Nehemiah 12:7 in Oriya

Oriya Oriya Bible Nehemiah Nehemiah 12 Nehemiah 12:7

Nehemiah 12:7
ସଲ୍ଲୁ, ଆମାେକ, ହିଲ୍କିଯ, ୟିଦଯିଯ। ଏମାନେ ଯଶୂେଯ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧିଅରେ ପ୍ରଧାନ ଥିଲେ।

Nehemiah 12:6Nehemiah 12Nehemiah 12:8

Nehemiah 12:7 in Other Translations

King James Version (KJV)
Sallu, Amok, Hilkiah, Jedaiah. These were the chief of the priests and of their brethren in the days of Jeshua.

American Standard Version (ASV)
Sallu, Amok, Hilkiah, Jedaiah. These were the chiefs of the priests and of their brethren in the days of Jeshua.

Bible in Basic English (BBE)
Sallu, Amok, Hilkiah, Jedaiah. These were the chiefs of the priests and of their brothers in the days of Jeshua.

Darby English Bible (DBY)
Sallu, Amok, Hilkijah, Jedaiah. These were the chief of the priests and of their brethren in the days of Jeshua.

Webster's Bible (WBT)
Sallu, Amok, Hilkiah, Jedaiah. These were the chief of the priests and of their brethren in the days of Jeshua.

World English Bible (WEB)
Sallu, Amok, Hilkiah, Jedaiah. These were the chiefs of the priests and of their brothers in the days of Jeshua.

Young's Literal Translation (YLT)
Sallu, Amok, Hilkiah, Jedaiah; these `are' heads of the priests and of their brethren in the days of Jeshua.

Sallu,
סַלּ֣וּsallûSA-loo
Amok,
עָמ֔וֹקʿāmôqah-MOKE
Hilkiah,
חִלְקִיָּ֖הḥilqiyyâheel-kee-YA
Jedaiah.
יְדַֽעְיָ֑הyĕdaʿyâyeh-da-YA
These
אֵ֣לֶּהʾēlleA-leh
were
the
chief
רָאשֵׁ֧יrāʾšêra-SHAY
priests
the
of
הַכֹּֽהֲנִ֛יםhakkōhănîmha-koh-huh-NEEM
and
of
their
brethren
וַֽאֲחֵיהֶ֖םwaʾăḥêhemva-uh-hay-HEM
days
the
in
בִּימֵ֥יbîmêbee-MAY
of
Jeshua.
יֵשֽׁוּעַ׃yēšûaʿyay-SHOO-ah

Cross Reference

ପ୍ରଥମ ବଂଶାବଳୀ 24:18
ତ୍ରଯୋବିଂଶ ଦଳ ଥିଲା ଦଲାଯଙ୍କ ଦଳ।

ଏଜ୍ରା 3:2
ୟୋଷାଦକର ପୁତ୍ର ଯଶୂେଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରମେଶ୍ବରଙ୍କ ଲୋକ ମାଶାଙ୍କେର ବ୍ଯବସ୍ଥାର ଲିଖନ ଅନୁସାରେ ହାମବେଳି ଉତ୍ସର୍ଗ କରିବା ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ୟଜ୍ଞବଦେୀ ନିର୍ମାଣ କଲେ।

ନିହିମିୟା 12:1
ଏହିମାନେ ହେଉଛନ୍ତି ଯାଜକ ଓ ଲବେୀୟ, ଶଲ୍ଟୀଯଲରେ ପୁତ୍ର ସଋଦ୍ଦାବିଲ ଓ ଯଶୂେଯ ସଙ୍ଗେ ଆସିଲେ, ସମାନେେ ହେଲେ ସରାଯ, ଯିରିମିୟ, ଏଜ୍ରା,

ହଗୟ 1:1
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।

ଯିଖରିୟ 3:1
ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିହାଶୂେୟଙ୍କୁ ମାେତେ ଦଖାଇେଲେ। ଯିହାଶୂେୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଓ ଶଇତାନ ଯିହାଶୂେୟଙ୍କ ଦକ୍ଷିଣ ପାଶର୍‌ବ ରେ ଛିଡା ହାଇେଥିଲେ। ତାଙ୍କୁ ଦୋଷ ଦବୋକୁ ଶଯତାନ ସଠାେ ରେ ଉପସ୍ଥିତ ଥିଲେ।