James 5:5 in Oriya

Oriya Oriya Bible James James 5 James 5:5

James 5:5
ପୃଥିବୀ ରେ ତୁମ୍ଭ ଜୀବନ ବିଳାସପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମାଟେ କଲ।

James 5:4James 5James 5:6

James 5:5 in Other Translations

King James Version (KJV)
Ye have lived in pleasure on the earth, and been wanton; ye have nourished your hearts, as in a day of slaughter.

American Standard Version (ASV)
Ye have lived delicately on the earth, and taken your pleasure; ye have nourished your hearts in a day of slaughter.

Bible in Basic English (BBE)
You have been living delicately on earth and have taken your pleasure; you have made your hearts fat for a day of destruction.

Darby English Bible (DBY)
Ye have lived luxuriously on the earth and indulged yourselves; ye have nourished your hearts [as] in a day of slaughter;

World English Bible (WEB)
You have lived delicately on the earth, and taken your pleasure. You have nourished your hearts as in a day of slaughter.

Young's Literal Translation (YLT)
ye did live in luxury upon the earth, and were wanton; ye did nourish your hearts, as in a day of slaughter;

Ye
have
lived
in
pleasure
ἐτρυφήσατεetryphēsateay-tryoo-FAY-sa-tay
on
ἐπὶepiay-PEE
the
τῆςtēstase
earth,
γῆςgēsgase
and
καὶkaikay
been
wanton;
ἐσπαταλήσατεespatalēsateay-spa-ta-LAY-sa-tay
nourished
have
ye
ἐθρέψατεethrepsateay-THRAY-psa-tay
your
τὰςtastahs

καρδίαςkardiaskahr-THEE-as
hearts,
ὑμῶνhymōnyoo-MONE
as
ὡςhōsose
in
ἐνenane
a
day
ἡμέρᾳhēmeraay-MAY-ra
of
slaughter.
σφαγῆςsphagēssfa-GASE

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:6
କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ଯ କବଳେ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ଯ ପ୍ରକୃତ ରେ ମୃତ।

ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

ଯିରିମିୟ 12:3
ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଅଛ। ତୁମ୍ଭେ ମାେତେ ଦେଖୁଅଛ ଓ ମାରେ ହୃଦଯ ପରୀକ୍ଷା କରି ମାରେ ମନ କିପରି, ଜାଣୁଅଛ। ସହେି ମନ୍ଦ ଲୋକମାନଙ୍କୁ ହତ୍ଯା ନିମନ୍ତେ ମଷଗେଣ ତୁଲ୍ଯ ଟାଣି ନିଅ ଓ ହତ୍ଯା ଦିନ ରେ ସମାନଙ୍କେୁ ହତ୍ଯା ପାଇଁ ପ୍ରସ୍ତୁତ ରଖ।

ପ୍ରଥମ ଶାମୁୟେଲ 25:36
ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

ଆୟୁବ ପୁସ୍ତକ 21:11
ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।

ଯିରିମିୟ 25:34
ହେ ମଷେପାଳକଗଣ, ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ହେ ମଷଗେଣର ଅଧିପତିମାନେ, ତୁମ୍ଭମାନେେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ଯା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭମାନେେ ଭଗ୍ନପାତ୍ର ତୁଲ୍ଯ ବିକ୍ଷିପ୍ତ ହାଇପେଡ଼ିବ।

ଆମୋଷ 6:1
ହେ ସିଯୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିଯା ପର୍ବତ ଉପ ରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହବେ। ତୁମ୍ଭମାନେେ ମହାନ୍ ଦେଶର ପ୍ରଧାନ ଗଣ। ଇଶ୍ରାୟେଲର ଗୃହ ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:17
ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:7
ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।

ଯିହୂଦାଙ୍କ ପତ୍ର 1:12
ଏମାନେ ତୁମ୍ଭମାନଙ୍କର ପ୍ ରମେି ଭୋଜିର କଳଙ୍କ ପରି। ସମାନେେ ନିର୍ଭୟ ରେ ତୁମ୍ଭ ସହିତ ଭୋଜନ କରନ୍ତି। ସମାନେେ କବଳେ ନିଜର ଯତ୍ନ ନିଅନ୍ତି। ସମାନେେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା ସମାନେେ ଚାରିଆଡ଼େ ଉଡ଼ନ୍ତି। ସମାନେେ ହମେନ୍ତ କାଳ ରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସମାନଙ୍କେର ଦୁଇ ଥର ମୃତ୍ଯୁ ହୁଏ।

ପିତରଙ୍କ ଦିତୀୟ ପତ୍ର 2:13
ଏହି ଭଣ୍ଡ ଶିକ୍ଷକମାନେ ଅନକେ ଲୋକଙ୍କୁ ଦୁଃଖ ଦଇେଛନ୍ତି। ଅତଏବ ସମାନେେ ନିଜେ ଦୁଃଖ ପାଇବେ। ସମାନେେ କରିଥିବା କାମର ଏହା ହେଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗ ରେ ଖାେଲାଖାଲିେ ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସମାନେେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜିଉତ୍ସବ ରେ ସମ୍ମିଳିତ ହବୋ ବେଳେ, ସମାନେେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:4
ଶଷେ ଦିନ ରେ ଲୋକେ ନିଜ ସାଙ୍ଗମାନଙ୍କ ବି ରୋଧ ରେ ଯିବେ। ବିଚାର ନ କରି ମୂର୍ଖତାପୂର୍ଣ୍ଣ କାର୍ୟ୍ଯମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହବେେ। ଲୋକେ ପରମେଶ୍ବରଙ୍କୁ ଯେତେ ଭଲ ପାଆନ୍ତି, ତା'ଠାରୁ ଅଧିକ ଆମାଦେ ପ୍ରମାଦେକୁ ଭଲ ପାଇବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:13
ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।

ଲୂକଲିଖିତ ସୁସମାଚାର 16:25
କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।

ଆମୋଷ 6:4
ତୁମ୍ଭେ ଗଜଦନ୍ତ ଶୟ୍ଯା ଉପ ରେ ଶଯନ କରୁଛ ଓ ଖଟ ଉପ ରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭମାନେେ ତୁମ୍ଭର ମଷେ ପଲରୁ ମଷେଶାବକର କୋମଳ ମାଂସ ଖାଉଛ ଏବଂ ସମାନଙ୍କେ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ ସମାନଙ୍କେୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହବେ।

ପ୍ରଥମ ଶାମୁୟେଲ 25:6
ଦାଉଦ କହିଲେ ତୁମ୍ଭେ ୟାଇ ଏହିପରି କକ୍ସ୍ଟହ, ଯେ, ତୁମ୍ଭେ ଚୀରଜୀବି ହକ୍ସ୍ଟଅ ତୁମ୍ଭର ମଙ୍ଗଳ ହେଉ, ତକ୍ସ୍ଟମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ବ ମଙ୍ଗଳ ହେଉ।

ଗୀତସଂହିତା 17:14
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ହିତୋପଦେଶ 7:14
ମଙ୍ଗଳାର୍ଥକ ବଳି ଅଛି। ଆଜି ମୁଁ ମାରେପ୍ରତିଜ୍ଞା ପୂର୍ଣ୍ଣ କରିଅଛି।

ହିତୋପଦେଶ 17:1
ବିବାଦୟୁକ୍ତ ଭୋଜି ରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।

ଉପଦେଶକ 11:9
ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।

ଯିଶାଇୟ 3:16
ସଦାପ୍ରଭୁ ପୁଣି କୁହନ୍ତି, ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସମାନେେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠା ବୋଲି ଦଖାଇେ ହାଇେ ମଥା ଉନ୍ନତ୍ତ କରି ବୁଲନ୍ତି। ସମାନେେ କଟାକ୍ଷପାତ କରି ଚଞ୍ଚଳ ଗତି ରେ ଚାଲିଲା ବେଳେ ସମାନଙ୍କେର ପାଦର ନୂପୁର ରୁଣୁଝୁଣୁ ହୁଏ।'

ଯିଶାଇୟ 5:11
ତୁମ୍ଲଭମାଲନ ସୁରାପାନ କରିବାକୁ ଅତି ପ୍ରଭାତସର ଉଠ, ବିଳମ୍ବ ରାତ୍ରି ପର୍ୟ୍ଯନ୍ତ ଉଜାଗର ରହି ସୁରାସର ଉନ୍ମତ୍ତ ହୁଅ।

ଯିଶାଇୟ 22:13
ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :

ଯିଶାଇୟ 47:8
ହେ ସୁଖଭୋଗିନୀ ! ଏବେ ଏହା ଶୁଣ, ତୁମ୍ଭମାନେେ ନିରାପଦ ରେ ବାସକରି ନିଜେ ନିଜେ କହୁଅଛ, 'ଆମ୍ଭେ ମହାନ୍, ଆମ୍ଭ ଛଡ଼ା ଆଉ କହେି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛଦେ ଜାଣିବା ନାହିଁ।'

ଯିଶାଇୟ 56:12
ପ୍ରେତ୍ୟକକ କୁହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନ ରେ ମତ୍ତ ହବୋ ; ପୁନଶ୍ଚ ଆଜି ଯେପରି ହବେ କାଲି ମଧ୍ଯ ସହେିପରି ହବେ ଏବଂ ତାହା ଅପରିମିତ ମହାଦିନ ହବେ।'

ଯିହିଜିକଲ 39:17
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମନୁଷ୍ଯ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରେତ୍ୟକକ ବନ୍ଯପଶୁକୁ କୁହ, 'ତୁମ୍ଭମାନେେ ଏକତ୍ର ହାଇେ ଆସ। ଆଉ ତୁମ୍ଭମାନେେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ୟଜ୍ଞର ଚାରିଆଡ଼େ ରୁଣ୍ଡ ହୁଅ। ମୁଁ ଇଶ୍ରାୟେଲ ପର୍ବତଗୁଡ଼ିକ ଉପ ରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାୟଜ୍ଞର ବନ୍ଦୋବସ୍ତ କରୁଅଛି।

ଗୀତସଂହିତା 73:7
ସମାନେେ ୟାହା ଚାହାଁନ୍ତି ତାହା କରନ୍ତି। ୟଦି ସମାନେେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସମାନେେ ତାକୁ ୟେ କୌଣସି ପ୍ରକାରେ ହାସଲ କରିଥାନ୍ତି।