Romans 11:27 in Oriya

Oriya Oriya Bible Romans Romans 11 Romans 11:27

Romans 11:27
ଓ ଆମ୍ଭେ ସହେି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା। ୟିଶାଇୟ 59:20-21; 27:97

Romans 11:26Romans 11Romans 11:28

Romans 11:27 in Other Translations

King James Version (KJV)
For this is my covenant unto them, when I shall take away their sins.

American Standard Version (ASV)
And this is my covenant unto them, When I shall take away their sins.

Bible in Basic English (BBE)
And this is my agreement with them, when I will take away their sins.

Darby English Bible (DBY)
And this is the covenant from me to them, when I shall have taken away their sins.

World English Bible (WEB)
This is my covenant to them, When I will take away their sins."

Young's Literal Translation (YLT)
and this to them `is' the covenant from Me, when I may take away their sins.'

For
καὶkaikay
this
αὕτηhautēAF-tay
is

αὐτοῖςautoisaf-TOOS
my
ay
covenant
παρ'parpahr
unto
them,
ἐμοῦemouay-MOO
when
διαθήκηdiathēkēthee-ah-THAY-kay
I
shall
take
away
ὅτανhotanOH-tahn
their
ἀφέλωμαιaphelōmaiah-FAY-loh-may

τὰςtastahs
sins.
ἁμαρτίαςhamartiasa-mahr-TEE-as
αὐτῶνautōnaf-TONE

Cross Reference

ଯିଶାଇୟ 27:9
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।

ଯିହିଜିକଲ 36:25
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଏବ୍ରୀମାନଙ୍କ ନିକଟକୁ ପତ୍ର 8:8
କିନ୍ତୁ ପରମେଶ୍ବର ଲୋକମାନଙ୍କଠା ରେ ତୃଟି ଦେଖିଲେ। ପରମେଶ୍ବର କହିଲେ :

ଯିରିମିୟ 50:20
ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।

ଯିରିମିୟ 32:38
ପୁଣି ଇଶ୍ରାୟେଲ ଓ ଯିହୁଦାର ଲୋକମାନେ ଆମ୍ଭର ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।

ଯିରିମିୟ 31:31
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଯେତବେେଳେ ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିଯମ ସ୍ଥାପନ କରିବା।

ଯିଶାଇୟ 59:21
ନିଜ ବିଷଯ ରେ ସଦାପ୍ରଭୁ କୁହନ୍ତି, ସମାନଙ୍କେ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପ ରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ଯସବୁ ତୁମ୍ଭ ମୁଖ ରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ଯାବଧି ଅନନ୍ତକାଳ ପର୍ୟ୍ଯନ୍ତ ଦୂର କରାୟିବ ନାହିଁ।'

ଯିଶାଇୟ 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:16
ପ୍ରଭୁ କହିଲେ, ଭବିଷ୍ଯତ ରେ ମାେ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ହୃଦୟ ରେ ରଖିବି। ମୁଁ ମାେ ନିୟମଗୁଡ଼ିକୁ ସମାନଙ୍କେ ମନ ରେ ଲେଖିବି। ୟିରିମିୟ 31:33

ଯୋହନଲିଖିତ ସୁସମାଚାର 1:29
ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

ହୋଶେୟ 14:2
କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ଯିଶାଇୟ 55:3
କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।