Matthew 28:3 in Oriya

Oriya Oriya Bible Matthew Matthew 28 Matthew 28:3

Matthew 28:3
ସ୍ବର୍ଗଦୂତଙ୍କ ରୂପ ବିଜୁଳି ଭଳି ଝଲକୁଥିଲା ଓ ତାହାଙ୍କ ପୋଷାକ ହିମ ଭଳ ଧଳା ଥିଲା।

Matthew 28:2Matthew 28Matthew 28:4

Matthew 28:3 in Other Translations

King James Version (KJV)
His countenance was like lightning, and his raiment white as snow:

American Standard Version (ASV)
His appearance was as lightning, and his raiment white as snow:

Bible in Basic English (BBE)
His form was shining like the light, and his clothing was white as snow:

Darby English Bible (DBY)
And his look was as lightning, and his clothing white as snow.

World English Bible (WEB)
His appearance was like lightning, and his clothing white as snow.

Young's Literal Translation (YLT)
and his countenance was as lightning, and his clothing white as snow,


ἦνēnane
His
δὲdethay

ay
countenance
ἰδέαideaee-THAY-ah
was
αὐτοῦautouaf-TOO
like
ὡςhōsose
lightning,
ἀστραπὴastrapēah-stra-PAY
and
καὶkaikay
his
τὸtotoh

ἔνδυμαendymaANE-thyoo-ma
raiment
αὐτοῦautouaf-TOO
white
λευκὸνleukonlayf-KONE
as
ὡσεὶhōseioh-SEE
snow:
χιώνchiōnhee-ONE

Cross Reference

ମାର୍କଲିଖିତ ସୁସମାଚାର 9:3
ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହାଇଗେଲା। ତାହା ଏତେ ଉଜ୍ଜଳ ଓ ଧଳା ଥିଲା ଯେ ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:10
ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

ମାର୍କଲିଖିତ ସୁସମାଚାର 16:5
ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଯୋହନଲିଖିତ ସୁସମାଚାର 20:12
ସେ ଦୁଇ ଜଣ ସ୍ବର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠା ରେ ଥିଲା, ତାହା ପାଖ ରେ ବସିବାର ଦେଖିଲେ। ଜଣେ ସ୍ବର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗା ରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗା ରେ ବସିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:1
ତା'ପରେ ମୁଁ ସ୍ବର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସହେି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀ ରେ ପ୍ରକାଶିତ ହେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:1
ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:4
ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:14
ତାହାଙ୍କ ମୁଣ୍ଡ ଓ ବାଳ ଶୁଭ୍ର ପଶମ ଓ ହିମ ପରି ଶୁଭ୍ର ଥିଲା। ତାହାଙ୍କ ଆଖି ଅଗ୍ନିଶିଖା ପରି ଦଖାଯାେଉଥିଲା।

ମାଥିଉଲିଖିତ ସୁସମାଚାର 17:2
ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ଦାନିଏଲ 10:5
ସଠାେ ରେ ଛିଡା ହାଇେଥିଲା ବେଳେ ମୁଁ, ଶୁକ୍ଲ ବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟୀ ଦେଶ ରେ ଥିବା ଏକ ମନୁଷ୍ଯକୁ ଦେଖିଲି।

ଦାନିଏଲ 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ଯିହିଜିକଲ 1:4
ତାପ ରେ ଉତ୍ତର ଦିଗରୁ ଘୂର୍ଣ୍ଣିବାଯୁ ବୃହତ୍ ମେଘ ଓ ଜାଜ୍ବଲ୍ଯମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ ତଜେ ବାହାରୁଥିଲା ଓ ଏହାର ମଧ୍ଯଭାଗ ଏକ ଜ୍ବଳନ୍ତ ଧାତୁ ସଦୃଶ ଦଖାେ ଯାଉଥିଲା।

ଗୀତସଂହିତା 104:4
ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର।