Numbers 26:55 in Oriya

Oriya Oriya Bible Numbers Numbers 26 Numbers 26:55

Numbers 26:55
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।

Numbers 26:54Numbers 26Numbers 26:56

Numbers 26:55 in Other Translations

King James Version (KJV)
Notwithstanding the land shall be divided by lot: according to the names of the tribes of their fathers they shall inherit.

American Standard Version (ASV)
Notwithstanding, the land shall be divided by lot: according to the names of the tribes of their fathers they shall inherit.

Bible in Basic English (BBE)
But let the distribution of the land be made by the decision of the Lord: by the names of the tribes of their fathers let their heritage be given them.

Darby English Bible (DBY)
Notwithstanding the land shall be divided by lot; according to the names of the tribes of their fathers shall they inherit;

Webster's Bible (WBT)
Notwithstanding, the land shall be divided by lot: according to the names of the tribes of their fathers they shall inherit.

World English Bible (WEB)
Notwithstanding, the land shall be divided by lot: according to the names of the tribes of their fathers they shall inherit.

Young's Literal Translation (YLT)
`Only by lot is the land apportioned, by the names of the tribes of their fathers they inherit;

Notwithstanding
אַךְʾakak

בְּגוֹרָ֕לbĕgôrālbeh-ɡoh-RAHL
the
land
יֵֽחָלֵ֖קyēḥālēqyay-ha-LAKE
divided
be
shall
אֶתʾetet
by
lot:
הָאָ֑רֶץhāʾāreṣha-AH-rets
names
the
to
according
לִשְׁמ֥וֹתlišmôtleesh-MOTE
of
the
tribes
מַטּוֹתmaṭṭôtma-TOTE
fathers
their
of
אֲבֹתָ֖םʾăbōtāmuh-voh-TAHM
they
shall
inherit.
יִנְחָֽלוּ׃yinḥālûyeen-ha-LOO

Cross Reference

ଗଣନା ପୁସ୍ତକ 34:13
ତେଣୁ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦଇେ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦବୋକୁ ଆଜ୍ଞା ଦଇେଅଛନ୍ତି, ତୁମ୍ଭମାନେେ ଯାହାକୁ ଗୁଳାବାଣ୍ଟ ଦ୍ବାରା ଅଧିକାର କରିବ, ସହେି ଦେଶ ଏହି।

ଗଣନା ପୁସ୍ତକ 33:54
ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।

ଯିହୋଶୂୟ 14:2
ସଦାପ୍ରଭୁ ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ମାଶାଙ୍କେକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ କିପରି ଭାବରେ ଲୋକମାନଙ୍କୁ ସେ ଭୂମି ବାଣ୍ଟ କରିବେ। ନଅ ବଂଶର ଲୋକ ଅର୍ଦ୍ଧ ବଂଶର ଲୋକମାନଙ୍କୁ ଗକ୍ସ୍ଟଳାବାଣ୍ଟ ଦ୍ବାରା ନିଷ୍ପତ୍ତି ଦେଲେ କିଏ କେଉଁ ଭୂମି ପାଇବ।

ଯିହୋଶୂୟ 11:23
ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:4
ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:12
ତା ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହବେ ଓ ପିତାଙ୍କୁ ଧନ୍ଯବାଦ ଦବେ। ସେ ଯେଉଁ ବିଷୟଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସଗେୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପୟୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅ ରେ ବାସ କରନ୍ତି, ସମାନଙ୍କେ ଲାଗି ସେ ଏହି ବିଷୟଗୁଡ଼ିକ ସୃଷ୍ଟି କରିଛନ୍ତି

ରେରିତମାନଙ୍କ କାର୍ଯ୍ୟର ବିବରଣ 1:26
ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।

ହିତୋପଦେଶ 18:18
ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।

ହିତୋପଦେଶ 16:33
ନିଷ୍ପତ୍ତି ପାଇଁ ଗୁଳିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆ ସେ।

ଯିହୋଶୂୟ 19:40
ଏହାପରେ ଦାନ୍ ପରିବାରବର୍ଗମାନଙ୍କୁ ସଲ୍ଗମ ବାଣ୍ଟ ଉଠିଲା, ସହେି ଭୂମିର ସମସ୍ତ ଭାଗଟି ଦିଆଗଲା।

ଯିହୋଶୂୟ 19:32
ଏହାର ଷଷ୍ଠାଂଶଟି ନଲ୍ଗାଲିର ପରିବାରବର୍ଗଙ୍କକ୍ସ୍ଟ ଦିଆଗଲା। ଏବଂ ସହେି ପରିବାରବର୍ଗ ପ୍ରତ୍ଯକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

ଯିହୋଶୂୟ 19:24
ଏହି ଭୂମିର ପଞ୍ଚମ ଅଂଶ ଆଶରେ ପରିବାରବର୍ଗମାନେ ପାଇଲେ। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ସହେି ଭୂମିର ଏକ ଅଂଶ ପାଇଲେ।

ଯିହୋଶୂୟ 19:17
ଭୂମିର ଚତକ୍ସ୍ଟର୍ଥ ଅଂଶ ଇଷାଖର ପରିବାରବର୍ଗକକ୍ସ୍ଟ ଦିଆଗଲା। ପ୍ରେତ୍ୟକକ ପରିବାର ସେଥିରକ୍ସ୍ଟ ଭାଗ ପାଇଲେ।

ଯିହୋଶୂୟ 19:10
ସବୂଲୂନର ପରିବାରବର୍ଗ, ସମାନଙ୍କେର ଗୋଷ୍ଠୀମାନଙ୍କ ପ୍ରତୀଜ୍ଞାନକ୍ସ୍ଟସା ରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 19:1
ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।

ଯିହୋଶୂୟ 18:10
ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।

ଯିହୋଶୂୟ 18:6
କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତବେେ ତାହା ମାେତେ ଦବେ ଏବଂ ମୁ ସଦାପ୍ରଭୁ ପରମେଶ୍ବରଙ୍କ ଉପସ୍ଥିତ ରେ ଗକ୍ସ୍ଟଳାବାଣ୍ଟ ଦ୍ବାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।

ଯିହୋଶୂୟ 17:14
ଯୋଷେଫ୍ ବଂଶଧର ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକକ୍ସ୍ଟ କବଳେ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦଲେ? ଯାହାକକ୍ସ୍ଟ ସଦାପ୍ରଭୁ ଲୋକମାନଙ୍କୁ ଦଇେଥିଲେ।

ଗଣନା ପୁସ୍ତକ 26:56
ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।