Matthew 10:36
ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’
Matthew 10:36 in Other Translations
King James Version (KJV)
And a man's foes shall be they of his own household.
American Standard Version (ASV)
and a man's foes `shall be' they of his own household.
Bible in Basic English (BBE)
And a man will be hated by those of his house.
Darby English Bible (DBY)
and they of his household [shall be] a man's enemies.
World English Bible (WEB)
A man's foes will be those of his own household.
Young's Literal Translation (YLT)
and the enemies of a man are those of his household.
| And | καὶ | kai | kay |
| ἐχθροὶ | echthroi | ake-THROO | |
| a man's | τοῦ | tou | too |
| foes | ἀνθρώπου | anthrōpou | an-THROH-poo |
be shall | οἱ | hoi | oo |
| they of his own | οἰκιακοὶ | oikiakoi | oo-kee-ah-KOO |
| household. | αὐτοῦ | autou | af-TOO |
Cross Reference
ମୀଖା 7:6
ତୁମ୍ଭ ନିଜ ପରିବାରର ଲୋକେ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ ରେ ୟିବ ଓ ବୋହୂ ଶାଶୁର ବିରୁଦ୍ଧ ରେ କାର୍ୟ୍ଯ କରିବ।
ଗୀତସଂହିତା 55:13
କିନ୍ତୁ ତୁମ୍ଭେ ମାରେ ସହୟୋଗୀ, ସହପାଠୀ ଓ ସାଂଗମାନେ, ୟିଏ ଏହା କରନ୍ତି।
ଯିରିମିୟ 20:10
ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।
ଯିରିମିୟ 12:6
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।
ଗୀତସଂହିତା 41:9
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।
ଆୟୁବ ପୁସ୍ତକ 19:13
ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।
ଦିତୀୟ ଶାମୁୟେଲ 16:11
ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।
ପ୍ରଥମ ଶାମୁୟେଲ 17:28
ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।
ଆଦି ପୁସ୍ତକ 37:17
ଏହାପରେ ସହେି ଲୋକଟି କହିଲା. ସମାନେେ ଏଠାରୁ ଚାଲି ଗଲଣେି। ସମାନେେ କହୁଥିବାର ମୁଁ ଶୁଣିଛି, ଆସ ଦୋଥାନକୁ ୟିବା। ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନ ରେ ୟାଇ ସମାନଙ୍କେୁ ସାକ୍ଷାତ କଲେ।
ଆଦି ପୁସ୍ତକ 4:8
କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।
ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।
ଯୋହନଲିଖିତ ସୁସମାଚାର 13:8
ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।