Exodus 7:6 in Oriya

Oriya Oriya Bible Exodus Exodus 7 Exodus 7:6

Exodus 7:6
ମାଶାେ ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ।

Exodus 7:5Exodus 7Exodus 7:7

Exodus 7:6 in Other Translations

King James Version (KJV)
And Moses and Aaron did as the LORD commanded them, so did they.

American Standard Version (ASV)
And Moses and Aaron did so; as Jehovah commanded them, so did they.

Bible in Basic English (BBE)
And Moses and Aaron did so: as the Lord gave them orders, so they did.

Darby English Bible (DBY)
And Moses and Aaron did as Jehovah had commanded them: so did they.

Webster's Bible (WBT)
And Moses and Aaron did as the LORD commanded them, so did they.

World English Bible (WEB)
Moses and Aaron did so. As Yahweh commanded them, so they did.

Young's Literal Translation (YLT)
And Moses doth -- Aaron also -- as Jehovah commanded them; so have they done;

And
Moses
וַיַּ֥עַשׂwayyaʿaśva-YA-as
and
Aaron
מֹשֶׁ֖הmōšemoh-SHEH
did
וְאַֽהֲרֹ֑ןwĕʾahărōnveh-ah-huh-RONE
as
כַּֽאֲשֶׁ֨רkaʾăšerka-uh-SHER
Lord
the
צִוָּ֧הṣiwwâtsee-WA
commanded
יְהוָ֛הyĕhwâyeh-VA
them,
so
אֹתָ֖םʾōtāmoh-TAHM
did
כֵּ֥ןkēnkane
they.
עָשֽׂוּ׃ʿāśûah-SOO

Cross Reference

ଯାତ୍ରା ପୁସ୍ତକ 7:2
ତୁମ୍ଭର ଭାଇ ହାରୋଣଙ୍କୁ ମାରେସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚଯ ଇଶ୍ରାୟେଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ୟିବାକୁ ଛାଡ଼ି ହବେ।

ଆଦି ପୁସ୍ତକ 6:22
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।

ଯୋହନଲିଖିତ ସୁସମାଚାର 15:14
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

ଯୋହନଲିଖିତ ସୁସମାଚାର 15:10
ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।

ଗୀତସଂହିତା 119:4
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।

ଯାତ୍ରା ପୁସ୍ତକ 40:16
ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।

ଯାତ୍ରା ପୁସ୍ତକ 39:43
ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।

ଯାତ୍ରା ପୁସ୍ତକ 12:28
ଏହି ଆଜ୍ଞା ସଦାପ୍ରଭୁ, ମାଶାେ ଏବଂ ହାରୋଣଙ୍କୁ ଦଇେଥିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।

ଯାତ୍ରା ପୁସ୍ତକ 7:10
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କର୍ୟ୍ଯମାନ କଲେ। ହାରୋଣ ତାଙ୍କର ଆଶାବାଡିଟିକୁ ଭୂମିରେ ପକାଇଲେ। ଯେତବେେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଚାହିଁଥିଲେ ସମାନଙ୍କେ ସମ୍ମୁଖ ରେ ଆଶାବାଡ଼ିଟି ସର୍ପରେ ପରିଣତ ହାଇଗେଲା।

ଆଦି ପୁସ୍ତକ 22:18
ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।