Genesis 21:21
ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।
Genesis 21:21 in Other Translations
King James Version (KJV)
And he dwelt in the wilderness of Paran: and his mother took him a wife out of the land of Egypt.
American Standard Version (ASV)
And he dwelt in the wilderness of Paran. And his mother took him a wife out of the land of Egypt.
Bible in Basic English (BBE)
And while he was in the waste land of Paran, his mother got him a wife from the land of Egypt.
Darby English Bible (DBY)
And he dwelt in the wilderness of Paran. And his mother took him a wife out of the land of Egypt.
Webster's Bible (WBT)
And he dwelt in the wilderness of Paran: and his mother took for him a wife out of the land of Egypt.
World English Bible (WEB)
He lived in the wilderness of Paran. His mother took a wife for him out of the land of Egypt.
Young's Literal Translation (YLT)
and he dwelleth in the wilderness of Paran, and his mother taketh for him a wife from the land of Egypt.
| And he dwelt | וַיֵּ֖שֶׁב | wayyēšeb | va-YAY-shev |
| in the wilderness | בְּמִדְבַּ֣ר | bĕmidbar | beh-meed-BAHR |
| of Paran: | פָּארָ֑ן | pāʾrān | pa-RAHN |
| mother his and | וַתִּֽקַּֽח | wattiqqaḥ | va-TEE-KAHK |
| took | ל֥וֹ | lô | loh |
| him a wife | אִמּ֛וֹ | ʾimmô | EE-moh |
| land the of out | אִשָּׁ֖ה | ʾiššâ | ee-SHA |
| of Egypt. | מֵאֶ֥רֶץ | mēʾereṣ | may-EH-rets |
| מִצְרָֽיִם׃ | miṣrāyim | meets-RA-yeem |
Cross Reference
ଆଦି ପୁସ୍ତକ 24:3
ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।
ପ୍ରଥମ ଶାମୁୟେଲ 25:1
ଶାମୁୟେଲଙ୍କର ଦହାନ୍େତ ହେଲା। ସମସ୍ତ ଇଶ୍ରାୟେଲୀୟବାସୀ ଏକତ୍ର ହାଇେ ଶାମୁୟେଲଙ୍କ ମୃତକ୍ସ୍ଟ୍ଯ ରେ ଶାେକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହ ରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକକ୍ସ୍ଟ ଗଲେ।
ବିଚାରକର୍ତାମାନଙ୍କ ବିବରଣ 14:2
ସେ ଗୃହକକ୍ସ୍ଟ ଫରେି ତାଙ୍କର ପିତାମାତାଙ୍କୁ ଏକଥା କହିଲେ, ମୁ ପଲେଷ୍ଟୀୟ କନ୍ଯା ତିମ୍ନାନ ରେ ଦେଖିଅଛି। ମୁ ତାଙ୍କୁ ବିବାହ କରିବାକୁ ଗ୍ଭ ହେଁ।
ଗଣନା ପୁସ୍ତକ 13:26
ଅନନ୍ତର ସମାନେେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନ ରେ ମାଶାଙ୍କେୁ ଭଟେିଲେ, ହାରୋଣ ଓ ଇଶ୍ରାୟେଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହାଇେ ସମାନଙ୍କେୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସମାନଙ୍କେୁ ସହେି ଦେଶର ଫଳ ଦଖାଇେଲେ।
ଗଣନା ପୁସ୍ତକ 13:3
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପାରଣ ମରୁଭୂମି ପ୍ରାନ୍ତରରୁ ସମାନଙ୍କେୁ ପଠାଇଲେ। ସହେି ଲୋକମାନେ ଇଶ୍ରାୟେଲର ଲୋକମାନଙ୍କର ନତେୃବର୍ଗ ଥିଲେ।
ଗଣନା ପୁସ୍ତକ 12:16
ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
ଗଣନା ପୁସ୍ତକ 10:12
ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।
ଆଦି ପୁସ୍ତକ 27:46
ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।
ଆଦି ପୁସ୍ତକ 26:34
ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:38
ଅତଏବ ୟିଏ ନିଜର କୁମାରୀ କନ୍ଯାର ବିବାହ କରାଉଛି, ସେ ଭଲ କରୁଛି ଓ ୟିଏ କୁମାରୀ କନ୍ଯାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।