Matthew 6:4
ତୁମ୍ଭର ଦାନ ଗୋପନ ରେ ହବୋ ଉଚିତ। ତୁମ୍ଭର ପରମପିତା ଗୋପନ ରେ କରାଯାଇଥିବା କାର୍ୟ୍ଯକୁ ଦେଖି ପାରନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
Matthew 6:4 in Other Translations
King James Version (KJV)
That thine alms may be in secret: and thy Father which seeth in secret himself shall reward thee openly.
American Standard Version (ASV)
that thine alms may be in secret: and thy Father who seeth in secret shall recompense thee.
Bible in Basic English (BBE)
So that your giving may be in secret; and your Father, who sees in secret, will give you your reward.
Darby English Bible (DBY)
so that thine alms may be in secret, and thy Father who sees in secret will render [it] to thee.
World English Bible (WEB)
so that your merciful deeds may be in secret, then your Father who sees in secret will reward you openly.
Young's Literal Translation (YLT)
that thy kindness may be in secret, and thy Father who is seeing in secret Himself shall reward thee manifestly.
| That | ὅπως | hopōs | OH-pose |
| thine | ᾖ | ē | ay |
| σου | sou | soo | |
| alms | ἡ | hē | ay |
| may be | ἐλεημοσύνη | eleēmosynē | ay-lay-ay-moh-SYOO-nay |
| in | ἐν | en | ane |
| τῷ | tō | toh | |
| secret: | κρυπτῷ· | kryptō | kryoo-PTOH |
| and | καὶ | kai | kay |
| thy | ὁ | ho | oh |
| πατήρ | patēr | pa-TARE | |
| Father | σου | sou | soo |
| which | ὁ | ho | oh |
| seeth | βλέπων | blepōn | VLAY-pone |
| in | ἐν | en | ane |
| τῷ | tō | toh | |
| secret | κρυπτῷ | kryptō | kryoo-PTOH |
| himself | αὑτὸς | hautos | af-TOSE |
| reward shall | ἀποδώσει | apodōsei | ah-poh-THOH-see |
| thee | σοι | soi | soo |
| ἐν | en | ane | |
| openly. | τῷ | tō | toh |
| φανερῷ | phanerō | fa-nay-ROH |
Cross Reference
ଯିରିମିୟ 17:10
ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।
ମାଥିଉଲିଖିତ ସୁସମାଚାର 6:18
ତା' ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ। ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନ ରେ କରାଯାଇଥିବା କାମଗୁଡିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
ମାଥିଉଲିଖିତ ସୁସମାଚାର 6:6
କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବାଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କ ଗୋପନ ରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନ ରେ କରୁଥିବା ତୁମ୍ଭ କାମଗୁଡିକ ଦେଖି ପାରନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।
ଗୀତସଂହିତା 44:21
ପ୍ରକୃତରେ ପରମେଶ୍ବର ସେ ସବୁ କଥା ଜାଣନ୍ତି। ସେ ମଧ୍ଯ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
ଯିରିମିୟ 23:24
ସଦାପ୍ରଭୁ କହନ୍ତି, କୌଣସି ବ୍ଯକ୍ତି ଆମ୍ଭଠାରୁ ନିଜକୁ ଗୋପନୀଯ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ବର୍ଗ ଓ ମର୍ତ୍ତ୍ଯ ସବୁଠା ରେ ବ୍ଯାପି ରହିଅଛୁ।
ଯିହୂଦାଙ୍କ ପତ୍ର 1:24
ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।
ଲୂକଲିଖିତ ସୁସମାଚାର 14:14
ଏ ଲୋକମାନଙ୍କର କିଛି ନଥିବାରୁ ସମାନେେ ତୁମ୍ଭକୁ ପ୍ରତିବଦଳ ରେ କିଛି ଦଇେ ପାରିବନୋହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହବେ। କିନ୍ତୁ ଯେତବେେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ଯରୁ ଜୀବୀତ ହବେେ, ସହେି ସମୟରେ ତୁମ୍ଭମାନେେ ତୁମ୍ଭର ପୁରସ୍କାର ପାଇବ।
ଲୂକଲିଖିତ ସୁସମାଚାର 8:17
ପ୍ରେତ୍ୟକକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହବେ ଓ ପ୍ରକାଶ୍ଯକୁ ଅଣାୟିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାୟିବ ନାହିଁ, ଜ୍ଞାତ ହବେ ନାହିଁ ଓ ପ୍ରକାଶ୍ଯକୁ ଅଣା ୟିବ ନାହିଁ।
ମାଥିଉଲିଖିତ ସୁସମାଚାର 25:34
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।
ମାଥିଉଲିଖିତ ସୁସମାଚାର 10:42
ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।
ଗୀତସଂହିତା 139:12
କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭପାଇଁ ଅନ୍ଧକାର ନୁହେଁ। ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ବଳ। ଅନ୍ଧକାର ଏବଂ ଉଜ୍ଜ୍ବଳ ହେଉଛି ତୁମ୍ଭ ପାଇଁ ସମାନ।
ଗୀତସଂହିତା 139:1
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।
ଗୀତସଂହିତା 17:3
ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ପ୍ରଥମ ଶାମୁୟେଲ 2:30
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।