Joshua 3:11
ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନକକ୍ସ୍ଟ ପାର ହାଇେ ତୁମ୍ଭମାନଙ୍କ ଆଗ ରେ ଯାଉଅଛି, ଯେ ହତେକ୍ସ୍ଟ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହେଉଅଛ।
Joshua 3:11 in Other Translations
King James Version (KJV)
Behold, the ark of the covenant of the LORD of all the earth passeth over before you into Jordan.
American Standard Version (ASV)
Behold, the ark of the covenant of the Lord of all the earth passeth over before you into the Jordan.
Bible in Basic English (BBE)
See, the ark of the agreement of the Lord of all the earth is going over before you into Jordan.
Darby English Bible (DBY)
Behold, the ark of the covenant of the Lord of all the earth is going over before you into the Jordan.
Webster's Bible (WBT)
Behold, the ark of the covenant of the Lord of all the earth passeth over before you into Jordan.
World English Bible (WEB)
Behold, the ark of the covenant of the Lord of all the earth passes over before you into the Jordan.
Young's Literal Translation (YLT)
lo, the ark of the covenant of the Lord of all the earth is passing over before you into Jordan;
| Behold, | הִנֵּה֙ | hinnēh | hee-NAY |
| the ark | אֲר֣וֹן | ʾărôn | uh-RONE |
| covenant the of | הַבְּרִ֔ית | habbĕrît | ha-beh-REET |
| of the Lord | אֲד֖וֹן | ʾădôn | uh-DONE |
| all of | כָּל | kāl | kahl |
| the earth | הָאָ֑רֶץ | hāʾāreṣ | ha-AH-rets |
| passeth over | עֹבֵ֥ר | ʿōbēr | oh-VARE |
| before | לִפְנֵיכֶ֖ם | lipnêkem | leef-nay-HEM |
| you into Jordan. | בַּיַּרְדֵּֽן׃ | bayyardēn | ba-yahr-DANE |
Cross Reference
ଯିଖରିୟ 6:5
ସହେି ସ୍ବର୍ଗଦୂତ ଉତ୍ତର ଦେଲେ, ଏଗୁଡିକ ସ୍ବର୍ଗର ଗ୍ଭରି ବାଯୁ। ସମାନେେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ୟାଆନ୍ତି।
ଯିଖରିୟ 4:14
ତେଣୁ ସେ ଉତ୍ତର ଦେଲେ, ଏହି ଅଭିଷିକ୍ତ ଦୁଇଜଣ ୟିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।
ମୀଖା 4:13
ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।
ଗୀତସଂହିତା 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ଯିହୋଶୂୟ 3:13
ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।
ଯିଖରିୟ 14:9
ସହେିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ ରେ ରାଜା ହବେେ। କବଳେ ସଠାେ ରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।
ସିଫନିୟ 2:11
ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।
ଯିରିମିୟ 10:7
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
ଯିଶାଇୟ 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
ଯିଶାଇୟ 3:12
ବାଳକମାନେ ମାରେ ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମାରେ ଲୋକମାନଙ୍କୁ ଶାସନ କରିବେ। ହେ ମାରେ ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସମାନେେ ତୁମ୍ଭମାନଙ୍କୁ ନ୍ଯାଯପଥରୁ ଦୂ ରଇେ ନିଅନ୍ତି।
ଆୟୁବ ପୁସ୍ତକ 41:11
କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
ଯିହୋଶୂୟ 3:3
ନତେୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେ ତବେଳେ ଲବେୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ନିଯମ ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଯିବେ, ତୁମ୍ଭମାନେେ ସମସ୍ତେ ସମାନଙ୍କେୁ ଅନକ୍ସ୍ଟସରଣ କରିବା ଉଚିତ୍।