Genesis 1:31
ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
Genesis 1:31 in Other Translations
King James Version (KJV)
And God saw every thing that he had made, and, behold, it was very good. And the evening and the morning were the sixth day.
American Standard Version (ASV)
And God saw everything that he had made, and, behold, it was very good. And there was evening and there was morning, the sixth day.
Bible in Basic English (BBE)
And God saw everything which he had made and it was very good. And there was evening and there was morning, the sixth day.
Darby English Bible (DBY)
And God saw everything that he had made, and behold it was very good. And there was evening, and there was morning -- the sixth day.
Webster's Bible (WBT)
And God saw every thing that he had made, and behold, it was very good. And the evening and the morning were the sixth day.
World English Bible (WEB)
God saw everything that he had made, and, behold, it was very good. There was evening and there was morning, the sixth day.
Young's Literal Translation (YLT)
And God seeth all that He hath done, and lo, very good; and there is an evening, and there is a morning -- day the sixth.
| And God | וַיַּ֤רְא | wayyar | va-YAHR |
| saw | אֱלֹהִים֙ | ʾĕlōhîm | ay-loh-HEEM |
| אֶת | ʾet | et | |
| every thing | כָּל | kāl | kahl |
| that | אֲשֶׁ֣ר | ʾăšer | uh-SHER |
| he had made, | עָשָׂ֔ה | ʿāśâ | ah-SA |
| and, behold, | וְהִנֵּה | wĕhinnē | veh-hee-NAY |
| very was it | ט֖וֹב | ṭôb | tove |
| good. | מְאֹ֑ד | mĕʾōd | meh-ODE |
| And the evening | וַֽיְהִי | wayhî | VA-hee |
| morning the and | עֶ֥רֶב | ʿereb | EH-rev |
| were | וַֽיְהִי | wayhî | VA-hee |
| the sixth | בֹ֖קֶר | bōqer | VOH-ker |
| day. | י֥וֹם | yôm | yome |
| הַשִּׁשִּֽׁי׃ | haššiššî | ha-shee-SHEE |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।
ଗୀତସଂହିତା 104:24
ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
ଗୀତସଂହିତା 104:31
ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ !ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
ଯାତ୍ରା ପୁସ୍ତକ 20:11
ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।
ଯିରିମିୟଙ୍କ ବିଳାପ 3:38
ପରମେଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।
ଗୀତସଂହିତା 19:1
ଆକାଶ ପରମେଶ୍ବରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ଆଦି ପୁସ୍ତକ 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
ଆୟୁବ ପୁସ୍ତକ 38:7
ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତବେେଳେ ହେଲା ସ୍ବର୍ଗଦୂତଗଣ ଆନନ୍ଦ ରେ ଚିତ୍କାର କଲେ।
ଆଦି ପୁସ୍ତକ 1:23
ସଂନ୍ଧ୍ଯା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।
ଆଦି ପୁସ୍ତକ 1:19
ଏହାପରେ ସଂନ୍ଧ୍ଯା ଏବଂ ସକାଳ ହେଲା। ଏହା ଚ଼ତୁର୍ଥ ଦିବସ ଥିଲା।
ଆଦି ପୁସ୍ତକ 1:13
ତହିଁରେ ସଂନ୍ଧ୍ଯା ଓ ପ୍ରାତଃକାଳ ହାଇେ ତୃତୀୟ ଦିବସ ହେଲା।
ଆଦି ପୁସ୍ତକ 1:8
ପରମେଶ୍ବର ସହେି ତାରଣେ ନାମ ଦେଲେ ଆକାଶ ତା'ପରେ ସଠାେ ରେ ପ୍ରଭାତ ଏବଂ ସଠାେରେ ସୁର୍ୟ୍ଯାସ୍ତ ହେଲା। ଏବଂ ଏହା ଦି୍ବତୀଯ ଦିନ ଥିଲା।
ଆଦି ପୁସ୍ତକ 1:5
ପରମେଶ୍ବର ସହେି ଆଲୋକର ନାମ ଦେଲେ ଦିନ ଏବଂ ଅନ୍ଧକାରର ନାମ ଦେଲେ ରାତି।