Psalm 73:9
ସହେି ଗର୍ବୀ ଲୋକମାନେ ନିଜକୁ ଦବେତା ବୋଲି ଭାବନ୍ତି। ସମାନେେ ଭାବନ୍ତି ସମାନେେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
Psalm 73:9 in Other Translations
King James Version (KJV)
They set their mouth against the heavens, and their tongue walketh through the earth.
American Standard Version (ASV)
They have set their mouth in the heavens, And their tongue walketh through the earth.
Bible in Basic English (BBE)
Their mouth goes up to heaven; their tongues go walking through the earth.
Darby English Bible (DBY)
They set their mouth in the heavens, and their tongue walketh through the earth.
Webster's Bible (WBT)
They set their mouth against the heavens, and their tongue walketh through the earth.
World English Bible (WEB)
They have set their mouth in the heavens. Their tongue walks through the earth.
Young's Literal Translation (YLT)
They have set in the heavens their mouth, And their tongue walketh in the earth.
| They set | שַׁתּ֣וּ | šattû | SHA-too |
| their mouth | בַשָּׁמַ֣יִם | baššāmayim | va-sha-MA-yeem |
| against the heavens, | פִּיהֶ֑ם | pîhem | pee-HEM |
| tongue their and | וּ֝לְשׁוֹנָ֗ם | ûlĕšônām | OO-leh-shoh-NAHM |
| walketh | תִּֽהֲלַ֥ךְ | tihălak | tee-huh-LAHK |
| through the earth. | בָּאָֽרֶץ׃ | bāʾāreṣ | ba-AH-rets |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:6
ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।
ଯାତ୍ରା ପୁସ୍ତକ 5:2
କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।
ଦିତୀୟ ବଂଶାବଳୀ 32:15
ତୁମ୍ଭମାନଙ୍କୁ ମୂର୍ଖ ବନଇବୋ ଓ ପ୍ରତାରଣା କରିବାକୁ ହିଜକିଯଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ବାସ କର ନାହିଁ, କାରଣ କୌଣସି ରାଜ୍ଯ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମାେ'ଠାରୁ ବା ମାରେପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ବର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମାେତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।'
ଆୟୁବ ପୁସ୍ତକ 21:14
କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'
ଗୀତସଂହିତା 52:4
ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ବାକୁ ଭଲ ପାଉଛ।
ଦାନିଏଲ 3:15
ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।
ଦାନିଏଲ 7:25
ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।
ଲୂକଲିଖିତ ସୁସମାଚାର 18:4
କିନ୍ତୁ ବିଚାରପତି ସ୍ତ୍ରୀଲୋକଟିକୁ ସାହାୟ୍ଯ କରିବାକୁ ଇଚ୍ଛା କରି ନଥିଲେ। କେତେ ସମୟ ପରେ ବିଚାରପତି ଜଣକ ମନେ ମନେ ଭାବିଲେ, 'ମୁଁ ପରମେଶ୍ବରଙ୍କୁ ଡରୁନାହିଁ କି ଲୋକମାନେ ମାେ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର ବି କରୁନାହିଁ।
ଯାକୁବଙ୍କ ପତ୍ 3:6
ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।