Numbers 31:7
ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ।
Numbers 31:7 in Other Translations
King James Version (KJV)
And they warred against the Midianites, as the LORD commanded Moses; and they slew all the males.
American Standard Version (ASV)
And they warred against Midian, as Jehovah commanded Moses; and they slew every male.
Bible in Basic English (BBE)
And they made war on Midian, as the Lord gave orders to Moses; and they put to death every male.
Darby English Bible (DBY)
And they warred against Midian, as Jehovah had commanded Moses, and slew all the males.
Webster's Bible (WBT)
And they warred against the Midianites, as the LORD commanded Moses; and they slew all the males.
World English Bible (WEB)
They warred against Midian, as Yahweh commanded Moses; and they killed every male.
Young's Literal Translation (YLT)
And they war against Midian, as Jehovah hath commanded Moses, and slay every male;
| And they warred | וַֽיִּצְבְּאוּ֙ | wayyiṣbĕʾû | va-yeets-beh-OO |
| against | עַל | ʿal | al |
| the Midianites, | מִדְיָ֔ן | midyān | meed-YAHN |
| as | כַּֽאֲשֶׁ֛ר | kaʾăšer | ka-uh-SHER |
| the Lord | צִוָּ֥ה | ṣiwwâ | tsee-WA |
| commanded | יְהוָ֖ה | yĕhwâ | yeh-VA |
| אֶת | ʾet | et | |
| Moses; | מֹשֶׁ֑ה | mōše | moh-SHEH |
| and they slew | וַיַּֽהַרְג֖וּ | wayyahargû | va-ya-hahr-ɡOO |
| all | כָּל | kāl | kahl |
| the males. | זָכָֽר׃ | zākār | za-HAHR |
Cross Reference
ବିଚାରକର୍ତାମାନଙ୍କ ବିବରଣ 21:11
ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭମାନେେ ନିଶ୍ଚିତ ୟାବେଶ ଗିଲିଯାଦର ସମସ୍ତ ପୁରୁଷମାନଙ୍କୁ ହତ୍ଯା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରେତ୍ୟକକ ସ୍ତ୍ରୀକକ୍ସ୍ଟ ହତ୍ଯା କରିବ। ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ୟୌନ ସଐର୍କ ନ ଥିବ ସମାନଙ୍କେୁ ହତ୍ଯାକର ନାହିଁ। ତେଣୁ ସହେି ସୈନ୍ଯମାନେ ଠିକ୍ ସହେିପରି କରିଥିଲେ।
ପ୍ରଥମ ରାଜାବଳୀ 11:15
ଏହା ଯାହା ହାଇେଥିଲା ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସନୋପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦବୋକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ଯା କଲେ।
ପ୍ରଥମ ଶାମୁୟେଲ 27:9
ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସମାନଙ୍କେର ମଷେ, ଗାଈ, ବଳଦ, ଗଧ, ଓଟ, ଏବଂ ସମାନଙ୍କେର ଲକ୍ସ୍ଟଗାପଟା ଆଣି ଅଖୀଶଙ୍କକ୍ସ୍ଟ ଦେଉଥିଲେ। କକ୍ସ୍ଟନ୍ତକ୍ସ୍ଟ ଦାଉଦ ସମାନଙ୍କେ ମଧ୍ଯରକ୍ସ୍ଟ କୌଣସି ଲୋକଙ୍କକ୍ସ୍ଟ ବଞ୍ଚିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ନାହିଁ।
ଦିତୀୟ ବିବରଣ 20:13
ଯେତବେେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାହା ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ସେତବେେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କକ୍ସ୍ଟ ଖଣ୍ତା ରେ ହାଣି ହତ୍ଯା କରିବ।
ବିଚାରକର୍ତାମାନଙ୍କ ବିବରଣ 6:1
ପକ୍ସ୍ଟଣିଥରେ ଇଶ୍ରାୟେଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବଚେନା କଲେ। ତେଣୁ ସଦାପ୍ରଭୁ ସାତବର୍ଷ ପାଇଁ ମିଦିଯନୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।
ବିଚାରକର୍ତାମାନଙ୍କ ବିବରଣ 6:33
ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।