Leviticus 18:4
ତୁମ୍ଭମାନେେ ଆମ୍ଭର ବିଧି ଓ ବ୍ଯବସ୍ଥା ପାଳନ କରିବ ଓ ତଦନୁସା ରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
Leviticus 18:4 in Other Translations
King James Version (KJV)
Ye shall do my judgments, and keep mine ordinances, to walk therein: I am the LORD your God.
American Standard Version (ASV)
Mine ordinances shall ye do, and my statutes shall ye keep, to walk therein: I am Jehovah your God.
Bible in Basic English (BBE)
But you are to be guided by my decisions and keep my rules, and be guided by them: I am the Lord your God.
Darby English Bible (DBY)
Mine ordinances shall ye do and my statutes shall ye observe to walk therein: I am Jehovah your God.
Webster's Bible (WBT)
Ye shall perform my judgments, and keep my ordinances, to walk in them; I am the LORD your God.
World English Bible (WEB)
You shall do my ordinances, and you shall keep my statutes, and walk in them: I am Yahweh your God.
Young's Literal Translation (YLT)
`My judgments ye do, and My statutes ye keep, to walk in them; I `am' Jehovah your God;
| Ye shall do | אֶת | ʾet | et |
| מִשְׁפָּטַ֧י | mišpāṭay | meesh-pa-TAI | |
| my judgments, | תַּֽעֲשׂ֛וּ | taʿăśû | ta-uh-SOO |
| and keep | וְאֶת | wĕʾet | veh-ET |
| ordinances, mine | חֻקֹּתַ֥י | ḥuqqōtay | hoo-koh-TAI |
| to walk | תִּשְׁמְר֖וּ | tišmĕrû | teesh-meh-ROO |
| therein: I | לָלֶ֣כֶת | lāleket | la-LEH-het |
| Lord the am | בָּהֶ֑ם | bāhem | ba-HEM |
| your God. | אֲנִ֖י | ʾănî | uh-NEE |
| יְהוָ֥ה | yĕhwâ | yeh-VA | |
| אֱלֹֽהֵיכֶֽם׃ | ʾĕlōhêkem | ay-LOH-hay-HEM |
Cross Reference
ଯିହିଜିକଲ 20:19
ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ ; ମାରେ ବିଧି ରୂପ ପଥରେ ଚାଲ ଓ ମାରେ ବିଧି ସକଳ ରକ୍ଷା କରି ପାଳନ କର।
ଦିତୀୟ ବିବରଣ 6:1
ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।
ଲେବୀୟ ପୁସ୍ତକ 20:22
ଏଣୁ ତୁମ୍ଭମାନେେ ଆମ୍ଭର ସମସ୍ତ ବ୍ଯବସ୍ଥା ଓ ବିଧି ମାନ୍ଯ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶ ରେ ବାସ କରିବାକୁ ତୁମ୍ଭମାନଙ୍କୁ ନଇେ ଯାଉଅଛୁ, ସହେି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।
ଲେବୀୟ ପୁସ୍ତକ 19:37
ଏଣୁ ତୁମ୍ଭମାନେେ ମାରେ ସମସ୍ତ ବ୍ଯବସ୍ଥା ଓ ସମସ୍ତ ବିଧି ମାନ୍ଯକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।
ଲେବୀୟ ପୁସ୍ତକ 18:26
ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ବିଧି ପାଳନ କରିବ। ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ ଏହି ସକଳ ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବ ନାହିଁ।
ଲେବୀୟ ପୁସ୍ତକ 18:2
ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଯୋହନଲିଖିତ ସୁସମାଚାର 15:14
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।
ଲୂକଲିଖିତ ସୁସମାଚାର 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
ଯିହିଜିକଲ 37:24
'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
ଯିହିଜିକଲ 36:27
ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
ଗୀତସଂହିତା 119:4
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
ଗୀତସଂହିତା 105:45
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
ଦିତୀୟ ବିବରଣ 4:1
ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।