Genesis 12:9
ଏହାପରେ ଅବ୍ରାମ ଭ୍ରମଣ କରୁକରୁ ଦକ୍ଷିଣ ଦିଗକୁ ଗଲେ।
Genesis 12:9 in Other Translations
King James Version (KJV)
And Abram journeyed, going on still toward the south.
American Standard Version (ASV)
And Abram journeyed, going on still toward the South.
Bible in Basic English (BBE)
And he went on, journeying still to the South.
Darby English Bible (DBY)
And Abram moved onward, going on still toward the south.
Webster's Bible (WBT)
And Abram journeyed, going on still towards the south.
World English Bible (WEB)
Abram traveled, going on still toward the South.
Young's Literal Translation (YLT)
And Abram journeyeth, going on and journeying towards the south.
| And Abram | וַיִּסַּ֣ע | wayyissaʿ | va-yee-SA |
| journeyed, | אַבְרָ֔ם | ʾabrām | av-RAHM |
| going on | הָל֥וֹךְ | hālôk | ha-LOKE |
| still | וְנָס֖וֹעַ | wĕnāsôaʿ | veh-na-SOH-ah |
| toward the south. | הַנֶּֽגְבָּה׃ | hannegĕbbâ | ha-NEH-ɡeh-ba |
Cross Reference
ଆଦି ପୁସ୍ତକ 13:3
ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।
ଆଦି ପୁସ୍ତକ 24:62
ଇସ୍ହାକ ଦକ୍ଷିଣ ଦେଶ ରେ ବାସ କରିବାରୁ ବରେ-ଲହଯ-ରୋଯୀ ନାମକ ସ୍ଥାନକୁ ୟାଇ ଫରେି ଆସିଲେ।
ଆଦି ପୁସ୍ତକ 13:1
ତେଣୁ ଅବ୍ରାମ ମିଶର ପରିତ୍ଯାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷଧରି ଲୋଟ ସହିତ ନଗେଭେକୁ ୟାତ୍ରା କଲେ।
ଗୀତସଂହିତା 105:13
ସମାନେେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ଯରୁ ଅନ୍ୟ ରାଜ୍ଯକୁ ଭ୍ରମଣ କରୁଥିଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:13
ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।