Ezekiel 28:12 in Oriya

Oriya Oriya Bible Ezekiel Ezekiel 28 Ezekiel 28:12

Ezekiel 28:12
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋର ରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି ;

Ezekiel 28:11Ezekiel 28Ezekiel 28:13

Ezekiel 28:12 in Other Translations

King James Version (KJV)
Son of man, take up a lamentation upon the king of Tyrus, and say unto him, Thus saith the Lord GOD; Thou sealest up the sum, full of wisdom, and perfect in beauty.

American Standard Version (ASV)
Son of man, take up a lamentation over the king of Tyre, and say unto him, Thus saith the Lord Jehovah: Thou sealest up the sum, full of wisdom, and perfect in beauty.

Bible in Basic English (BBE)
Son of man, make a song of grief for the king of Tyre, and say to him, This is what the Lord has said: You are all-wise and completely beautiful;

Darby English Bible (DBY)
Son of man, take up a lamentation upon the king of Tyre, and say unto him, Thus saith the Lord Jehovah: Thou, who sealest up the measure of perfection, full of wisdom and perfect in beauty,

World English Bible (WEB)
Son of man, take up a lamentation over the king of Tyre, and tell him, Thus says the Lord Yahweh: You seal up the sum, full of wisdom, and perfect in beauty.

Young's Literal Translation (YLT)
`Son of man, lift up a lamentation for the king of Tyre, And thou hast said to him: Thus said the Lord Jehovah: Thou art sealing up a measurement, Full of wisdom, and perfect in beauty.

Son
בֶּןbenben
of
man,
אָדָ֕םʾādāmah-DAHM
take
up
שָׂ֥אśāʾsa
a
lamentation
קִינָ֖הqînâkee-NA
upon
עַלʿalal
the
king
מֶ֣לֶךְmelekMEH-lek
of
Tyrus,
צ֑וֹרṣôrtsore
and
say
וְאָמַ֣רְתָּwĕʾāmartāveh-ah-MAHR-ta
Thus
him,
unto
לּ֗וֹloh
saith
כֹּ֤הkoh
the
Lord
אָמַר֙ʾāmarah-MAHR
God;
אֲדֹנָ֣יʾădōnāyuh-doh-NAI
Thou
יְהוִ֔הyĕhwiyeh-VEE
sealest
up
אַתָּה֙ʾattāhah-TA
sum,
the
חוֹתֵ֣םḥôtēmhoh-TAME
full
תָּכְנִ֔יתtoknîttoke-NEET
of
wisdom,
מָלֵ֥אmālēʾma-LAY
and
perfect
חָכְמָ֖הḥokmâhoke-MA
in
beauty.
וּכְלִ֥ילûkĕlîloo-heh-LEEL
יֹֽפִי׃yōpîYOH-fee

Cross Reference

ଯିହିଜିକଲ 19:1
ଅନନ୍ତର ପରମେଶ୍ବର ମାେତେ କହିଲେ, ତୁମ୍ଭେ ଇଶ୍ରାୟେଲର ଅଧିପତିମାନଙ୍କ ବିଷଯ ରେ ଏହି ଦୁଃଖ ସଙ୍ଗୀତ ଗାନ କର।

ଯିହିଜିକଲ 27:2
ହେ ମନୁଷ୍ଯ ପୁତ୍ର, ସୋର ପାଇଁ ବିଳାପ କର।

ଯିହିଜିକଲ 26:17
ଏବଂ ସମାନେେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ ବୋଧନ କରିବେ,

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:28
ଅତଏବ, ମୁଁ ଏହି ସବୋମୂଳକ କର୍ମ ଏକାଠି ଶଷେ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ୟିରୁଶାମଲର ଗରିବମାନଙ୍କୁ ଦଲୋ ପରେ ତୁମ୍ଭମାନଙ୍କ ନଗର ବାଟ ଦଇେ ସ୍ପନେ ୟିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ଓ ସଠାେରେ ରହିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:19
ଶାସ୍ତ୍ର ରେ ଲଖାେ ଅଛି :

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:19
କାହିଁକି କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ଜାଗତିକ ଜ୍ଞାନ ପ୍ରକୃତ ରେ ମୂର୍ଖତା ଅଟେ। ଶାସ୍ତ୍ର କୁ ହେ ; ଯେତବେେଳେ ଜ୍ଞାନୀମାନେ ନିଜ ଚତୁରତା ରେ ବ୍ଯବହାର କରନ୍ତି, ପରମେଶ୍ବର ସେତବେେଳେ ସମାନଙ୍କେୁ ଧରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:22
ସେ ଆମ୍ଭଠା ରେ ନିଜ ଅଧିକାରର ମାହେର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟ ରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦବେେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:9
ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟ ରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ :

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:3
ଖ୍ରୀଷ୍ଟଙ୍କଠା ରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହାଇେଛି।

ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:3
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।

ଲୂକଲିଖିତ ସୁସମାଚାର 2:40
ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।

ଯିହିଜିକଲ 32:16
ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ଯାମାନେ ବିଳାପ କରି ଏହି ଗୀତ ଗାଇବେ। ସମାନେେ ମିଶରର ସମଗ୍ର ଜନତା ଉଦ୍ଦେଶ୍ଯ ରେ ବିଳାପ ପରି ଏହା ଗାନ କରିବେ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ହିତୋପଦେଶ 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଯିଶାଇୟ 10:13
ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

ଯିଶାଇୟ 14:4
ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।

ଯିରିମିୟ 9:17
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।

ଯିରିମିୟ 9:23
ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିହିଜିକଲ 19:14
ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।

ଯିହିଜିକଲ 27:32
ସମାନେେ ସହେି ମହାଗୋଳ ସମୟରେ ତୁମ୍ଭ ଉଦ୍ଦେଶ୍ଯ ରେ ବିଳାପ କରି ତୁମ୍ଭ ବିଷଯ ରେ ଏହି କଥା କହିବେ, 'ସୋର ପରି କହେି ନାହିଁ, ସୋର ସମୁଦ୍ର ମଧିଅରେ ବିନଷ୍ଟ ହେଲା।

ଯିହିଜିକଲ 28:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 32:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,

ଦିତୀୟ ବଂଶାବଳୀ 35:25
ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।