Psalm 80:11 in Oriya

Oriya Oriya Bible Psalm Psalm 80 Psalm 80:11

Psalm 80:11
ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।

Psalm 80:10Psalm 80Psalm 80:12

Psalm 80:11 in Other Translations

King James Version (KJV)
She sent out her boughs unto the sea, and her branches unto the river.

American Standard Version (ASV)
It sent out its branches unto the sea, And its shoots unto the River.

Bible in Basic English (BBE)
It sent out its arms to the Sea, and its branches to the River.

Darby English Bible (DBY)
It sent out its boughs unto the sea, and its shoots unto the river.

Webster's Bible (WBT)
The hills were covered with the shade of it, and its boughs were like the goodly cedars.

World English Bible (WEB)
It sent out its branches to the sea, Its shoots to the River.

Young's Literal Translation (YLT)
It sendeth forth its branches unto the sea, And unto the river its sucklings.

She
sent
out
תְּשַׁלַּ֣חtĕšallaḥteh-sha-LAHK
her
boughs
קְצִירֶ֣הָqĕṣîrehākeh-tsee-REH-ha
unto
עַדʿadad
sea,
the
יָ֑םyāmyahm
and
her
branches
וְאֶלwĕʾelveh-EL
unto
נָ֝הָ֗רnāhārNA-HAHR
the
river.
יֽוֹנְקוֹתֶֽיהָ׃yônĕqôtêhāYOH-neh-koh-TAY-ha

Cross Reference

ଗୀତସଂହିତା 72:8
ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

ଆଦି ପୁସ୍ତକ 15:18
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

ଯାତ୍ରା ପୁସ୍ତକ 23:31
ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।

ପ୍ରଥମ ରାଜାବଳୀ 4:21
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।

ପ୍ରଥମ ରାଜାବଳୀ 4:24
ଶଲୋମନ ତିପ୍ସହଠାରୁ ଘସା ପର୍ୟ୍ଯନ୍ତ ଫରାତ୍ ନଦୀର ପଶ୍ଚିମ ପାରିସ୍ଥିତ ସମସ୍ତ ଦେଶଗୁଡିକ ଉପରେ ଶାସନ କଲେ। ତାଙ୍କ ରାଜ୍ଯର ଚତୁର୍ଦ୍ଦିଗର ସୀମା ରେ ଶାନ୍ତି ଥିଲା।

ପ୍ରଥମ ବଂଶାବଳୀ 18:3
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।