Ezekiel 17:16
ସଦାପ୍ରଭୁ ମାେତେ ପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲ ରେ ମୃତ୍ଯୁବରଣ କରିବ, ଯେ ହତେୁ ସେ ରାଜା ବିରୁଦ୍ଧ ରେ ବିଦ୍ରୋହ କଲା, ୟିଏ ତାକୁ ସିଂହାସନ ରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।
Ezekiel 17:16 in Other Translations
King James Version (KJV)
As I live, saith the Lord GOD, surely in the place where the king dwelleth that made him king, whose oath he despised, and whose covenant he brake, even with him in the midst of Babylon he shall die.
American Standard Version (ASV)
As I live, saith the Lord Jehovah, surely in the place where the king dwelleth that made him king, whose oath he despised, and whose covenant he brake, even with him in the midst of Babylon he shall die.
Bible in Basic English (BBE)
By my life, says the Lord, truly in the place of the king who made him king, whose oath he put on one side and let his agreement with him be broken, even in Babylon he will come to his death.
Darby English Bible (DBY)
[As] I live, saith the Lord Jehovah, verily in the place of the king that made him king, whose oath he despised, and whose covenant he broke, even with him, in the midst of Babylon, shall he die.
World English Bible (WEB)
As I live, says the Lord Yahweh, surely in the place where the king dwells who made him king, whose oath he despised, and whose covenant he broke, even with him in the midst of Babylon he shall die.
Young's Literal Translation (YLT)
I live -- an affirmation of the Lord Jehovah, Doth he not -- in the place of the king who is causing him to reign, Whose oath he hath despised, And whose covenant he hath broken, With him -- in the midst of Babylon -- die?
| As I | חַי | ḥay | hai |
| live, | אָ֗נִי | ʾānî | AH-nee |
| saith | נְאֻם֮ | nĕʾum | neh-OOM |
| Lord the | אֲדֹנָ֣י | ʾădōnāy | uh-doh-NAI |
| God, | יְהוִה֒ | yĕhwih | yeh-VEE |
| surely | אִם | ʾim | eem |
| לֹ֗א | lōʾ | loh | |
| place the in | בִּמְקוֹם֙ | bimqôm | beem-KOME |
| where the king | הַמֶּ֙לֶךְ֙ | hammelek | ha-MEH-lek |
| king, him made that dwelleth | הַמַּמְלִ֣יךְ | hammamlîk | ha-mahm-LEEK |
| אֹת֔וֹ | ʾōtô | oh-TOH | |
| whose | אֲשֶׁ֤ר | ʾăšer | uh-SHER |
| בָּזָה֙ | bāzāh | ba-ZA | |
| oath | אֶת | ʾet | et |
| he despised, | אָ֣לָת֔וֹ | ʾālātô | AH-la-TOH |
| whose and | וַאֲשֶׁ֥ר | waʾăšer | va-uh-SHER |
| הֵפֵ֖ר | hēpēr | hay-FARE | |
| covenant | אֶת | ʾet | et |
| he brake, | בְּרִית֑וֹ | bĕrîtô | beh-ree-TOH |
| with even | אִתּ֥וֹ | ʾittô | EE-toh |
| him in the midst | בְתוֹךְ | bĕtôk | veh-TOKE |
| Babylon of | בָּבֶ֖ל | bābel | ba-VEL |
| he shall die. | יָמֽוּת׃ | yāmût | ya-MOOT |
Cross Reference
ଯିହିଜିକଲ 12:13
ସେ ଖସିୟିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା' ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦ ରେ ପଡ଼ିୟିବ। ଏବଂ ଆମ୍ଭେ ତାକୁ କଲଦୀଯ ଲୋକମାନଙ୍କର ଦେଶ ବାବିଲକୁ ନଇୟିବୋ। ଆଉ ସେ ସହେି ସ୍ଥାନ ରେ ମରିବ କିନ୍ତୁ ସେ ତାହା ଦେଖିପାରିବ ନାହିଁ।
ଯିରିମିୟ 52:11
ତା'ପ ରେ ବାବିଲର ରାଜା ସିଦିକିଯର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନଇଗେଲା ଓ କାରାଗାର ରେ ନିକ୍ଷପେ କଲା। ସେ ମୃତ୍ଯୁ ପର୍ୟ୍ଯନ୍ତ କାରାଗାର ରେ ରହିଲା।
ଦିତୀୟ ରାଜାବଳୀ 24:17
ପୁଣି ବାବିଲର ରାଜା ଯିହାୟୋଦାରଖୀନର ମାମୁଁ ମତ୍ତନିଯଙ୍କୁ ତାଙ୍କ ପଦ ରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିଯ ରଖିଲେ।
ଗୀତସଂହିତା 15:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସହେି ବ୍ଯକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସବୋ କରୁଥିବା ଲୋକମାନଙ୍କୁ ସମ୍ମାନ ଦଖାେଏ। ୟଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦଇେଥାଏ ତବେେ ସହେି ପ୍ରତିଶ୍ରୁତିକୁ ପାଳନ କରେ।
ଯିରିମିୟ 32:4
ଆଉ ଯିହୁଦାର ରାଜା ସିଦିକିଯ କଲଦୀଯମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜଞର ହସ୍ତ ରେ ସମର୍ପିତ ହବେ ଓ ସାମନା ସାମନି ହାଇେ ତାହ ସହିତ କଥା କହିବ ଓ ସ୍ବଚକ୍ଷୁ ରେ ସେ ତାହା ଦେଖିବ।
ଯିରିମିୟ 39:7
ପୁଣି ସେ ସିଦିକିଯର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନବୋକୁ ପିତ୍ତଳ ଶୃଙ୍ଖଳ ରେ ବାନ୍ଧିଲେ।
ଯିହିଜିକଲ 16:59
ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।
ଯିହିଜିକଲ 17:13
ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।
ଯିହିଜିକଲ 17:18
କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ୟାଇପାରିବ ନାହିଁ।
ଯିଖରିୟ 5:3
ତା'ପ ରେ ସହେି ସ୍ବର୍ଗଦୂତ କହିଲେ, ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ ରେ ଯାଉଛି। ଏହା ଚୋର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହାଇେ ଖସି ୟାଇଛନ୍ତି।
ଦିତୀୟ ଶାମୁୟେଲ 21:2
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
ଯିହୋଶୂୟ 9:20
ଆମ୍ଭମାନେେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସମାନଙ୍କେୁ ଜୀବିତ ରଖିବା, ଆମ୍ଭମାନେେ ଏହି ଲୋକମାନଙ୍କ ସହିତ ଚକ୍ସ୍ଟକ୍ତି କରିଅଛକ୍ସ୍ଟ ଏବଂ ଯଦି ଆମ୍ଭେ ଏହାକକ୍ସ୍ଟ ଭଂଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ।
ଗଣନା ପୁସ୍ତକ 30:2
କୌଣସି ପୁରୁଷ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କରିବାପାଇଁ ଶପଥ କଲେ, ତବେେ ସେ ଆପଣା ବାକ୍ଯ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ଯ ଅନୁସାରେ ସମସ୍ତ ସାଧନ କରିବ।
ଯାତ୍ରା ପୁସ୍ତକ 20:7
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
ଯାତ୍ରା ପୁସ୍ତକ 8:2
ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ଛାଡିବାକୁ ମନା କରିବ, ତବେେ ମୁଁ ମିଶରକୁ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ କରି ଦବେି।
ଯିହିଜିକଲ 17:10
ଆଉ ସହେି ଦ୍ରାକ୍ଷାଲତା ରୋପିତ କ୍ଷେତ୍ର ରେ କ'ଣ ବୃଦ୍ଧି ପାଇବ ? ପୂର୍ବୀଯ ବାଯୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣରୂପେ ଶୁଷ୍କ ହାଇଯେିବ। ବଢ଼ିବା କିଆରୀ ରେ ତାହା ଶୁଷ୍କ ହାଇୟିବେ।
ହୋଶେୟ 10:4
ସମାନେେ ଶପଥ ନିଅନ୍ତୁ କିନ୍ତୁ ସମାନେେ କବଳେ ମିଥ୍ଯା କୁହନ୍ତୁ। ସମାନେେ ସମାନଙ୍କେର ଶପଥ ରକ୍ଷା କରନ୍ତି ନାହିଁ। ସମାନେେ ଚୁକ୍ତି କରନ୍ତି। ସେଥିପାଇଁ ନ୍ଯାଯ କୃଷିକ୍ଷେତ୍ର ରେ ବିଷାକ୍ତ ଅନାବନା ଘାସ ପରି ବଢେ।
ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:31
ସମାନେେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସମାନେେ ମୂର୍ଖ ସମାନେେ ନିଜର କଥା ରଖନ୍ତି ନାହିଁ ଓ ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:10
ୟୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ୟୌନ ଅଭିଳାଷୀ, ଦାସମାନଙ୍କ ବିକ୍ ରତାେ, ମିଥ୍ଯାବାଦୀ, ମିଥ୍ଯା ଶପଥ ନେଉଥିବା ଲୋକେ ଓ ପରମେଶ୍ବରଙ୍କ ସତ୍ଶିକ୍ଷାର ବିରୋଧାଚରଣ କରୁଥିବା ଯେ କୌଣସି ବ୍ଯକ୍ତି ପାଇଁ ବ୍ଯବସ୍ଥା ଆବଶ୍ଯକ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:3
ଅନ୍ୟମାନଙ୍କ ଲାଗି ପ୍ ରମେଭାବ ରଖିବେ ନାହିଁ। ସମାନେେ ଲୋକମାନଙ୍କୁ କ୍ଷମା ଦବୋ ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହିବେ। ଆତ୍ମସଂୟମୀ ହବେେ ନାହିଁ। ସମାନେେ କୋରଧୀ ଓ ହୀନମନା ହବେେ ଓ ଉତ୍ତମ ବିଷୟଗୁଡ଼ିକୁ ଘୃଣା କରିବେ।
ଯିରିମିୟ 34:3
ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚଯ ଧରାୟିବ ଓ ତାହା ହସ୍ତ ରେ ସମର୍ପିତ ହବେ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ବଚକ୍ଷୁ ରେ ଦେଖିବ। ସେ ମୁହାଁମୁହିଁ ହାଇେ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ୟିବ।