Jeremiah 3:25 in Oriya

Oriya Oriya Bible Jeremiah Jeremiah 3 Jeremiah 3:25

Jeremiah 3:25
ଆମ୍ଭମାନେେ ନିଜ ଲଜ୍ଜ୍ଯା ରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭମାନେେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ଯକାଳରୁ ଅଦ୍ଯାବଧି ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବାକ୍ଯକୁ ଅବମାନନା କରିଅଛୁ।

Jeremiah 3:24Jeremiah 3

Jeremiah 3:25 in Other Translations

King James Version (KJV)
We lie down in our shame, and our confusion covereth us: for we have sinned against the LORD our God, we and our fathers, from our youth even unto this day, and have not obeyed the voice of the LORD our God.

American Standard Version (ASV)
Let us lie down in our shame, and let our confusion cover us; for we have sinned against Jehovah our God, we and our fathers, from our youth even unto this day; and we have not obeyed the voice of Jehovah our God.

Bible in Basic English (BBE)
Let us be stretched on the earth in our downfall, covering ourselves with our shame: for we have been sinners against the Lord our God, we and our fathers, from our earliest years even till this day: and we have not given ear to the voice of the Lord our God.

Darby English Bible (DBY)
We lie down in our shame, and our confusion covereth us; for we have sinned against Jehovah our God, we and our fathers, from our youth even unto this day, and have not hearkened to the voice of Jehovah our God.

World English Bible (WEB)
Let us lie down in our shame, and let our confusion cover us; for we have sinned against Yahweh our God, we and our fathers, from our youth even to this day; and we have not obeyed the voice of Yahweh our God.

Young's Literal Translation (YLT)
We have lain down in our shame, and cover us doth our confusion, For against Jehovah our God we have sinned, We, and our fathers, from our youth even unto this day, Nor have we hearkened to the voice of Jehovah our God!

We
lie
down
נִשְׁכְּבָ֣הniškĕbâneesh-keh-VA
shame,
our
in
בְּבָשְׁתֵּ֗נוּbĕboštēnûbeh-vohsh-TAY-noo
and
our
confusion
וּֽתְכַסֵּנוּ֮ûtĕkassēnûoo-teh-ha-say-NOO
covereth
כְּלִמָּתֵנוּ֒kĕlimmātēnûkeh-lee-ma-tay-NOO
for
us:
כִּי֩kiykee
we
have
sinned
לַיהוָ֨הlayhwâlai-VA
Lord
the
against
אֱלֹהֵ֜ינוּʾĕlōhênûay-loh-HAY-noo
our
God,
חָטָ֗אנוּḥāṭāʾnûha-TA-noo
we
אֲנַ֙חְנוּ֙ʾănaḥnûuh-NAHK-NOO
fathers,
our
and
וַאֲבוֹתֵ֔ינוּwaʾăbôtênûva-uh-voh-TAY-noo
from
our
youth
מִנְּעוּרֵ֖ינוּminnĕʿûrênûmee-neh-oo-RAY-noo
even
unto
וְעַדwĕʿadveh-AD
this
הַיּ֣וֹםhayyômHA-yome
day,
הַזֶּ֑הhazzeha-ZEH
not
have
and
וְלֹ֣אwĕlōʾveh-LOH
obeyed
שָׁמַ֔עְנוּšāmaʿnûsha-MA-noo
the
voice
בְּק֖וֹלbĕqôlbeh-KOLE
of
the
Lord
יְהוָֹ֥הyĕhôâyeh-hoh-AH
our
God.
אֱלֹהֵֽינוּ׃ʾĕlōhênûay-loh-HAY-noo

Cross Reference

ଯିରିମିୟ 22:21
ଆମ୍ଭେ ତୁମ୍ଭର ସୌଭାଗ୍ଯ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ଯ ପ୍ରତି ତୁମ୍ଭେ ବାଲ୍ଯାବସ୍ଥାରୁ ଅବଧାନ କରି ନାହଁ।

ଯିରିମିୟ 2:26
ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।

ଯିରିମିୟ 6:26
ହେ ମାରେ ଲୋକମାନେ, ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କର, ଭସ୍ମ ରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ଯୁ ରେ ଶୋକ କଲାପରି ଶୋକ କର। ଅତିଶଯ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ ଆକ୍ରମଣ କରିବ।

ଯିରିମିୟଙ୍କ ବିଳାପ 5:7
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।

ଯିରିମିୟଙ୍କ ବିଳାପ 5:16
ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।

ଯିହିଜିକଲ 7:18
ଏବଂ ସମାନେେ ଚଟବସ୍ତ୍ର ପରିଧାନ କରିବେ। ସମାନେେ ଭୟ ରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜା ରେ ଆଚ୍ଛାଦିତ ହବେ ଓ ଦୁଃଖର ଚିହ୍ନ ସ୍ବରୂପ ସମାନେେ ସମାନଙ୍କେର ମସ୍ତକ ଲଣ୍ଡିତ କରିବେ।

ଯିହିଜିକଲ 36:32
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାେଶ ଏହା କରୁ ନାହୁଁ। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।

ଦାନିଏଲ 9:6
ତୁମ୍ଭର ଭବିଷ୍ଯଦ୍ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରିନାହୁଁ। ସମାନେେ ଆମ୍ଭର ରାଜାମାନଙ୍କୁ ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇଶ୍ରାୟେଲକୁ ତୁମ୍ଭର ନାମ ରେ କହିଥିଲେ।

ଦାନିଏଲ 12:2
ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।

ଯିରିମିୟ 2:19
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।

ଯିରିମିୟ 2:17
ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ବର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନବୋ ବେଳେ ତୁମ୍ଭେ ତାହାଙ୍କୁ ପରିତ୍ଯାଗ କରିଅଛ।

ବିଚାରକର୍ତାମାନଙ୍କ ବିବରଣ 2:2
କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍‌ଣପାତ କଲନାହିଁ।

ଏଜ୍ରା 9:6
ହେ ମାରେ ପରମେଶ୍ବର,

ନିହିମିୟା 9:32
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।

ଗୀତସଂହିତା 106:7
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ୟ୍ଯ କ୍ରିଯାମାନ ଦଖାଇେଥିଲା ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାଁନ୍ତି। ତୁମ୍ଭର ବହୁତ ଦୟାର କାମକୁ ସମାନେେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।

ଗୀତସଂହିତା 109:29
ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।

ହିତୋପଦେଶ 5:13
ମୁଁ କାହିଁକି ମାରେ ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହବୋକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି।

ଯିଶାଇୟ 48:8
ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ ; ତୁମ୍ଭେ ଜାଣିଲ ନାହିଁ ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥଲା ; କାରଣ ତୁମ୍ଭେ ଅତି ବିଶ୍ବାସଘାତ କରିଥିଲ ; ଜନ୍ମରୁ ତୁମ୍ଭେ ଅଧର୍ମାଚାରୀ ବୋଲି ଖ୍ଯାତ ହାଇେଥିଲ ; ଆମ୍ଭେ ଜାଣିଲୁ।

ଯିଶାଇୟ 50:11
ଦେଖ, ତୁମ୍ଭମାନେେ ନିଜ ନିଜ ପତ ରେ ବଞ୍ଚିବାକୁ ଚାହୁଁଛ। ତୁମ୍ଭମାନେେ ନିଜେ ନିଜେ ଅଗ୍ନି ଜାଳୁଅଛ ଓ ଅଗ୍ନି ଖୁଣ୍ଟା ରେ ନିଜକୁ ବେଷ୍ଟନ କରୁଅଛ। ପୁଣି ତୁମ୍ଭମାନେେ ନିଜ ଅଗ୍ନିଶିଖା ଓ ନିଜ ପ୍ରଜ୍ଜ୍ବଳିତ ଅଗ୍ନିଖୁଣ୍ଟା ମଧିଅରେ ଗମନ କର। ମାେ ହସ୍ତରୁ ଏହା ତୁମ୍ଭମାନେେ ପାଇବ, ତୁମ୍ଭମାନେେ ଶାେକରେ ଶଯନ କରିବ।'

ଯିରିମିୟ 2:2
ହେ ଯିରିମିୟ, ୟାଅ, ୟିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଚାର କରି ଏହିକଥା କୁହ,

ଦିତୀୟ ବିବରଣ 31:17
ସହେି ସମୟରେ, ସମାନଙ୍କେ ଉପରେ ଆମ୍ଭର କୋରଧ ହବେ। ତେଣୁ ଆମ୍ଭେ ସମାନଙ୍କେୁ ତ୍ଯାଗ କରିବା ଓ ଆମ୍ଭେ ସମାନଙ୍କେଠାରକ୍ସ୍ଟ ଆପଣା ମକ୍ସ୍ଟହଁ ବନ୍ଦ କରିବା। ତହିଁରେ ସମାନଙ୍କେ ପାଇଁ ଭୟଙ୍କର ଅବସ୍ଥାମାନ ହବେ, ଏବଂ ସମାନେେ ବହକ୍ସ୍ଟ ସମସ୍ଯା ରେ ପଡିବେ। ତା'ପରେ ସମାନେେ କହିବେ, 'ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ନିକଟରେ ନାହାଁନ୍ତି।'