Luke 24:6
ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି?
Luke 24:6 in Other Translations
King James Version (KJV)
He is not here, but is risen: remember how he spake unto you when he was yet in Galilee,
American Standard Version (ASV)
He is not here, but is risen: remember how he spake unto you when he was yet in Galilee,
Bible in Basic English (BBE)
He is not here, he has come back to life: have in mind what he said to you when he was still in Galilee, saying,
Darby English Bible (DBY)
He is not here, but is risen: remember how he spoke to you, being yet in Galilee,
World English Bible (WEB)
He isn't here, but is risen. Remember what he told you when he was still in Galilee,
Young's Literal Translation (YLT)
he is not here, but was raised; remember how he spake to you, being yet in Galilee,
| He is | οὐκ | ouk | ook |
| not | ἔστιν | estin | A-steen |
| here, | ὧδε | hōde | OH-thay |
| but | ἀλλ' | all | al |
| risen: is | ἠγέρθη | ēgerthē | ay-GARE-thay |
| remember | μνήσθητε | mnēsthēte | m-NAY-sthay-tay |
| how | ὡς | hōs | ose |
| spake he | ἐλάλησεν | elalēsen | ay-LA-lay-sane |
| unto you | ὑμῖν | hymin | yoo-MEEN |
| was he when | ἔτι | eti | A-tee |
| yet | ὢν | ōn | one |
| in | ἐν | en | ane |
| τῇ | tē | tay | |
| Galilee, | Γαλιλαίᾳ | galilaia | ga-lee-LAY-ah |
Cross Reference
ଲୂକଲିଖିତ ସୁସମାଚାର 9:22
ଏ କଥା ସତ୍ଯ ଯେ ମନୁଷ୍ଯପୁତ୍ର ଅନକେ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ବୀକାର କରିବେ। ମନୁଷ୍ଯ ପୁତ୍ରଙ୍କୁ ମାରି ଦବେେ। କିନ୍ତୁ ତିନିଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁଥିତ ହବେେ।
ମାଥିଉଲିଖିତ ସୁସମାଚାର 17:22
ତା'ପରେ ଗାଲୀଲୀ ରେ ଶିଷ୍ଯମାନେ ଏକାଠି ହବୋପରେ ଯୀଶୁ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନେ ହିଁ ଧରିନବେେ।
ଲୂକଲିଖିତ ସୁସମାଚାର 24:44
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
ଲୂକଲିଖିତ ସୁସମାଚାର 18:31
ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।
ଲୂକଲିଖିତ ସୁସମାଚାର 9:44
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ଯପୁତ୍ରଙ୍କୁ କେତଜେଣ ମନୁଷ୍ଯମାନଙ୍କ ହାତ ରେ ଧ ରଇେ ଦବେେ।
ମାର୍କଲିଖିତ ସୁସମାଚାର 10:33
ଯୀଶୁ କହିଲେ, ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ ଏବଂ ସମାନେେ ତାହାଙ୍କୁ ମୃତ୍ଯୁ ଦଣ୍ଡଦବୋ ପାଇଁ ଅଣଯୀହୂଦୀମାନଙ୍କୁ ସମର୍ପି ଦବେେ।
ମାର୍କଲିଖିତ ସୁସମାଚାର 9:30
ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସେ ସ୍ଥାନ ଛାଡି ଚାଲିଗଲେ। ସମାନେେ ଗାଲିଲୀ ଦଇେ ଯାଉଥିଲେ। ସମାନେେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଚାହୁଁ ନଥିଲେ।
ମାର୍କଲିଖିତ ସୁସମାଚାର 9:9
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲଇେ ଆସୁଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଜ୍ଞା ଦେଲେ। ଯେ ସମାନେେ ପର୍ବତ ଉପରେ ଯାହା ସବୁ ଦେଖିଲେ ତାହା କାହାରି ଆଗ ରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନରୁତ୍ଥିତ ନ ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବେ। ତା ପରେ ସମାନେେ ଲୋକଙ୍କ ଆଗ ରେ ତାହା ପ୍ରକାଶ କରି ପାରିବେ।
ମାର୍କଲିଖିତ ସୁସମାଚାର 8:31
ତା'ପରେ ସେ ସମାନଙ୍କେୁ ଶିକ୍ଷା ଦବୋକୁ ଆରମ୍ଭ କଲେ, ମନଷ୍ଯପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହବେ। ପ୍ରାଚୀନ ଓ ୟିହୁଦୀ ନେତା, ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ବୀକାର କରିବେ ନାହିଁ। ନିଶ୍ଚିତ ରୁପରେ ତାହାଙ୍କୁ ମାରି ଦିଆୟିବ ଓ ସେ ମୃତ୍ଯର ତୃତୀୟ ଦିନ ପୁଣି ମୃତ୍ଯରୁ ପୁନରୁତ୍ଥାନ ହବେେ।
ମାଥିଉଲିଖିତ ସୁସମାଚାର 28:6
କିନ୍ତୁ ଯୀଶୁ ଏଠା ରେ ନାହାଁନ୍ତି। ସେ ତାହାଙ୍କୁ କଥା ଅନୁସାରେ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ତାହାଙ୍କ ଶବ ଯେଉଁ ସ୍ଥାନ ରେ ରଖା ଯାଇଥିଲା, ସେ ସ୍ଥାନ ତୁମ୍ଭେ ଆସି ଦେଖ।
ମାଥିଉଲିଖିତ ସୁସମାଚାର 27:63
ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'
ମାଥିଉଲିଖିତ ସୁସମାଚାର 20:18
ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ସଠାେରେ ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ। ସମାନେେ ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋକୁ କହିବେ।
ମାଥିଉଲିଖିତ ସୁସମାଚାର 16:21
ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।
ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।