Hebrews 12:12 in Oriya

Oriya Oriya Bible Hebrews Hebrews 12 Hebrews 12:12

Hebrews 12:12
ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।

Hebrews 12:11Hebrews 12Hebrews 12:13

Hebrews 12:12 in Other Translations

King James Version (KJV)
Wherefore lift up the hands which hang down, and the feeble knees;

American Standard Version (ASV)
Wherefore lift up the hands that hang down, and the palsied knees;

Bible in Basic English (BBE)
For this cause let the hands which are hanging down be lifted up, and let the feeble knees be made strong,

Darby English Bible (DBY)
Wherefore lift up the hands that hang down, and the failing knees;

World English Bible (WEB)
Therefore, lift up the hands that hang down and the feeble knees,

Young's Literal Translation (YLT)
Wherefore, the hanging-down hands and the loosened knees set ye up;

Wherefore
Διὸdiothee-OH
which
down,
τὰςtastahs
hang
hands
παρειμέναςpareimenaspa-ree-MAY-nahs
the
χεῖραςcheirasHEE-rahs
and
the
καὶkaikay
feeble
τὰtata
knees;
παραλελυμέναparalelymenapa-ra-lay-lyoo-MAY-na
up
γόναταgonataGOH-na-ta
lift
ἀνορθώσατεanorthōsateah-nore-THOH-sa-tay

Cross Reference

ଯିଶାଇୟ 35:3
ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:3
ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ଆୟୁବ ପୁସ୍ତକ 4:3
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦଇେଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:5
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :

ଯିହିଜିକଲ 7:17
ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହବେ ଯେ, ତାହା ଉପରକୁ ଉତ୍ତାଳେିତ ହବେ ନାହିଁ। ଆଉ ମଧ୍ଯ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହବେ।

ଯିହିଜିକଲ 21:7
ଯେତବେେଳେ ସମାନେେ ପଚାରିବେ, 'ତୁମ୍ଭେ କାହିଁକି ଦୀର୍ଘନିଃଶ୍ବାସ ଛାଡ଼ୁଛ ?' ସେତବେେଳେ ତୁମ୍ଭେ କହିବ, 'ସମ୍ବାଦ ସକାେଶ, ତାହା ଆସୁଅଛି। ସେଥି ରେ ସମସ୍ତଙ୍କ ଆତ୍ମା ଭୟ ରେ ତରଳି ୟିବ ଓ ସମସ୍ତଙ୍କ ହସ୍ତ ଭୟ ରେ ଦୁର୍ବଳ ହବେ। ପ୍ରେତ୍ୟକକ ମନୁଷ୍ଯର ଆତ୍ମା ହତ ଉତ୍ସାହିତ ହବେ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହବେ।' ଏବଂ ଦେଖ, ସହେି ସମୟ ଆସୁଅଛି ଓ ତାହା ସିଦ୍ଧ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଦାନିଏଲ 5:6
ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।

ନାହୂମ 2:10
ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି।