Isaiah 41:21
ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ନିଜ ନିଜ ବିବାଦ ଉପସ୍ଥିତ କର ; ଯାକୁବର ରାଜା କୁହନ୍ତି, ତୁମ୍ଭମାନେେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର।
Isaiah 41:21 in Other Translations
King James Version (KJV)
Produce your cause, saith the LORD; bring forth your strong reasons, saith the King of Jacob.
American Standard Version (ASV)
Produce your cause, saith Jehovah; bring forth your strong reasons, saith the King of Jacob.
Bible in Basic English (BBE)
Put forward your cause, says the Lord; let your strong argument come out, says the King of Jacob.
Darby English Bible (DBY)
Produce your cause, saith Jehovah; bring forward your arguments, saith the King of Jacob.
World English Bible (WEB)
Produce your cause, says Yahweh; bring forth your strong reasons, says the King of Jacob.
Young's Literal Translation (YLT)
Bring near your cause, saith Jehovah, Bring nigh your mighty ones, saith the king of Jacob.
| Produce | קָרְב֥וּ | qorbû | kore-VOO |
| your cause, | רִֽיבְכֶ֖ם | rîbĕkem | ree-veh-HEM |
| saith | יֹאמַ֣ר | yōʾmar | yoh-MAHR |
| the Lord; | יְהוָ֑ה | yĕhwâ | yeh-VA |
| bring forth | הַגִּ֙ישׁוּ֙ | haggîšû | ha-ɡEE-SHOO |
| strong your | עֲצֻמ֣וֹתֵיכֶ֔ם | ʿăṣumôtêkem | uh-tsoo-MOH-tay-HEM |
| reasons, saith | יֹאמַ֖ר | yōʾmar | yoh-MAHR |
| the King | מֶ֥לֶךְ | melek | MEH-lek |
| of Jacob. | יַעֲקֹֽב׃ | yaʿăqōb | ya-uh-KOVE |
Cross Reference
ଆୟୁବ ପୁସ୍ତକ 23:3
ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।
ଆୟୁବ ପୁସ୍ତକ 38:3
ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।
ଆୟୁବ ପୁସ୍ତକ 40:7
ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।
ମୀଖା 6:1
ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।