Solomon 4:5 in Oriya

Oriya Oriya Bible Song of Solomon Song of Solomon 4 Song of Solomon 4:5

Song Of Solomon 4:5
ତୁମ୍ଭର ସ୍ତନୟୁଗଳ ଶାେଶନ ପୁଷ୍ପ ବନ ରେ ଚରିବାର ୟାଆଁଳା ହରିଣ ଛୁଆ ତୁଲ୍ଯ।

Song Of Solomon 4:4Song Of Solomon 4Song Of Solomon 4:6

Song Of Solomon 4:5 in Other Translations

King James Version (KJV)
Thy two breasts are like two young roes that are twins, which feed among the lilies.

American Standard Version (ASV)
Thy two breasts are like two fawns That are twins of a roe, Which feed among the lilies.

Bible in Basic English (BBE)
Your two breasts are like two young roes of the same birth, which take their food among the lilies.

Darby English Bible (DBY)
Thy two breasts are like two fawns, twins of a gazelle, Which feed among the lilies.

World English Bible (WEB)
Your two breasts are like two fawns That are twins of a roe, Which feed among the lilies.

Young's Literal Translation (YLT)
Thy two breasts `are' as two fawns, Twins of a roe, that are feeding among lilies.

Thy
two
שְׁנֵ֥יšĕnêsheh-NAY
breasts
שָׁדַ֛יִךְšādayiksha-DA-yeek
are
like
two
כִּשְׁנֵ֥יkišnêkeesh-NAY
young
עֳפָרִ֖יםʿŏpārîmoh-fa-REEM
roes
תְּאוֹמֵ֣יtĕʾômêteh-oh-MAY
twins,
are
that
צְבִיָּ֑הṣĕbiyyâtseh-vee-YA
which
feed
הָרוֹעִ֖יםhārôʿîmha-roh-EEM
among
the
lilies.
בַּשּׁוֹשַׁנִּֽים׃baššôšannîmba-shoh-sha-NEEM

Cross Reference

ପରମଗୀତ 7:3
ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି।

ପରମଗୀତ 6:3
ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି।

ପରମଗୀତ 2:16
ହେ ମାରେ ପ୍ରିଯତମ, ତୁମ୍ଭେ ମାରେ, ମୁଁ ତୁମ୍ଭର ଅଟେ। ମାରେପ୍ରିଯତମ, ସେ କଇଁଫୁଲମାନଙ୍କ ମଧିଅରେ ଆପଣା ପଲ ଚରାଉଅଛନ୍ତି।

ପରମଗୀତ 8:10
ମୁଁ ପ୍ରାଚୀର ସ୍ବରୂପା ଓ ମାହେର ସ୍ତନ ତହିଁରେ ଦୁର୍ଗସ୍ବରୂପ। ସହେି ସମୟରେ ସେ ମାେତେ ଜଣକ ପରି ବିବଚେନା କଲା, ୟିଏ ତୃପ୍ତି ଆଣେ।

ହିତୋପଦେଶ 5:19
ସେ ପ୍ ରମେିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ ରମେ ରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।

ପିତରଙ୍କ ପ୍ରଥମ ପତ୍ 2:2
ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ' ପାନ ପାଇଁ ତୁମ୍ଭେ ଲାଳାଯିତ ହୁଅ। ଏହାକୁ ପାନ କରିବା ଦ୍ବାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।

ଯିଶାଇୟ 66:10
ୟିରୁଶାଲମକୁ ପ୍ ରମେ କରୁଥିବା ତୁମ୍ଭମାନେେ ସମସ୍ତେ ତା ସହିତ ଆନନ୍ଦ କର ଓ ତା' ପାଇଁ ଉଲ୍ଲସିତ ହୁଅ। ପୁଣି ତା' ପାଇଁ ଶାେକ କରୁଥିବା ତୁମ୍ଭମାନେେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।

ପରମଗୀତ 8:1
ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

ପରମଗୀତ 7:7
ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ।

ପରମଗୀତ 1:13
ମାରେ ପ୍ରିଯତମ, ମାେ ବକ୍ଷସ୍ଥଳ ମଧିଅରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ ମାେ ପ୍ରତି ଅଟନ୍ତି।