Ezekiel 45:5
ପୁଣି 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲବେୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିୟୁକ୍ତ ହୁଅନ୍ତି ଏହା ସମାନଙ୍କେର ବାସ କରିବା ପାଇଁ ନଗର ହବେ।
Ezekiel 45:5 in Other Translations
King James Version (KJV)
And the five and twenty thousand of length, and the ten thousand of breadth shall also the Levites, the ministers of the house, have for themselves, for a possession for twenty chambers.
American Standard Version (ASV)
And five and twenty thousand in length, and ten thousand in breadth, shall be unto the Levites, the ministers of the house, for a possession unto themselves, `for' twenty chambers.
Bible in Basic English (BBE)
A space of land twenty-five thousand long and ten thousand wide is to be for the Levites, the servants of the house, a property for themselves, for towns for their living-places.
Darby English Bible (DBY)
And [a space of] five and twenty thousand in length, and ten thousand in breadth, shall the Levites, who do the service of the house, have for themselves, for a possession, for their habitations.
World English Bible (WEB)
Twenty-five thousand in length, and ten thousand in breadth, shall be to the Levites, the ministers of the house, for a possession to themselves, [for] twenty chambers.
Young's Literal Translation (YLT)
`And of the five and twenty thousand of length, and of the ten thousand of breadth, there is to the Levites, ministrants of the house, for them -- for a possession -- twenty chambers.
| And the five | וַחֲמִשָּׁ֨ה | waḥămiššâ | va-huh-mee-SHA |
| and twenty | וְעֶשְׂרִ֥ים | wĕʿeśrîm | veh-es-REEM |
| thousand | אֶ֙לֶף֙ | ʾelep | EH-LEF |
| of length, | אֹ֔רֶךְ | ʾōrek | OH-rek |
| ten the and | וַעֲשֶׂ֥רֶת | waʿăśeret | va-uh-SEH-ret |
| thousand | אֲלָפִ֖ים | ʾălāpîm | uh-la-FEEM |
| of breadth, | רֹ֑חַב | rōḥab | ROH-hahv |
| Levites, the also shall | יְֽהָיָ֡ה | yĕhāyâ | yeh-ha-YA |
| the ministers | לַלְוִיִּם֩ | lalwiyyim | lahl-vee-YEEM |
| house, the of | מְשָׁרְתֵ֨י | mĕšortê | meh-shore-TAY |
| have | הַבַּ֧יִת | habbayit | ha-BA-yeet |
| possession a for themselves, for | לָהֶ֛ם | lāhem | la-HEM |
| for twenty | לַאֲחֻזָּ֖ה | laʾăḥuzzâ | la-uh-hoo-ZA |
| chambers. | עֶשְׂרִ֥ים | ʿeśrîm | es-REEM |
| לְשָׁכֹֽת׃ | lĕšākōt | leh-sha-HOTE |
Cross Reference
ଯିହିଜିକଲ 48:13
ସୀମା ସହିତ ଯାଜକମାନେ, ଲବେୀୟମାନେ 25,000 ହାତ ର୍ଦୈଘ୍ଯ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାଯ ଭୂମିର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।
ପ୍ରଥମ ବଂଶାବଳୀ 9:26
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।
ନିହିମିୟା 10:38
ମାତ୍ର ଲବେୀୟମାନେ ଦଶମାଂଶ ଆଦାଯ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲବେୀୟମାନଙ୍କ ସଙ୍ଗେ ରହିବ। ଆଉ ଲବେୀୟମାନେ ପରମେଶ୍ବରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।
ଯିହିଜିକଲ 40:17
ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।
ଯିହିଜିକଲ 48:10
ସହେି ବିଶଷେ ଭୂମି
ଯିହିଜିକଲ 48:20
ସମୁଦାଯ ଉପହାର ଭୂମିର ର୍ଦୈଘ୍ଯ 25,000 ହାତ ଓ ପ୍ରସ୍ଥ 25,000 ହାତ ହବେ। ସ୍ବତନ୍ତ୍ର ବ୍ଯବହାର ନିମନ୍ତେ ଏହି ଭୂମିକୁ ବ୍ଯବହାର କରାୟିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲବେୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:13
ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସବେକ ସମାନେେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବଦେୀର ସବୋ ରେ ନିୟୁକ୍ତ ସମାନେେ ବଦେୀକୁ ଅଣାଯାଇଥିବା ନବୈେଦ୍ଯରୁ କିଛି ଭାଗ ପାଆନ୍ତି।