Proverbs 20:16
ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେ କହେି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।
Proverbs 20:16 in Other Translations
King James Version (KJV)
Take his garment that is surety for a stranger: and take a pledge of him for a strange woman.
American Standard Version (ASV)
Take his garment that is surety for a stranger; And hold him in pledge `that is surety' for foreigners.
Bible in Basic English (BBE)
Take a man's clothing if he makes himself responsible for a strange man, and get an undertaking from him who gives his word for strange men.
Darby English Bible (DBY)
Take his garment that is become surety [for] another, and hold him in pledge for strangers.
World English Bible (WEB)
Take the garment of one who puts up collateral for a stranger; And hold him in pledge for a wayward woman.
Young's Literal Translation (YLT)
Take his garment when a stranger hath been surety, And for strangers pledge it.
| Take | לְֽקַח | lĕqaḥ | LEH-kahk |
| his garment | בִּ֭גְדוֹ | bigdô | BEEɡ-doh |
| that | כִּי | kî | kee |
| surety is | עָ֣רַב | ʿārab | AH-rahv |
| for a stranger: | זָ֑ר | zār | zahr |
| pledge a take and | וּבְעַ֖ד | ûbĕʿad | oo-veh-AD |
| of him for | נָכְרִיָּ֣ם | nokriyyām | noke-ree-YAHM |
| a strange woman. | חַבְלֵֽהוּ׃ | ḥablēhû | hahv-lay-HOO |
Cross Reference
ହିତୋପଦେଶ 27:13
ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।
ଯାତ୍ରା ପୁସ୍ତକ 22:26
ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।
ହିତୋପଦେଶ 2:16
ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।
ହିତୋପଦେଶ 5:3
ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ।
ହିତୋପଦେଶ 7:5
ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।
ହିତୋପଦେଶ 7:10
ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।
ହିତୋପଦେଶ 11:15
ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ଯ କ୍ଲେଶ ପାଏ। ମାତ୍ର ଲଗା ହବୋକୁ ଯେ ଘୃଣା କରେ ସେ ନିରାପଦ ରେ ଥାଏ।
ହିତୋପଦେଶ 22:26
ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ।
ହିତୋପଦେଶ 23:27
ବେଶ୍ଯା ହେଉଛି ଗଭୀର ଖାତ ତୁଲ୍ଯ। ଜଣେ ବ୍ଯଭିଚାରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ଯ ଅଟେ।