Job 9:10
ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।
Job 9:10 in Other Translations
King James Version (KJV)
Which doeth great things past finding out; yea, and wonders without number.
American Standard Version (ASV)
That doeth great things past finding out, Yea, marvellous things without number.
Bible in Basic English (BBE)
Who does great things not to be searched out; yes, wonders without number.
Darby English Bible (DBY)
Who doeth great things past finding out, and wonders without number.
Webster's Bible (WBT)
Who doeth great things past finding out; yes, and wonders without number.
World English Bible (WEB)
Who does great things past finding out, Yes, marvelous things without number.
Young's Literal Translation (YLT)
Doing great things till there is no searching, And wonderful, till there is no numbering.
| Which doeth | עֹשֶׂ֣ה | ʿōśe | oh-SEH |
| great things | גְ֭דֹלוֹת | gĕdōlôt | ɡEH-doh-lote |
| past | עַד | ʿad | ad |
| אֵ֣ין | ʾên | ane | |
| out; finding | חֵ֑קֶר | ḥēqer | HAY-ker |
| yea, and wonders | וְנִפְלָא֗וֹת | wĕniplāʾôt | veh-neef-la-OTE |
| without | עַד | ʿad | ad |
| אֵ֥ין | ʾên | ane | |
| number. | מִסְפָּֽר׃ | mispār | mees-PAHR |
Cross Reference
ଆୟୁବ ପୁସ୍ତକ 5:9
ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
ଗୀତସଂହିତା 72:18
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।
ଗୀତସଂହିତା 71:15
ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:20
ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:33
ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।
ଦାନିଏଲ 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
ଯିଶାଇୟ 40:26
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'
ଉପଦେଶକ 3:11
ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
ଗୀତସଂହିତା 136:4
ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଆୟୁବ ପୁସ୍ତକ 37:23
ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
ଆୟୁବ ପୁସ୍ତକ 26:12
ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି।
ଯାତ୍ରା ପୁସ୍ତକ 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!