Proverbs 31:10
ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।
Proverbs 31:10 in Other Translations
King James Version (KJV)
Who can find a virtuous woman? for her price is far above rubies.
American Standard Version (ASV)
A worthy woman who can find? For her price is far above rubies.
Bible in Basic English (BBE)
Who may make discovery of a woman of virtue? For her price is much higher than jewels.
Darby English Bible (DBY)
Who can find a woman of worth? for her price is far above rubies.
World English Bible (WEB)
Who can find a worthy woman? For her price is far above rubies.
Young's Literal Translation (YLT)
A woman of worth who doth find? Yea, far above rubies `is' her price.
| Who | אֵֽשֶׁת | ʾēšet | A-shet |
| can find | חַ֭יִל | ḥayil | HA-yeel |
| a virtuous | מִ֣י | mî | mee |
| woman? | יִמְצָ֑א | yimṣāʾ | yeem-TSA |
| price her for | וְרָחֹ֖ק | wĕrāḥōq | veh-ra-HOKE |
| is far | מִפְּנִינִ֣ים | mippĕnînîm | mee-peh-nee-NEEM |
| above rubies. | מִכְרָֽהּ׃ | mikrāh | meek-RA |
Cross Reference
ହିତୋପଦେଶ 19:14
ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।
ହିତୋପଦେଶ 12:4
ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।
ହିତୋପଦେଶ 18:22
ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
ରୂତର ବିବରଣ 3:11
ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।
ହିତୋପଦେଶ 3:15
ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।
ହିତୋପଦେଶ 8:11
ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:25
ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।
ଆୟୁବ ପୁସ୍ତକ 28:18
ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।
ଉପଦେଶକ 7:28
ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
ପରମଗୀତ 6:8
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।
ହିତୋପଦେଶ 20:15
ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ଯବାନ୍ ଅଟେ।