Micah 6:2
ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।
Micah 6:2 in Other Translations
King James Version (KJV)
Hear ye, O mountains, the LORD's controversy, and ye strong foundations of the earth: for the LORD hath a controversy with his people, and he will plead with Israel.
American Standard Version (ASV)
Hear, O ye mountains, Jehovah's controversy, and ye enduring foundations of the earth; for Jehovah hath a controversy with his people, and he will contend with Israel.
Bible in Basic English (BBE)
Give ear, O you mountains, to the Lord's cause, and take note, you bases of the earth: for the Lord has a cause against his people, and he will take it up with Israel.
Darby English Bible (DBY)
Hear, ye mountains, Jehovah's controversy, and ye, unchanging foundations of the earth; for Jehovah hath a controversy with his people, and he will plead with Israel.
World English Bible (WEB)
Hear, you mountains, Yahweh's controversy, And you enduring foundations of the earth; For Yahweh has a controversy with his people, And he will contend with Israel.
Young's Literal Translation (YLT)
Hear, O mountains, the strife of Jehovah, Ye strong ones -- foundations of earth! For a strife `is' to Jehovah, with His people, And with Israel He doth reason.
| Hear | שִׁמְע֤וּ | šimʿû | sheem-OO |
| ye, O mountains, | הָרִים֙ | hārîm | ha-REEM |
| אֶת | ʾet | et | |
| the Lord's | רִ֣יב | rîb | reev |
| controversy, | יְהוָ֔ה | yĕhwâ | yeh-VA |
| and ye strong | וְהָאֵתָנִ֖ים | wĕhāʾētānîm | veh-ha-ay-ta-NEEM |
| foundations | מ֣וֹסְדֵי | môsĕdê | MOH-seh-day |
| of the earth: | אָ֑רֶץ | ʾāreṣ | AH-rets |
| for | כִּ֣י | kî | kee |
| the Lord | רִ֤יב | rîb | reev |
| hath a controversy | לַֽיהוָה֙ | layhwāh | lai-VA |
| with | עִם | ʿim | eem |
| people, his | עַמּ֔וֹ | ʿammô | AH-moh |
| and he will plead | וְעִם | wĕʿim | veh-EEM |
| with | יִשְׂרָאֵ֖ל | yiśrāʾēl | yees-ra-ALE |
| Israel. | יִתְוַכָּֽח׃ | yitwakkāḥ | yeet-va-KAHK |
Cross Reference
ହୋଶେୟ 12:2
ସଦାପ୍ରଭୁ କୁହନ୍ତି, ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।
ହୋଶେୟ 4:1
ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।
ଯିଶାଇୟ 1:18
ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।
ଗୀତସଂହିତା 104:5
ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।
ଦିତୀୟ ଶାମୁୟେଲ 22:16
ସଦାପ୍ରଭୁଙ୍କ ଗର୍ଜ୍ଜନ ରେ ତାଙ୍କ ନାସିକାର ପ୍ରଶ୍ବାସ ବାଯକ୍ସ୍ଟ ରେ ସମକ୍ସ୍ଟଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।
ଯିହିଜିକଲ 20:35
ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଚାର କରିବି।
ଯିରିମିୟ 31:37
ପୁଣି ସଦାପ୍ରଭୁ ଏହା କହନ୍ତି, ଯଦି ଲୋକମାନେ ଉର୍ଦ୍ଧ୍ବସ୍ଥ ଆକାଶମଣ୍ଡଳ ଓ ଅଧଃସ୍ଥ ପୃଥିବୀକୁ ମାପି ପାରିବେ। ତାହା ହେଲେ କବଳେ ଆମ୍ଭେ ମଧ୍ଯ ଇଶ୍ରାୟେଲର ବଂଶଧରଗଣ ଯାହା କଲେ ତାହା ପ୍ରତ୍ଯାଖାନ କରିଦବୋ। ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 25:31
ସମଗ୍ର ପୃଥିବୀ ରେ ଏକ ଧ୍ବନି ବ୍ଯାପିୟିବ। କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପ ରେ ସଦାପ୍ରଭୁଙ୍କର କୋରଧ ଅଛି। ସେ ସମାନଙ୍କେର ବିଚାର କରି ଶାସ୍ତି ଦବେେ। ପୁଣି ସେ ଦୁଷ୍ଟାଚାରୀମାନଙ୍କୁ ଖଡ୍ଗ ରେ ସମର୍ପଣ କରିବେ।' ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 2:29
ତୁମ୍ଭମାନେେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଛ ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧ ରେ ପାପ କରିଅଛ। ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 2:9
ତେଣୁ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧ ରେ ଆମ୍ଭେ ଏକ ମକଦ୍ଦମା କରିବା।
ଯିଶାଇୟ 43:26
ମାେ ବିରୁଦ୍ଧ ରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।
ଯିଶାଇୟ 5:3
ସତଣୁ ପରଲମଶ୍ବର କହିଲଲ, ସହ ୟିରୁଶାଲମ ଓ ଯିହୁଦାରସଲାକମାଲନସମାର ଓସମାର ଦ୍ରାକ୍ଷାକ୍ଷଲତ ବିଷଯସର ବିଚାର କର।
ହିତୋପଦେଶ 8:29
ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
ଦିତୀୟ ଶାମୁୟେଲ 22:8
ସେତବେେଳେ ପୃଥିବୀ ଟଳମଳ ଓ କଐିତ ହେଲା, ସ୍ବର୍ଗ ରାଜ୍ଯର ମୂଳଦୂଆ ଟଳମଳ ଓ କଐିତ ହେଲା, କାରଣ ସଦାପ୍ରଭୁ କୋରଧିତ ଥିଲେ।
ଦିତୀୟ ବିବରଣ 32:22
ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।