Genesis 46:23
ଦାନ୍ର ପୁତ୍ର ହୁଶୀମ ଥିଲେ।
Genesis 46:23 in Other Translations
King James Version (KJV)
And the sons of Dan; Hushim.
American Standard Version (ASV)
And the sons of Dan: Hushim.
Bible in Basic English (BBE)
And the son of Dan was Hushim.
Darby English Bible (DBY)
And the sons of Dan: Hushim.
Webster's Bible (WBT)
And the sons of Dan; Hushim.
World English Bible (WEB)
The son of Dan: Hushim.
Young's Literal Translation (YLT)
And sons of Dan: Hushim.
| And the sons | וּבְנֵי | ûbĕnê | oo-veh-NAY |
| of Dan; | דָ֖ן | dān | dahn |
| Hushim. | חֻשִֽׁים׃ | ḥušîm | hoo-SHEEM |
Cross Reference
ଆଦି ପୁସ୍ତକ 30:6
ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।
ପ୍ରଥମ ବଂଶାବଳୀ 7:12
ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅ ହରଙ୍କେର ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 2:2
ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,
ଦିତୀୟ ବିବରଣ 33:22
ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।
ଗଣନା ପୁସ୍ତକ 26:42
ଦାନ ପରିବାରବର୍ଗର ପରିବାରଗୁଡିକ ହେଲେ: ଶୂହମଠାରୁ ଶୂହମୀଯ ଗୋଷ୍ଠୀ,
ଗଣନା ପୁସ୍ତକ 10:25
ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।
ଗଣନା ପୁସ୍ତକ 1:38
ଦାନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ଗଣନା ପୁସ୍ତକ 1:12
ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।
ଆଦି ପୁସ୍ତକ 49:16
ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।
ଆଦି ପୁସ୍ତକ 35:25
ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।
ପ୍ରଥମ ବଂଶାବଳୀ 12:35
ଦାନୀଯ ଗୋଷ୍ଠୀ 28,600 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।