Proverbs 21:27 in Oriya

Oriya Oriya Bible Proverbs Proverbs 21 Proverbs 21:27

Proverbs 21:27
ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷଯ, ମାତ୍ର ସେ କୁଅଭିପ୍ରାଯ ରେ ତାହା କଲେ ବହୁତ ଘୃଣିତ ହୁଏ।

Proverbs 21:26Proverbs 21Proverbs 21:28

Proverbs 21:27 in Other Translations

King James Version (KJV)
The sacrifice of the wicked is abomination: how much more, when he bringeth it with a wicked mind?

American Standard Version (ASV)
The sacrifice of the wicked is an abomination: How much more, when he bringeth it with a wicked mind!

Bible in Basic English (BBE)
The offering of evil-doers is disgusting: how much more when they give it with an evil purpose!

Darby English Bible (DBY)
The sacrifice of the wicked is abomination: how much more when they bring it with a wicked purpose!

World English Bible (WEB)
The sacrifice of the wicked is an abomination: How much more, when he brings it with a wicked mind!

Young's Literal Translation (YLT)
The sacrifice of the wicked `is' abomination, Much more when in wickedness he bringeth it.

The
sacrifice
זֶ֣בַחzebaḥZEH-vahk
of
the
wicked
רְ֭שָׁעִיםrĕšāʿîmREH-sha-eem
is
abomination:
תּוֹעֵבָ֑הtôʿēbâtoh-ay-VA
more,
much
how
אַ֝֗ףʾapaf

כִּֽיkee
when
he
bringeth
בְזִמָּ֥הbĕzimmâveh-zee-MA
wicked
a
with
it
mind?
יְבִיאֶֽנּוּ׃yĕbîʾennûyeh-vee-EH-noo

Cross Reference

ଯିଶାଇୟ 66:3
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ହିତୋପଦେଶ 15:8
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ଯିରିମିୟ 6:20
ପୁଣି ସଦାପ୍ରଭୁ କହନ୍ତି, ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।

ମାଥିଉଲିଖିତ ସୁସମାଚାର 23:13
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ଆମୋଷ 5:21
ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।

ଯିରିମିୟ 7:11
ଆମ୍ଭ ନାମ ରେ ପ୍ରସିଦ୍ଧିଲାଭ କରିଥିବା ଏହି ମନ୍ଦିର ତୁମ୍ଭମାନଙ୍କ ଦୃଷ୍ଟି ରେ କ'ଣ ଚୋରମାନଙ୍କର ଗହ୍ବର ହାଇେଅଛି ?' ସଦାପ୍ରଭୁ କହନତି, ତୁମ୍ଭମାନେେ ନିଶ୍ଚଯ ଜାଣିବ ଯେ ଯାହାସବୁ ହେଉଛି ଆମ୍ଭେ ମଧ୍ଯ ଦେଖୁଅଛୁ।

ଯିଶାଇୟ 1:11
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ହିତୋପଦେଶ 28:9
ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।

ଗୀତସଂହିତା 50:8
ମୁଁ ତୁମ୍ଭର ବଳିଦାନ ବିଷଯରେ ଅଭିଯୋଗ କରୁ ନାହିଁ। ତୁମ୍ଭେ ଇଶ୍ରାୟେଲର ଅଧିବାସୀଗଣ ପ୍ରତିଦିନ ମାେ ପାଇଁ ହାମବେଳି ଆଣୁଅଛ। ତୁମ୍ଭେ ତାହାକୁ ମାେତେ ପ୍ରତିଦିନ ଅର୍ପଣ କରୁଅଛ।

ପ୍ରଥମ ଶାମୁୟେଲ 15:21
ଏବଂ ସୈନ୍ଯମାନେ ଗିଲ୍ଗଲ ରେ ଉତ୍ତମ ମେଣ୍ତା ଓ ଗୋରୁମାନଙ୍କୁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କଠା ରେ ବଳିଦାନ ଦବୋ ପାଇଁ ରଖିଲେ।

ପ୍ରଥମ ଶାମୁୟେଲ 13:12
ଏଥିପାଇଁ ମୁ ଭାବିଲି, 'ପଲେଷ୍ଟୀୟମାନେ ଗିଲ୍ଗଲ ଆସି ଆକ୍ରମଣ କରିବେ ମାତ୍ର ମୁ ସଦାପ୍ରଭୁଙ୍କର ଅନକ୍ସ୍ଟଗ୍ରହ ମାଗି ନାହିଁ। ତେଣୁ ମୁ ବାଧ୍ଯ ହାଇେ ହାମବେଳି ଉତ୍ସର୍ଗ କରିଛି।'