Psalm 85:5
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?
Psalm 85:5 in Other Translations
King James Version (KJV)
Wilt thou be angry with us for ever? wilt thou draw out thine anger to all generations?
American Standard Version (ASV)
Wilt thou be angry with us for ever? Wilt thou draw out thine anger to all generations?
Bible in Basic English (BBE)
Will you go on being angry with us for ever? will you keep your wrath against us through all the long generations?
Darby English Bible (DBY)
Wilt thou be angry with us for ever? wilt thou draw out thine anger from generation to generation?
Webster's Bible (WBT)
Turn us, O God of our salvation, and cause thy anger towards us to cease.
World English Bible (WEB)
Will you be angry with us forever? Will you draw out your anger to all generations?
Young's Literal Translation (YLT)
To the age art Thou angry against us? Dost Thou draw out Thine anger To generation and generation?
| Wilt thou be angry | הַלְעוֹלָ֥ם | halʿôlām | hahl-oh-LAHM |
| ever? for us with | תֶּֽאֱנַף | teʾĕnap | TEH-ay-nahf |
| out draw thou wilt | בָּ֑נוּ | bānû | BA-noo |
| thine anger | תִּמְשֹׁ֥ךְ | timšōk | teem-SHOKE |
| to all | אַ֝פְּךָ֗ | ʾappĕkā | AH-peh-HA |
| generations? | לְדֹ֣ר | lĕdōr | leh-DORE |
| וָדֹֽר׃ | wādōr | va-DORE |
Cross Reference
ଗୀତସଂହିତା 79:5
ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?
ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?
ଗୀତସଂହିତା 80:4
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
ଗୀତସଂହିତା 77:9
ପରମେଶ୍ବର କ'ଣ କୃପା କରିବାକୁ ପାସୋରି ଅଛନ୍ତି ? ତାଙ୍କର ଦୟା କ'ଣ କୋର୍ଧରେ ପରିଣତ ହାଇେଅଛି ?
ଗୀତସଂହିତା 89:46
ହେ ସଦାପ୍ରଭୁ, ଏହିପରି କେତେ ଦିନ ଚାଲିବ ? ତୁମ୍ଭେ କ'ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚଇେ ରହିବ ? ତୁମ୍ଭର କୋର୍ଧ କ'ଣ ଚିରକାଳ ଅଗ୍ନି ତୁଲ୍ଯ ଜଳିବ ?
ଯିଶାଇୟ 64:9
ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।
ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ଲୂକଲିଖିତ ସୁସମାଚାର 21:24
କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:21
ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :