Luke 11:30 in Oriya

Oriya Oriya Bible Luke Luke 11 Luke 11:30

Luke 11:30
ୟୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ବରୂପ ହେଲେ, ସହେିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ଯପୁତ୍ର ମଧ୍ଯ ଚିହ୍ନ ସ୍ବରୂପ ହବେେ।

Luke 11:29Luke 11Luke 11:31

Luke 11:30 in Other Translations

King James Version (KJV)
For as Jonas was a sign unto the Ninevites, so shall also the Son of man be to this generation.

American Standard Version (ASV)
For even as Jonah became a sign unto the Ninevites, so shall also the Son of man be to this generation.

Bible in Basic English (BBE)
For even as Jonah became a sign to the Ninevites, so will the Son of man be to this generation.

Darby English Bible (DBY)
For as Jonas was a sign to the Ninevites, thus shall also the Son of man be to this generation.

World English Bible (WEB)
For even as Jonah became a sign to the Ninevites, so will also the Son of Man be to this generation.

Young's Literal Translation (YLT)
for as Jonah became a sign to the Ninevites, so also shall the Son of Man be to this generation.

For
καθὼςkathōska-THOSE
as
γὰρgargahr
Jonas
ἐγένετοegenetoay-GAY-nay-toh
was
Ἰωνᾶςiōnasee-oh-NAHS
sign
a
σημεῖονsēmeionsay-MEE-one
unto
the
τοῖςtoistoos
Ninevites,
Νινευίταιςnineuitaisnee-nave-EE-tase
so
οὕτωςhoutōsOO-tose
also
shall
ἔσταιestaiA-stay
the
καὶkaikay
Son
hooh
of

υἱὸςhuiosyoo-OSE
man
τοῦtoutoo
be
ἀνθρώπουanthrōpouan-THROH-poo
to
this
τῇtay

γενεᾷgeneagay-nay-AH
generation.
ταύτῃtautēTAF-tay

Cross Reference

ଯୂନସ 1:17
ଯେତବେେଳେ ୟୂନସ ସମୁଦ୍ର ରେ ପଡିଲା, ସେତବେେଳେ ସଦାପ୍ରଭୁ ଏକ ବିରାଟ ମାଛ ୟୂନସକୁ ଗିଲିବାକୁ ପଠାଇଲେ। ୟୂନସ ସହେି ମାଛ ଗର୍ଭ ରେ ତିନିଦିନ ଓ ତିନିରାତି ରହିଲା।

ଯୂନସ 2:10
ତା'ପ ରେ ସଦାପ୍ରଭୁ ସେ ମାଛକୁ କହିଲେ ଏବଂ ମାଛଟି ବାନ୍ତି କଲା ଏବଂ ୟୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିରେ ପଡିଲା।

ଯୂନସ 3:2
ପ୍ରଭୁ କହିଲେ, ବୃହତ୍ ନଗର ନୀନିବୀକୁ ୟାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧିଅରେ ପ୍ରଗ୍ଭର କର।

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ଲୂକଲିଖିତ ସୁସମାଚାର 24:46
ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।