Hosea 3:1
ତା'ପ ରେ ସଦାପ୍ରଭୁ ପୁନର୍ବାର ମାେତେ କହିଲେ, ଗୋମରର ଅନକେ ପ୍ ରମେିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାହିଁକି? କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସମାନେେ ଅନ୍ୟ ଦବେତାଙ୍କୁ ପୂଜାକରି ଗ୍ଭଲନ୍ତି।
Hosea 3:1 in Other Translations
King James Version (KJV)
Then said the LORD unto me, Go yet, love a woman beloved of her friend, yet an adulteress, according to the love of the LORD toward the children of Israel, who look to other gods, and love flagons of wine.
American Standard Version (ASV)
And Jehovah said unto me, Go again, love a woman beloved of `her' friend, and an adulteress, even as Jehovah loveth the children of Israel, though they turn unto other gods, and love cakes of raisins.
Bible in Basic English (BBE)
And the Lord said to me, Give your love again to a woman who has a lover and is false to her husband, even as the Lord has love for the children of Israel, though they are turned to other gods and are lovers of grape-cakes.
Darby English Bible (DBY)
And Jehovah said unto me, Go again, love a woman beloved of a friend, and an adulteress, according to the love of Jehovah for the children of Israel, though they turn to other gods, and love raisin-cakes.
World English Bible (WEB)
Yahweh said to me, "Go again, love a woman loved by another, and an adulteress, even as Yahweh loves the children of Israel, though they turn to other gods, and love cakes of raisins."
Young's Literal Translation (YLT)
And Jehovah saith unto me: `Again, go, love a woman, loved of a friend, and an adulteress, like the loved of Jehovah, the sons of Israel, and they are turning unto other gods, and are lovers of grape-cakes.'
| Then said | וַיֹּ֨אמֶר | wayyōʾmer | va-YOH-mer |
| the Lord | יְהוָ֜ה | yĕhwâ | yeh-VA |
| unto | אֵלַ֗י | ʾēlay | ay-LAI |
| Go me, | ע֚וֹד | ʿôd | ode |
| yet, | לֵ֣ךְ | lēk | lake |
| love | אֱֽהַב | ʾĕhab | A-hahv |
| woman a | אִשָּׁ֔ה | ʾiššâ | ee-SHA |
| beloved | אֲהֻ֥בַת | ʾăhubat | uh-HOO-vaht |
| of her friend, | רֵ֖עַ | rēaʿ | RAY-ah |
| adulteress, an yet | וּמְנָאָ֑פֶת | ûmĕnāʾāpet | oo-meh-na-AH-fet |
| love the to according | כְּאַהֲבַ֤ת | kĕʾahăbat | keh-ah-huh-VAHT |
| of the Lord | יְהוָה֙ | yĕhwāh | yeh-VA |
toward | אֶת | ʾet | et |
| the children | בְּנֵ֣י | bĕnê | beh-NAY |
| Israel, of | יִשְׂרָאֵ֔ל | yiśrāʾēl | yees-ra-ALE |
| who | וְהֵ֗ם | wĕhēm | veh-HAME |
| look | פֹּנִים֙ | pōnîm | poh-NEEM |
| to | אֶל | ʾel | el |
| other | אֱלֹהִ֣ים | ʾĕlōhîm | ay-loh-HEEM |
| gods, | אֲחֵרִ֔ים | ʾăḥērîm | uh-hay-REEM |
| and love | וְאֹהֲבֵ֖י | wĕʾōhăbê | veh-oh-huh-VAY |
| flagons | אֲשִׁישֵׁ֥י | ʾăšîšê | uh-shee-SHAY |
| of wine. | עֲנָבִֽים׃ | ʿănābîm | uh-na-VEEM |
Cross Reference
ହୋଶେୟ 1:2
ସଦାପ୍ରଭୁଙ୍କର ହାେେଶୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, ୟାଅ, ଏକ ଗଣିକାକୁ ବିବାହ କର, ଯାହାଫଳ ରେ ବେଶ୍ଯାର ପୁତ୍ର ଜନ୍ମ ହବେ। କାହିଁକି? କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ୟ୍ଯ କରିଛନ୍ତି। ସଦାପ୍ରଭୁଙ୍କଠା ରେ ଅବିଶ୍ବସ୍ତ ହାଇେଛନ୍ତି।
ଯିରିମିୟ 3:20
ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ବାମୀ ପ୍ରତି ବିଶ୍ବାସଘାତକତା କରି ପରିତ୍ଯାଗ କରେ, ତୁମ୍ଭେ ଇଶ୍ରାୟେଲ ସହେିପରି ଆମ୍ଭ ପ୍ରତି ବିଶ୍ବାସଘାତକତା କରିଅଛ।
ଯିରିମିୟ 3:12
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,
ଯିରିମିୟ 3:1
ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।
ଆମୋଷ 2:8
ସମାନେେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସହେି ବସ୍ତ୍ର ଉପ ରେ ବସି ୟଜ୍ଞବଦେୀ ନିକଟରେ ପୂଜା କରନ୍ତି। ସମାନେେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାର ରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସମାନେେ ବସ୍ତ୍ରଗୁଡିକ ନଇୟୋଆନ୍ତି। ସମାନେେ ସହେି ଦରିଦ୍ରମାନଙ୍କ ଉପ ରେ ଅର୍ଥ ଦଣ୍ତ କରନ୍ତି ଏବଂ ସହେି ଅର୍ଥ ରେ ଦ୍ରାକ୍ଷାରସ କିଣି ସମାନଙ୍କେର ପରମେଶ୍ବରଙ୍କ ମନ୍ଦିର ରେ ସବେନ କରନ୍ତି।
ଆମୋଷ 6:6
ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ର ରେ ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ ଯୋଷଫେର ପରିବାର ଧ୍ବଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁନାହିଁ।
ମୀଖା 7:7
ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।
ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ଯିଖରିୟ 1:16
ତେଣୁ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଆମ୍ଭେ ପୁଣି ୟିରୁଶାଲମ ଫରେି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦଖାଇବୋ। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭର ଘର ସହେି ସ୍ଥାନ ରେ ନିର୍ମିତ ହବେ ଏବଂ ସମଗ୍ର ୟିରୁଶାଲମ ରେ ପୁନଃନିର୍ମାଣର ଲକ୍ଷଣ ଦଖାୟିବେ।
ମାଥିଉଲିଖିତ ସୁସମାଚାର 26:50
ଯୀଶୁ କହିଲେ, ବନ୍ଧୁ ତୁମ୍ଭେ ଯେଉଁ କାମ ରେ ଆସିଛ, ତାହା କର!
ଲୂକଲିଖିତ ସୁସମାଚାର 1:54
ତାହାଙ୍କର ସବୋ କରିବାପାଇଁ ସେ ନିଜେ ବାଛିଥିବା ଇଶ୍ରାୟେଲର ଲୋକମାନଙ୍କୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:7
ସମାନଙ୍କେ ଭିତ ରେ କେତକଙ୍କେ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁ ହେ : ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:21
ତୁମ୍ଭମାନେେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ଯ ପିଇ ପାରିବ ନାହିଁ। ସହେିପରି ପ୍ରଭୁଙ୍କ ମଜେ ଓ ଶୟତାନର ମଜେ ଉଭୟର ଅଂଶୀଦାର ହାଇେ ବସି ପାରିବ ନାହିଁ।
ପିତରଙ୍କ ପ୍ରଥମ ପତ୍ 4:3
ଅତୀତ ରେ ଅବିଶ୍ବାସୀ ଲୋକଙ୍କ କଥା ରେ କାମ କରି ତୁମ୍ଭେ ଅନକେ ସମୟ ନଷ୍ଟ କରିସାରିଛ। ତୁମ୍ଭେ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା ରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ ରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
ହୋଶେୟ 11:8
ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
ହୋଶେୟ 9:1
ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।
ହୋଶେୟ 7:5
ଆମ୍ଭ ରାଜାଙ୍କ ରାଜତ୍ବକାଳ ରେ ସମାନେେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସମାନେେ ଭୋଜି ରେ ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ ରେ ନତେୃମଣ୍ତଳୀ ଅସୁସ୍ଥ ହାଇପଡେନ୍ତି। ତେଣୁ ରାଜା ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
ଦିତୀୟ ବିବରଣ 7:6
କାରଣ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପବତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ମନୋନୀତ କରିଅଛନ୍ତି।
ବିଚାରକର୍ତାମାନଙ୍କ ବିବରଣ 9:27
ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।
ବିଚାରକର୍ତାମାନଙ୍କ ବିବରଣ 10:16
ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।
ଦିତୀୟ ଶାମୁୟେଲ 6:19
ଦାଉଦ ମଧ୍ଯ ଇଶ୍ରାୟେଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶକ୍ସ୍ଟଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।
ଦିତୀୟ ରାଜାବଳୀ 13:23
ମାତ୍ର ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ ଓ ସମାନଙ୍କେ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇସ୍ହାକ୍ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହାଇେଥିଲା। ସେ ସମାନଙ୍କେୁ ବିନାଶ କରିବେ ନାହିଁ କି ଦୂ ରଇେ ଦବେେ ନାହିଁ।
ନିହିମିୟା 9:18
ସମାନେେ ଯେତବେେଳେ ଛାଞ୍ଚଢଳା ଗୋବତ୍ସ ନିର୍ମାଣ କଲେ, ' ଯେଉଁ ଦବେତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ,' ସେ ଇଏ ଅଟେ। ଏହା କହି ସମାନେେ ପରମେଶ୍ବରଙ୍କର ବହୁତ ନିନ୍ଦା କଲେ।
ନିହିମିୟା 9:31
କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସମାନଙ୍କେୁ ପୁରାପୁରି ଧ୍ବଂସ କଲନାହିଁ। ତୁମ୍ଭେ ସମାନଙ୍କେୁ ପରିତ୍ଯାଗ କଲ ନାହିଁ କାରଣ ତୁମ୍ଭେ କୃପାମଯ ଦୟାଳୁ ପରମେଶ୍ବର ଅଟ।
ଗୀତସଂହିତା 106:43
ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।
ଗୀତସଂହିତା 123:2
କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଯିଶାଇୟ 17:7
ସଦେିନ ଲୋକମାନେ ସମାନଙ୍କେର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସମାନଙ୍କେର ଦୃଷ୍ଟି ପବିତ୍ର ଧର୍ମସ୍ବରୂପଙ୍କ ପ୍ରତି ପଡ଼ିବ।
ଯିଶାଇୟ 45:22
ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭମାନେେ ଆମ୍ଭପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ବର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ବର ନାହିଁ।
ଯିରିମିୟ 31:20
ପରମେଶ୍ବର କହନ୍ତି, ଇଫ୍ରଯିମ ଆମ୍ଭର ପ୍ରିଯ ପୁତ୍ର। ଆମ୍ଭେ ତାହାକୁ ପ୍ ରମେ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା' ବିରୁଦ୍ଧ ରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା' ପାଇଁ ଆମ୍ଭର ପ୍ରାଣ ବ୍ଯାକୁଳ ହୁଏ। ଆମ୍ଭେ ପ୍ରକୃତ ରେ ତାକୁ ଦୟା କରିବା। ଏହା ସଦାପ୍ରଭୁ କହନ୍ତି।
ହୋଶେୟ 4:11
ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।
ଯାତ୍ରା ପୁସ୍ତକ 32:6
ତା'ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସମାନେେ ହାମବେଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନବୈେଦ୍ଯ ଆଣିଲେ। ଏହାପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହାପରେ ଲୀଳା କରିବାକୁ ଉଠିଲେ।