Proverbs 14:5
ବିଶ୍ବସ୍ତ ସାକ୍ଷୀ ମିଥ୍ଯା କ ହେ ନାହିଁ। ମାତ୍ର ମିଥ୍ଯାବାଦୀ ସାକ୍ଷୀ ମିଥ୍ଯାଚରଣ କରେ।
Proverbs 14:5 in Other Translations
King James Version (KJV)
A faithful witness will not lie: but a false witness will utter lies.
American Standard Version (ASV)
A faithful witness will not lie; But a false witness uttereth lies.
Bible in Basic English (BBE)
A true witness does not say what is false, but a false witness is breathing out deceit.
Darby English Bible (DBY)
A faithful witness will not lie; but a false witness uttereth lies.
World English Bible (WEB)
A truthful witness will not lie, But a false witness pours out lies.
Young's Literal Translation (YLT)
A faithful witness lieth not, And a false witness breatheth out lies.
| A faithful | עֵ֣ד | ʿēd | ade |
| witness | אֱ֭מוּנִים | ʾĕmûnîm | A-moo-neem |
| will not | לֹ֣א | lōʾ | loh |
| lie: | יְכַזֵּ֑ב | yĕkazzēb | yeh-ha-ZAVE |
| false a but | וְיָפִ֥יחַ | wĕyāpîaḥ | veh-ya-FEE-ak |
| witness | כְּ֝זָבִ֗ים | kĕzābîm | KEH-za-VEEM |
| will utter | עֵ֣ד | ʿēd | ade |
| lies. | שָֽׁקֶר׃ | šāqer | SHA-ker |
Cross Reference
ହିତୋପଦେଶ 6:19
ମିଥ୍ଯା ସାକ୍ଷୀ, ଯେ ମିଥ୍ଯା କହି ଭାଇମାନଙ୍କ ମଧିଅରେ କଳିର ବୀଜ ବୁଣେ।
ହିତୋପଦେଶ 12:17
ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।
ଯାତ୍ରା ପୁସ୍ତକ 23:1
ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।
ହିତୋପଦେଶ 19:5
ଯେଉଁ ଲୋକ ଅନ୍ୟ ବିରୁଦ୍ଧ ରେ ମିଥ୍ଯା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କ ହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।
ହିତୋପଦେଶ 19:9
ମିଥ୍ଯା ସାକ୍ଷୀ ଦଣ୍ଡିତ ହବେ। ମିଥ୍ଯାବାଦୀ ଧ୍ବଂସ ପାଇବ।
ହିତୋପଦେଶ 14:25
ସତ୍ଯ ସାକ୍ଷୀ ତା'ର ପ୍ରାଣ ରକ୍ଷା କରେ। ମାତ୍ର ମିଥ୍ଯା ପ୍ରବଞ୍ଚନା ଜନକ।
ହିତୋପଦେଶ 13:5
ଧାର୍ମିକ ଲୋକ ମିଥ୍ଯାକୁ ଘୃଣା କରେ। ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।
ପ୍ରଥମ ରାଜାବଳୀ 22:12
ଅନ୍ୟ ସମସ୍ତ ଭବିଷ୍ଯଦ୍ବକ୍ତା ତାଙ୍କ ସହିତ ଏକମତ ହାଇେ କହିଲେ, ରାମାେତ୍-ଗିଲିଯଦ୍କୁ ୟାଅ ଓ ଅରାମୀଯ ସୈନ୍ଯବାହୀନି ବିରୁଦ୍ଧ ରେ ୟୁଦ୍ଧ ରେ ଜଯଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତ ରେ ସମାନଙ୍କେୁ ପରାସ୍ତ କରାଇବେ।
ପ୍ରଥମ ରାଜାବଳୀ 21:13
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।
ଯାତ୍ରା ପୁସ୍ତକ 20:16
ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।