Psalm 139:20 in Oriya

Oriya Oriya Bible Psalm Psalm 139 Psalm 139:20

Psalm 139:20
ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିଷଯରେ ଖରାପ ମନ୍ତବ୍ଯ ଦେଉଛନ୍ତି। ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ଯବହାର କରନ୍ତି।

Psalm 139:19Psalm 139Psalm 139:21

Psalm 139:20 in Other Translations

King James Version (KJV)
For they speak against thee wickedly, and thine enemies take thy name in vain.

American Standard Version (ASV)
For they speak against thee wickedly, And thine enemies take `thy name' in vain.

Bible in Basic English (BBE)
For they go against you with evil designs, and your haters make sport of your name.

Darby English Bible (DBY)
For they speak of thee wickedly, they take [thy name] in vain, thine enemies.

World English Bible (WEB)
For they speak against you wickedly. Your enemies take your name in vain.

Young's Literal Translation (YLT)
Who exchange Thee for wickedness, Lifted up to vanity `are' Thine enemies.

For
אֲשֶׁ֣רʾăšeruh-SHER
they
speak
יֹ֭מְרוּךָyōmĕrûkāYOH-meh-roo-ha
against
thee
wickedly,
לִמְזִמָּ֑הlimzimmâleem-zee-MA
enemies
thine
and
נָשׂ֖וּאnāśûʾna-SOO
take
לַשָּׁ֣וְאlaššāwĕʾla-SHA-veh
thy
name
in
vain.
עָרֶֽיךָ׃ʿārêkāah-RAY-ha

Cross Reference

ଯିହୂଦାଙ୍କ ପତ୍ର 1:15
ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।

ଯାତ୍ରା ପୁସ୍ତକ 20:7
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:6
ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।

ଯିଶାଇୟ 37:28
ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।

ଯିଶାଇୟ 37:23
ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

ଗୀତସଂହିତା 74:22
ପରମେଶ୍ବର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନୟାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

ଗୀତସଂହିତା 74:18
ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ୟେ, କିପରି ସହେି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।

ଗୀତସଂହିତା 73:8
ସମାନେେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସମାନଙ୍କେ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି। ସମାନେେ ଅହଂକାରୀ ଓ ଗର୍ବୀ ଅଟନ୍ତି। ସମାନେେ ଧମକ ଦିଅନ୍ତି ୟେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।

ଗୀତସଂହିତା 2:1
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଆୟୁବ ପୁସ୍ତକ 21:14
କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'