Psalm 143:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।
Psalm 143:1 in Other Translations
King James Version (KJV)
Hear my prayer, O LORD, give ear to my supplications: in thy faithfulness answer me, and in thy righteousness.
American Standard Version (ASV)
Hear my prayer, O Jehovah; give ear to my supplications: In thy faithfulness answer me, `and' in thy righteousness.
Bible in Basic English (BBE)
<A Psalm. Of David.> Let my prayer come to you, O Lord; give ear to my requests for your grace; keep faith with me, and give me an answer in your righteousness;
Darby English Bible (DBY)
{A Psalm of David.} Jehovah, hear my prayer; give ear to my supplications: in thy faithfulness answer me, in thy righteousness.
World English Bible (WEB)
> Hear my prayer, Yahweh. Listen to my petitions. In your faithfulness and righteousness, relieve me.
Young's Literal Translation (YLT)
A Psalm of David. O Jehovah, hear my prayer, Give ear unto my supplications, In Thy faithfulness answer me -- in Thy righteousness.
| Hear | יְהוָ֤ה׀ | yĕhwâ | yeh-VA |
| my prayer, | שְׁמַ֬ע | šĕmaʿ | sheh-MA |
| O Lord, | תְּפִלָּתִ֗י | tĕpillātî | teh-fee-la-TEE |
| give ear | הַאֲזִ֥ינָה | haʾăzînâ | ha-uh-ZEE-na |
| to | אֶל | ʾel | el |
| supplications: my | תַּחֲנוּנַ֑י | taḥănûnay | ta-huh-noo-NAI |
| in thy faithfulness | בֶּאֱמֻנָתְךָ֥ | beʾĕmunotkā | beh-ay-moo-note-HA |
| answer | עֲ֝נֵ֗נִי | ʿănēnî | UH-NAY-nee |
| thy in and me, righteousness. | בְּצִדְקָתֶֽךָ׃ | bĕṣidqātekā | beh-tseed-ka-TEH-ha |
Cross Reference
ଗୀତସଂହିତା 71:2
କାରଣ ତୁମ୍ଭେ ୟଥାର୍ଥ ଅଟ। ମାେତେ ଉଦ୍ଧାର କର ଓ ବଞ୍ଚାଅ। ମାହେର ଗୁହାରି ଶୁଣ ଓ ମାେତେ ଉଦ୍ଧାର କର।
ଗୀତସଂହିତା 31:1
ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମାେତେ ତୁମ୍ଭେ ନିରାଶ କର ନାହିଁ। ମାେ ପ୍ରତି ଦୟା କର ଓ ମାେତେ ଉଦ୍ଧାର କର।
ଗୀତସଂହିତା 140:6
ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ପରମେଶ୍ବର। ହେ ସଦାପ୍ରଭୁ, ମାରେ ପ୍ରାର୍ଥନାକୁ ଗ୍ରହଣ କର।
ଯୋହନଙ୍କ ପ୍ରଥମ ପତ୍ର 1:9
ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
ଦିତୀୟ ଶାମୁୟେଲ 7:25
ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ତୁମ୍ଭର ଦାସ ବିଷଯ ରେ ଓ ତାହାର ପରିବାର ବିଷଯ ରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମାରେ ପରିବାରକକ୍ସ୍ଟ ଗୋଟିଏ ରାଜ ବଂଶ ରେ ପ୍ରତିଷ୍ଠା କର।
ଗୀତସଂହିତା 89:1
ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷଯରେ ଗାନ କରିବି। ମାେ ମୁଖରେ, ମୁଁ ତୁମ୍ଭର ବିଶ୍ବସ୍ତତା ବିଷଯରେ ବଂଶାନୁକ୍ରମ ପର୍ୟ୍ଯନ୍ତ ଗାଉଥିବି।
ଦାନିଏଲ 9:16
ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।