Psalm 87:1 in Oriya

Oriya Oriya Bible Psalm Psalm 87 Psalm 87:1

Psalm 87:1
ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।

Psalm 87Psalm 87:2

Psalm 87:1 in Other Translations

King James Version (KJV)
His foundation is in the holy mountains.

American Standard Version (ASV)
His foundation is in the holy mountains.

Bible in Basic English (BBE)
<Of the sons of Korah. A Psalm. A Song.> This house is resting on the holy mountain.

Darby English Bible (DBY)
{Of the sons of Korah. A Psalm. A Song.} His foundation is in the mountains of holiness.

Webster's Bible (WBT)
A Psalm or Song for the sons of Korah. His foundation is in the holy mountains.

World English Bible (WEB)
> His foundation is in the holy mountains.

Young's Literal Translation (YLT)
By sons of Korah. -- A Psalm, a song. His foundation `is' in holy mountains.

His
foundation
יְ֝סוּדָת֗וֹyĕsûdātôYEH-soo-da-TOH
is
in
the
holy
בְּהַרְרֵיbĕharrêbeh-hahr-RAY
mountains.
קֹֽדֶשׁ׃qōdešKOH-desh

Cross Reference

ଯିଶାଇୟ 28:16
ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:20
ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:10
ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ବରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ଯବହାର କଲି। ଅନ୍ୟମାନେ ସହେି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରେତ୍ୟକକ ଲୋକ ନିର୍ମାଣ କଲା ବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟ ରେ ସତର୍କ ହବୋ ଉଚିତ୍।

ମାଥିଉଲିଖିତ ସୁସମାଚାର 16:18
ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।

ଯିଖରିୟ 8:3
ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।

ଯିଶାଇୟ 56:7
ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହ ରେ ସମାନଙ୍କେୁ ଆନନ୍ଦିତ କରିବା। ସମାନଙ୍କେର ନବୈେଦ୍ଯ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା ; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ଯାତ ହବେ।'

ଯିଶାଇୟ 2:2
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।

ଗୀତସଂହିତା 68:16
ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ୍ ପର୍ବତକୁ ଇର୍ଷା ଦୃଷ୍ଟିରେ ଦେଖୁଛ ? ପରମେଶ୍ବର ଏହାକୁ ପ୍ରମେ କରନ୍ତି। ପରମେଶ୍ବର ଏହାକୁ ସଠାେରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।

ଗୀତସଂହିତା 48:1
ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।

ପିତରଙ୍କ ଦିତୀୟ ପତ୍ର 1:18
ଆମ୍ଭେ ସହେି ବାଣୀ ଶୁଣିଛୁ। ଆମ୍ଭମାନେେ ଯୀଶୁଙ୍କ ସହିତ ପବିତ୍ର ପର୍ବତ ରେ ଥିଲା ବେଳେ ଏହି ବାଣୀ ଆକାଶରୁ ଆସିଥିଲା।

ପିତରଙ୍କ ପ୍ରଥମ ପତ୍ 2:4
ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।

ଗୀତସଂହିତା 121:1
ମୁଁ ସାହାୟ୍ଯ ପାଇଁ ପର୍ବତଗଣ ଆଡ଼େ ଚା ହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମାରେ ସାହାୟ୍ଯ ଆସିବ ?

ଦିତୀୟ ବଂଶାବଳୀ 3:1
ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।