Jeremiah 3:7
ସେ ଏହିସବୁ ଅପକର୍ମ କଲାପ ରେ ମୁଁ ଇଶ୍ରାୟେଲକୁ କହିଲି, 'ତୁମ୍ଭେ ମାେ ନିକଟକୁ ଫରେି ଆସିବା ଉଚିତ୍? ମାତ୍ର ସେ ଫରେି ଆସିଲା ନାହିଁ ଆଉ ତାହାର ବିଶ୍ବାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା।
Jeremiah 3:7 in Other Translations
King James Version (KJV)
And I said after she had done all these things, Turn thou unto me. But she returned not. And her treacherous sister Judah saw it.
American Standard Version (ASV)
And I said after she had done all these things, She will return unto me; but she returned not: and her treacherous sister Judah saw it.
Bible in Basic English (BBE)
And I said, After she has done all these things she will come back to me; but she did not. And her false sister Judah saw it.
Darby English Bible (DBY)
And I said, After she hath done all these [things], she will return unto me; but she returned not. And her sister Judah, the treacherous, saw [it].
World English Bible (WEB)
I said after she had done all these things, She will return to me; but she didn't return: and her treacherous sister Judah saw it.
Young's Literal Translation (YLT)
And I say, after her doing all these, Unto Me thou dost turn back, and she hath not turned back, and see `it' doth her treacherous sister Judah.
| And I said | וָאֹמַ֗ר | wāʾōmar | va-oh-MAHR |
| after | אַחֲרֵ֨י | ʾaḥărê | ah-huh-RAY |
| done had she | עֲשׂוֹתָ֧הּ | ʿăśôtāh | uh-soh-TA |
| אֶת | ʾet | et | |
| all | כָּל | kāl | kahl |
| these | אֵ֛לֶּה | ʾēlle | A-leh |
| things, Turn | אֵלַ֥י | ʾēlay | ay-LAI |
| unto thou | תָּשׁ֖וּב | tāšûb | ta-SHOOV |
| me. But she returned | וְלֹא | wĕlōʾ | veh-LOH |
| not. | שָׁ֑בָה | šābâ | SHA-va |
| treacherous her And | וַתֵּ֛רֶאה | wattēreʾ | va-TAY-reh |
| sister | בָּגוֹדָ֥ה | bāgôdâ | ba-ɡoh-DA |
| Judah | אֲחוֹתָ֖הּ | ʾăḥôtāh | uh-hoh-TA |
| saw | יְהוּדָֽה׃ | yĕhûdâ | yeh-hoo-DA |
Cross Reference
ଯିହିଜିକଲ 16:46
ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।
ଦିତୀୟ ରାଜାବଳୀ 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।
ଦିତୀୟ ବଂଶାବଳୀ 30:6
ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନଇେ ଇଶ୍ରାୟେଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସହେି ପତ୍ର ରେ ଏହିପରି ଲଖାେଥିଲା।
ଯିରିମିୟ 3:8
ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।
ଯିହିଜିକଲ 23:2
ହେ ମନୁଷ୍ଯ ପୁତ୍ର, ସଠାେ ରେ ଏକ ମାତାର କନ୍ଯା ଦୁଇ ଭଉଣୀ ଥିଲେ।
ହୋଶେୟ 6:1
ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।
ହୋଶେୟ 14:1
ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।