Song Of Solomon 2:3
ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।
Song Of Solomon 2:3 in Other Translations
King James Version (KJV)
As the apple tree among the trees of the wood, so is my beloved among the sons. I sat down under his shadow with great delight, and his fruit was sweet to my taste.
American Standard Version (ASV)
As the apple-tree among the trees of the wood, So is my beloved among the sons. I sat down under his shadow with great delight, And his fruit was sweet to my taste.
Bible in Basic English (BBE)
As the apple-tree among the trees of the wood, so is my loved one among the sons. I took my rest under his shade with great delight, and his fruit was sweet to my taste.
Darby English Bible (DBY)
As the apple-tree among the trees of the wood, So is my beloved among the sons: In his shadow have I rapture and sit down; And his fruit is sweet to my taste.
World English Bible (WEB)
As the apple tree among the trees of the wood, So is my beloved among the sons. I sat down under his shadow with great delight, His fruit was sweet to my taste.
Young's Literal Translation (YLT)
As a citron among trees of the forest, So `is' my beloved among the sons, In his shade I delighted, and sat down, And his fruit `is' sweet to my palate.
| As the apple tree | כְּתַפּ֙וּחַ֙ | kĕtappûḥa | keh-TA-poo-HA |
| among the trees | בַּעֲצֵ֣י | baʿăṣê | ba-uh-TSAY |
| wood, the of | הַיַּ֔עַר | hayyaʿar | ha-YA-ar |
| so | כֵּ֥ן | kēn | kane |
| is my beloved | דּוֹדִ֖י | dôdî | doh-DEE |
| among | בֵּ֣ין | bên | bane |
| the sons. | הַבָּנִ֑ים | habbānîm | ha-ba-NEEM |
| down sat I | בְּצִלּוֹ֙ | bĕṣillô | beh-tsee-LOH |
| under his shadow | חִמַּ֣דְתִּי | ḥimmadtî | hee-MAHD-tee |
| with great delight, | וְיָשַׁ֔בְתִּי | wĕyāšabtî | veh-ya-SHAHV-tee |
| fruit his and | וּפִרְי֖וֹ | ûpiryô | oo-feer-YOH |
| was sweet | מָת֥וֹק | mātôq | ma-TOKE |
| to my taste. | לְחִכִּֽי׃ | lĕḥikkî | leh-hee-KEE |
Cross Reference
ପରମଗୀତ 8:5
ଆପଣାର ପ୍ ରମେିକର ଉପ ରେ ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି ସେ କିଏ ?
ଏବ୍ରୀମାନଙ୍କ ନିକଟକୁ ପତ୍ର 1:1
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।
ଯିଶାଇୟ 32:2
ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
ଯିଶାଇୟ 25:4
ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।
ଯୋହନଲିଖିତ ସୁସମାଚାର 1:14
ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।
ଯୋହନଲିଖିତ ସୁସମାଚାର 3:29
କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।
ଯୋହନଲିଖିତ ସୁସମାଚାର 15:1
ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:1
ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:23
ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।
ଯୋହନଙ୍କ ପ୍ରଥମ ପତ୍ର 1:3
ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:1
ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।
ଯିହିଜିକଲ 47:12
ନଦୀର ଉଭୟ ପାଶର୍ବ ରେ ସବୁପ୍ରକାର ଖାଦ୍ୟ ଉପ ଯୋଗୀ ଫଳବୃକ୍ଷ ହବେ ଓ ସଗେୁଡ଼ିକର ପତ୍ର ମଳିନ ହବେ ନାହିଁ ଏବଂ ଫଳର ଅଭାବ ହବେ ନାହିଁ। କାରଣ ସହେି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳ ରେ ବଢ଼ିଥିବା ହତେୁ ପ୍ରତି ମାସ ରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ଯାର୍ଥେ ଔଷଧ ରୂପେ ବ୍ଯବହୃତ ହବେ।
ଯିହିଜିକଲ 17:23
ମୁଁ ସ୍ବଯଂ ଇଶ୍ରାୟେଲର ଉଚ୍ଚତମ ପର୍ବତ ରେ ସହେି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସହେି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହବେ ଏବଂ ଏଥି ରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହବେ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ଯ ସମାନେେ ତାହାର ଶାଖାଗୁଡ଼ିକର ଛାଯା ରେ ବାସ କରିବେ।
ଯିଶାଇୟ 4:6
ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।
ବିଚାରକର୍ତାମାନଙ୍କ ବିବରଣ 9:15
କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।
ବିଚାରକର୍ତାମାନଙ୍କ ବିବରଣ 9:19
ତେଣୁ ଯଦି ତୁମ୍ଭେ ଆଜି ୟିରକ୍ସ୍ଟଦ୍ଦାଲ ଓ ତାହାର ପରିବାର ଉପରେ ସତ୍ଯ ଓ ସରଳ ବ୍ଯବହାର କରିଅଛ, ତବେେ ଅବୀମଲକେକକ୍ସ୍ଟ ନଇେ ଆନନ୍ଦ କର ଓ ସେ ମଧ୍ଯ ତୁମ୍ଭମାନଙ୍କୁ ଦଇେ ଆନନ୍ଦ କରୁ।
ଗୀତସଂହିତା 45:2
ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ବର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
ଗୀତସଂହିତା 57:1
ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।
ଗୀତସଂହିତା 89:6
ସ୍ବର୍ଗରେ ସଦାପ୍ରଭୁଙ୍କ ତୁଲ୍ଯ କହେି ନାହିଁ। ଦବଗେଣକୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାୟାଇ ପାରିବ ନାହିଁ।
ଗୀତସଂହିତା 91:1
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
ପରମଗୀତ 2:5
କିସ୍ମିସ୍ ପିଠା ଦଇେ ମାେତେ ଶକ୍ତିଶାଳୀ କରି ଓ ସେଓ ଦଇେ ମାେତେ ସତଜେ କରି ଦିଅ, କାରଣ ମୁଁ ପ୍ ରମେ ସହିତ ପୀଡ଼ିତା।
ପରମଗୀତ 4:16
ହେ ଉତ୍ତରୀଯ ବାଯୁ, ଜାଗ। ହେ ଦକ୍ଷିଣ ବାଯୁ, ଆସ। ମାେ ଉଦ୍ୟାନର ସୁଗନ୍ଧି ଯେପରି ଚାରିଆଡ଼େ ବିଚ୍ଛୁରିତ ହବେ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ ରେ ପ୍ରବାହିତ ହୁଅ। ମାହେର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ ଭୋଜନ କରନ୍ତୁ।
ପରମଗୀତ 5:9
ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?
ପରମଗୀତ 5:16
ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।
ଯିଶାଇୟ 4:2
ସହେି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀଯ ଓ ମହାନ୍ ହବେ। ଇଶ୍ରାୟେଲର ପରିବେଷ୍ଟନୀଯର ଉପୟୋଗୀ ସମାନଙ୍କେ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ବିତ ହବେେ।
ଆଦି ପୁସ୍ତକ 3:22
ସଦାପ୍ରଭୁ ପରମେଶ୍ବର କହିଲେ, ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।