Joshua 12:22
କେଦଶର ରାଜା 1, କର୍ମିଲସ୍ଥ ଯଗ୍ନିଯାମର ରାଜା 1
Joshua 12:22 in Other Translations
King James Version (KJV)
The king of Kedesh, one; the king of Jokneam of Carmel, one;
American Standard Version (ASV)
the king of Kedesh, one; the king of Jokneam in Carmel, one;
Bible in Basic English (BBE)
The king of Kedesh, one; the king of Jokneam in Carmel, one;
Darby English Bible (DBY)
the king of Kedesh, one; the king of Jokneam on Carmel, one;
Webster's Bible (WBT)
The king of Kedesh, one; the king of Jokneam of Carmel, one;
World English Bible (WEB)
the king of Kedesh, one; the king of Jokneam in Carmel, one;
Young's Literal Translation (YLT)
The king of Kedesh, one; The king of Jokneam of Carmel, one;
| The king | מֶ֤לֶךְ | melek | MEH-lek |
| of Kedesh, | קֶ֙דֶשׁ֙ | qedeš | KEH-DESH |
| one; | אֶחָ֔ד | ʾeḥād | eh-HAHD |
| king the | מֶֽלֶךְ | melek | MEH-lek |
| of Jokneam | יָקְנֳעָ֥ם | yoqnŏʿām | yoke-noh-AM |
| of Carmel, | לַכַּרְמֶ֖ל | lakkarmel | la-kahr-MEL |
| one; | אֶחָֽד׃ | ʾeḥād | eh-HAHD |
Cross Reference
ଯିହୋଶୂୟ 19:37
କଦେଶ, ଇଦ୍ରିଯୀ ଓ ଐନ ହାତସୋର,
ଯିହୋଶୂୟ 21:32
ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।
ଯିହୋଶୂୟ 15:23
କଦେଶ୍, ହାତ୍ସୋର, ୟିତ୍ନନ୍,
ଯିହୋଶୂୟ 15:55
ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆଗଲା। ସଗେକ୍ସ୍ଟଡିକ ହେଲା, ମାଯୋନ୍ କର୍ମିଲ୍, ସୀପ୍, ୟକ୍ସ୍ଟଟା,
ଯିହୋଶୂୟ 19:11
ଏହିପରି ଭାବରେ ସମାନଙ୍କେର ସୀମା ପଶ୍ଚିମ ରେ ମରିଯଲା ଦିଗ ରେ ଉଠି ଦବେଶତ୍ ପର୍ୟ୍ଯନ୍ତ ୟାଇ ୟଗ୍ନିଯାମର ସମ୍ମକ୍ସ୍ଟଖସ୍ଥ ନଦୀ ପର୍ୟ୍ଯନ୍ତ ଥିଲା।
ଯିହୋଶୂୟ 20:7
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।
ପ୍ରଥମ ଶାମୁୟେଲ 25:2
ମାଯୋନ ରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ତା ଏବଂ 1,000 ଛଳେି ଥିଲା। ସେ ଲୋକ ଜଣକ କର୍ମୀଲକକ୍ସ୍ଟ ମେଣ୍ତାମାନଙ୍କର ଲୋମ କାଟିବାକକ୍ସ୍ଟ ୟାଇଥିଲା।
ଯିଶାଇୟ 35:2
ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।