Psalm 118:11
ଶତ୍ରୁଗଣ ବାରମ୍ବାର ମାେତେ ଘରେି ରହୁଛନ୍ତି। ମୁଁ ସମାନଙ୍କେୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
Psalm 118:11 in Other Translations
King James Version (KJV)
They compassed me about; yea, they compassed me about: but in the name of the LORD I will destroy them.
American Standard Version (ASV)
They compassed me about; yea, they compassed me about: In the name of Jehovah I will cut them off.
Bible in Basic English (BBE)
They are round me, yes, they are all about me; but in the name of the Lord I will have them cut down.
Darby English Bible (DBY)
They encompassed me, yea, encompassed me; but in the name of Jehovah have I destroyed them.
World English Bible (WEB)
They surrounded me, yes, they surrounded me. In the name of Yahweh I indeed cut them off.
Young's Literal Translation (YLT)
They have compassed me about, Yea, they have compassed me about, In the name of Jehovah I surely cut them off.
| They compassed me about; | סַבּ֥וּנִי | sabbûnî | SA-boo-nee |
| yea, | גַם | gam | ɡahm |
| about: me compassed they | סְבָב֑וּנִי | sĕbābûnî | seh-va-VOO-nee |
| name the in but | בְּשֵׁ֥ם | bĕšēm | beh-SHAME |
| of the Lord | יְ֝הוָ֗ה | yĕhwâ | YEH-VA |
| I will destroy | כִּ֣י | kî | kee |
| them. | אֲמִילַֽם׃ | ʾămîlam | uh-mee-LAHM |
Cross Reference
ଗୀତସଂହିତା 88:17
ଏକ ବନ୍ଯାପରି ତୁମ୍ଭର ଆକ୍ରମଣ ମାେତେ ଦିନସାରା ଘରେି ରହିଥିଲା। ସମାନେେ ସବୁଆଡ଼ୁ ମାେତେ ବନ୍ଦ କଲେ।
ଗୀତସଂହିତା 22:12
ଲୋକମାନେ ମାରେ ଚାରିପାଖରେ ଘରେି ରହିଛନ୍ତି। ସମାନେେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
ପ୍ରଥମ ଶାମୁୟେଲ 23:26
ଶାଉଲ ପର୍ବତର ଏକ ପାଶର୍ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍ବ ରେ ଘରେି ୟାଇଥିଲେ।
ପ୍ରଥମ ବଂଶାବଳୀ 19:10
ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।