הַיּ֔וֹם | hayyôm | HA-yome |
| shadows the and | וְנָ֖סוּ | wĕnāsû | veh-NA-soo |
| flee away, | הַצְּלָלִ֑ים | haṣṣĕlālîm | ha-tseh-la-LEEM |
| I will get | אֵ֤לֶךְ | ʾēlek | A-lek |
| to me | לִי֙ | liy | lee |
| the mountain | אֶל | ʾel | el |
| of myrrh, | הַ֣ר | har | hahr |
| to and | הַמּ֔וֹר | hammôr | HA-more |
| the hill | וְאֶל | wĕʾel | veh-EL |
| of frankincense. | גִּבְעַ֖ת | gibʿat | ɡeev-AT |
| הַלְּבוֹנָֽה׃ | hallĕbônâ | ha-leh-voh-NA |
Cross Reference
ପରମଗୀତ 2:17
ହେ ମାରେ ପ୍ରିଯତମ, ଯେତବେେଳେ ଦିନ ଆ ସେ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, ଫରେିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ।
ପରମଗୀତ 4:14
ସଠାେ ରେ ଜଟାମାଂସୀ ଓ କେଶର, ବଚ ଓ ଡ଼ାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି।
ଲୂକଲିଖିତ ସୁସମାଚାର 1:78
ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:16
ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।
ଯୋହନଙ୍କ ପ୍ରଥମ ପତ୍ର 2:8
ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟ ରେ ଲେଖୁଛି, ଏହାର ସତ୍ଯତା ଯୀଶୁଙ୍କଠା ରେ ଓ ତୁମ୍ଭମାନଙ୍କ ଜୀବନ ରେ ମଧ୍ଯ ଦେଖିପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ଯ ଜ୍ଯୋତିଃ ପ୍ରକାଶିତ ହେଲାଣି।
ପିତରଙ୍କ ଦିତୀୟ ପତ୍ର 1:19
ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।
ଲୂକଲିଖିତ ସୁସମାଚାର 1:9
ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦା ବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦବୋ ପାଇଁ ଗଲେ।
ମଲାଖୀ 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।
ମଲାଖୀ 1:11
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
ଯିଶାଇୟ 2:2
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।
ଗୀତସଂହିତା 66:15
ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି। ମୁଁ ମଷେ ସହିତ ସମାନଙ୍କେର ସୁଗନ୍ଧି ପ୍ରଦାନ କରିବି। ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
ଦିତୀୟ ବିବରଣ 12:5
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
ଯାତ୍ରା ପୁସ୍ତକ 37:29
ଏହାପରେ ସେ ବିଶଷେ ଅଭିଷକୋର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିଯାନୁୟାଯୀ ସୁଗନ୍ଧି ଦ୍ରବ୍ଯ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 30:23
ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।
ଯାତ୍ରା ପୁସ୍ତକ 30:8
ପୁଣି ସନ୍ଧ୍ଯା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସମାନଙ୍କେର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରେତ୍ୟକକ ଦିନ ଧୂପ ଜଳାଇବ।
ଯାତ୍ରା ପୁସ୍ତକ 20:24
ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।