Matthew 21:5
ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9
Matthew 21:5 in Other Translations
King James Version (KJV)
Tell ye the daughter of Sion, Behold, thy King cometh unto thee, meek, and sitting upon an ass, and a colt the foal of an ass.
American Standard Version (ASV)
Tell ye the daughter of Zion, Behold, thy King cometh unto thee, Meek, and riding upon an ass, And upon a colt the foal of an ass.
Bible in Basic English (BBE)
Say to the daughter of Zion, See, your King comes to you, gentle and seated on an ass, and on a young ass.
Darby English Bible (DBY)
Say to the daughter of Zion, Behold thy King cometh to thee, meek, and mounted upon an ass, and upon a colt the foal of an ass.
World English Bible (WEB)
"Tell the daughter of Zion, Behold, your King comes to you, Humble, and riding on a donkey, On a colt, the foal of a donkey."
Young's Literal Translation (YLT)
`Tell ye the daughter of Zion, Lo, thy king doth come to thee, meek, and mounted on an ass, and a colt, a foal of a beast of burden.'
| Tell ye | Εἴπατε | eipate | EE-pa-tay |
| the | τῇ | tē | tay |
| daughter | θυγατρὶ | thygatri | thyoo-ga-TREE |
| of Sion, | Σιών· | siōn | see-ONE |
| Behold, | Ἰδού, | idou | ee-THOO |
| thy | ὁ | ho | oh |
| βασιλεύς | basileus | va-see-LAYFS | |
| King | σου | sou | soo |
| cometh | ἔρχεταί | erchetai | ARE-hay-TAY |
| unto thee, | σοι | soi | soo |
| meek, | πραῢς | praus | pra-YOOS |
| and | καὶ | kai | kay |
| sitting | ἐπιβεβηκὼς | epibebēkōs | ay-pee-vay-vay-KOSE |
| upon | ἐπὶ | epi | ay-PEE |
| an ass, | ὄνον | onon | OH-none |
| and | καὶ | kai | kay |
| colt a | πῶλον | pōlon | POH-lone |
| the foal | υἱὸν | huion | yoo-ONE |
| of an ass. | ὑποζυγίου | hypozygiou | yoo-poh-zyoo-GEE-oo |
Cross Reference
ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।
ଯିଶାଇୟ 62:11
ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହ ଘାଷେଣା କରିଅଛନ୍ତି, ତୁମ୍ଭମାନେେ ସିୟୋନର କନ୍ଯାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି ; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗ ରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖ ରେ ଅଛି।
ମାଥିଉଲିଖିତ ସୁସମାଚାର 11:29
ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।
ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
ଯିଖରିୟ 6:12
ତା'ପ ରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'ଜଣେ ବ୍ଯକ୍ତି ଅଛନ୍ତି, ତାଙ୍କ ନାମ ଶାଖା, ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହବେେ ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
ସିଫନିୟ 3:14
ହେ ୟିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇଶ୍ରାୟେଲ ମଧ୍ଯ ଆନନ୍ଦ କରିବ। ୟିରୁଶାଲମ ମଧ୍ଯ ସୁଖୀ ହବେ।
ମୀଖା 5:10
ସଦାପ୍ରଭୁ କୁହନ୍ତି, ସେତବେେଳେ ଆମ୍ଭେ ତୁମ୍ଭର ଘୋଡାଗୁଡିକୁ ନଇୟିବୋ ଏବଂ ତୁମ୍ଭର ରଥଗୁଡିକୁ ଧ୍ବଂସ କରିବା।
ମୀଖା 5:2
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
ହୋଶେୟ 1:7
କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।
ମାଥିଉଲିଖିତ ସୁସମାଚାର 2:2
ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।
ମାଥିଉଲିଖିତ ସୁସମାଚାର 2:6
' ହେ ୟହୂଦା ପ୍ରଦେଶର ବେଥ୍ଲହମେ! ୟହୂଦାର ଶାସକମାନଙ୍କ ଭିତ ରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହବେ ଏବଂ ସହେି ଶାସକ ମାରେ ଲୋକମାନଙ୍କୁ ଇଶ୍ରାୟଲକୁ କଢାଇନବେେ।' ମିଖା5:2
ମାଥିଉଲିଖିତ ସୁସମାଚାର 12:19
ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।
ମାର୍କଲିଖିତ ସୁସମାଚାର 11:4
ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।
ଯୋହନଲିଖିତ ସୁସମାଚାର 1:49
ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।
ଯୋହନଲିଖିତ ସୁସମାଚାର 19:15
ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:1
ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:3
ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।
ଦାନିଏଲ 7:13
ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।
ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଯିହିଜିକଲ 37:24
'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
ଦିତୀୟ ବିବରଣ 17:16
କିନ୍ତୁ ସହେି ରାଜା ନିଜ ପାଇଁ ଅନକେ ଅଶ୍ବ ରଖିବ ନାହିଁ। କିଅବା ଅନକେ ଅଶ୍ବ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକକ୍ସ୍ଟ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, 'ଏହି ସମୟଠାରକ୍ସ୍ଟ ତୁମ୍ଭମାନେେ ଆଉ ଏ ପଥରେ ଫରେିବ ନାହିଁ।'
ବିଚାରକର୍ତାମାନଙ୍କ ବିବରଣ 5:10
ହେ ଶ୍ବତଗେର୍ଦ୍ଧଭୀ-ଆରୋହିମାନେ, ହେ ଗାଲିଗ୍ଭ ରେ ବସିବା ଲୋକମାନେ, ହେ ପଥର ରେ ଗମନକାରୀମାନେ! ତୁମ୍ଭମାନେେ ଗାନ କର।
ବିଚାରକର୍ତାମାନଙ୍କ ବିବରଣ 12:14
ଅବ୍ଦୋନ୍ଙ୍କର ଗ୍ଭଳିଶଟି ପକ୍ସ୍ଟତ୍ର ଓ ତିରିଶଟି ନାତି ଥିଲେ। ସମାନେେ ଶତକ୍ସ୍ଟରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇଶ୍ରାୟେଲ ଉପରେ ରାଜତ୍ବ କଲେ।
ଦିତୀୟ ଶାମୁୟେଲ 16:2
ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, ଏଗକ୍ସ୍ଟଡିକ କାହା ପାଇଁ?
ପ୍ରଥମ ରାଜାବଳୀ 1:33
ତା'ପରେ ରାଜା ସମାନଙ୍କେୁ କହିଲେ, ମାରେସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗ ରେ ନଇେ ଓ ମାରେ ପୁତ୍ର ଶଲୋମନକୁ ମାେ ନିଜ ଖଚର ରେ ବସାଇ ଗୀହୋନ ଝରଣା ନିକଟକୁ ଆଣ।
ପ୍ରଥମ ରାଜାବଳୀ 10:26
ଏହିପରି ରାଜା ଶଲୋମନଙ୍କର ବହୁତଗୁଡିଏ ରଥ ଓ ଅଶ୍ବାରୋହୀ ହାଇଗେଲେ। ତାଙ୍କର 1,400 ରଥ ଓ 12,000 ଅଶ୍ବାରୋହୀ ଥିଲେ। ସେ ତାଙ୍କର ରଥଗୁଡିକ ପାଇଁ ସ୍ବତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ୟିରୁଶାଲମ ନଗର ରେ ରଖିଲେ।
ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।
ଗୀତସଂହିତା 9:14
ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।
ଗୀତସଂହିତା 45:1
ସୁନ୍ଦର ଭାବନାସବୁ ମାରେ ମନକୁ ଭରିଦିଏ, ୟବେେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କ ହେ। ଏହି ଶବ୍ଦଗୁଡ଼ିକ ମାେ ଜିହ୍ବାରେ ପ୍ରବାହିତ ହାଇେଥାଏ। ନିପୂଣ ଲେଖକର କଲମରୁ ଆସିଲା ପରି।
ଗୀତସଂହିତା 72:1
ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।
ଗୀତସଂହିତା 110:1
ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଯିଶାଇୟ 12:6
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ଯିଶାଇୟ 40:9
ହେ ଲୋକମାନେ, ସିଯୋନ ରେ ସୁସମାଚାର ପ୍ରଚାର କର, ଉଚ୍ଚ ପର୍ବତକୁ ୟାଅ। ଉଚ୍ଚ ସ୍ବର ରେ କୁହ, ହେ ଲୋକମାନେ ୟିରୁଶାଲମ ନିକଟରେ ସୁସମାଚାର ପ୍ରଚାର କର। ଜାରେ ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, ଦେଖ, ଏହିଠା ରେ ତୁମ୍ଭର ପରମେଶ୍ବର।
ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
ଯିହିଜିକଲ 34:24
ମୁଁ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହବେି ଓ ମାରେ ଦାସ ଦାଉଦ ସମାନଙ୍କେ ମଧିଅରେ ପ୍ରଭୁ ହବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
ଗଣନା ପୁସ୍ତକ 24:19
ୟାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ। ସେ ସହେି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।