Numbers 31:13 in Oriya

Oriya Oriya Bible Numbers Numbers 31 Numbers 31:13

Numbers 31:13
ତା'ପରେ ମାଶାେ, ଯାଜକ ଇଲିଯାସର ଓ ଲୋକମାନଙ୍କର ନତେୃଗଣ ସମାନଙ୍କେୁ ଦେଖିବାକୁ ଛାଉଣୀ ବାହାରକୁ ଗଲେ।

Numbers 31:12Numbers 31Numbers 31:14

Numbers 31:13 in Other Translations

King James Version (KJV)
And Moses, and Eleazar the priest, and all the princes of the congregation, went forth to meet them without the camp.

American Standard Version (ASV)
And Moses, and Eleazar the priest, and all the princes of the congregation, went forth to meet them without the camp.

Bible in Basic English (BBE)
Then Moses and Eleazar the priest and the chiefs of the people went out to them before they had come into the tent-circle.

Darby English Bible (DBY)
And Moses and Eleazar the priest and all the princes of the assembly went forth to meet them outside the camp.

Webster's Bible (WBT)
And Moses, and Eleazar the priest, and all the princes of the congregation, went forth to meet them without the camp.

World English Bible (WEB)
Moses, and Eleazar the priest, and all the princes of the congregation, went forth to meet them outside of the camp.

Young's Literal Translation (YLT)
And Moses, and Eleazar the priest, and all the princes of the company, go out to meet them, unto the outside of the camp,

And
Moses,
וַיֵּ֨צְא֜וּwayyēṣĕʾûva-YAY-tseh-OO
and
Eleazar
מֹשֶׁ֨הmōšemoh-SHEH
priest,
the
וְאֶלְעָזָ֧רwĕʾelʿāzārveh-el-ah-ZAHR
and
all
הַכֹּהֵ֛ןhakkōhēnha-koh-HANE
the
princes
וְכָלwĕkālveh-HAHL
congregation,
the
of
נְשִׂיאֵ֥יnĕśîʾêneh-see-A
went
forth
הָֽעֵדָ֖הhāʿēdâha-ay-DA
to
meet
לִקְרָאתָ֑םliqrāʾtāmleek-ra-TAHM
without
them
אֶלʾelel

מִח֖וּץmiḥûṣmee-HOOTS
the
camp.
לַֽמַּחֲנֶֽה׃lammaḥăneLA-ma-huh-NEH

Cross Reference

ଆଦି ପୁସ୍ତକ 14:17
ତା'ପରେ ଅବ୍ରାମ କଦର୍ଲାଯୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜଯ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।

ଗଣନା ପୁସ୍ତକ 5:2
ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଗଣନା ପୁସ୍ତକ 19:11
ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

ଗଣନା ପୁସ୍ତକ 31:12
ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।

ଗଣନା ପୁସ୍ତକ 31:22
ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।

ପ୍ରଥମ ଶାମୁୟେଲ 15:12
ଶାମକ୍ସ୍ଟଯଲେ ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତା ରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, ଶାଉଲ ୟିହକ୍ସ୍ଟଦାର କର୍ମିଲ୍ ସହରକକ୍ସ୍ଟ ଆସିଥିଲେ। ଶାଉଲ ସଠାେକକ୍ସ୍ଟ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡେ ୟାତ୍ରା କରି ସାରିବା ପରେ ଗିଲଗଲ୍ ରେ ପହନ୍ଚିବେ।

ପ୍ରଥମ ଶାମୁୟେଲ 30:21
ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକକ୍ସ୍ଟ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହତେକ୍ସ୍ଟ ତାଙ୍କ ପେଛ ଆସି ପାରି ନ ଥିଲେ, ସମାନେେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକକ୍ସ୍ଟ ବାହାରି ଆସିଲେ। ଦାଉଦ ସମାନଙ୍କେ ନିକଟକକ୍ସ୍ଟ ୟାଇ ତାଙ୍କର କକ୍ସ୍ଟଶଳବାର୍ତ୍ତା ପଚାରିଲେ।