Daniel 11:26 in Oriya

Oriya Oriya Bible Daniel Daniel 11 Daniel 11:26

Daniel 11:26
ଯେଉଁମାନେ ତା'ର ସପକ୍ଷ ରେ ଥିବେ ସମାନେେ ତାକୁ ବିନାଶ କରିବେ। ତା'ର ସୌନ୍ଯବାହିନୀ ପରାସ୍ତ ହେଲାପ ରେ ବହୁସୈନ୍ଯ ନିହତ ହବେେ।

Daniel 11:25Daniel 11Daniel 11:27

Daniel 11:26 in Other Translations

King James Version (KJV)
Yea, they that feed of the portion of his meat shall destroy him, and his army shall overflow: and many shall fall down slain.

American Standard Version (ASV)
Yea, they that eat of his dainties shall destroy him, and his army shall overflow; and many shall fall down slain.

Bible in Basic English (BBE)
And his fears will overcome him and be the cause of his downfall, and his army will come to complete destruction, and a great number will be put to the sword.

Darby English Bible (DBY)
And they that eat of his delicate food shall break him, and his army shall be dissolved; and many shall fall down slain.

World English Bible (WEB)
Yes, they who eat of his dainties shall destroy him, and his army shall overflow; and many shall fall down slain.

Young's Literal Translation (YLT)
and those eating his portion of food destroy him, and his force overfloweth, and fallen have many wounded.

Yea,
they
that
feed
וְאֹכְלֵ֧יwĕʾōkĕlêveh-oh-heh-LAY
meat
his
of
portion
the
of
פַתpatfaht
shall
destroy
בָּג֛וֹbāgôba-ɡOH
army
his
and
him,
יִשְׁבְּר֖וּהוּyišbĕrûhûyeesh-beh-ROO-hoo
shall
overflow:
וְחֵיל֣וֹwĕḥêlôveh-hay-LOH
many
and
יִשְׁט֑וֹףyišṭôpyeesh-TOFE
shall
fall
down
וְנָפְל֖וּwĕnoplûveh-nofe-LOO
slain.
חֲלָלִ֥יםḥălālîmhuh-la-LEEM
רַבִּֽים׃rabbîmra-BEEM

Cross Reference

ଦାନିଏଲ 11:10
ଆଉ ତାହା ପୁତ୍ରଗଣ ୟୁଦ୍ଧ କରିବେ। ସମାନେେ ଏକ ବିରାଟ ସୈନ୍ଯବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣ ରେ ସମାନେେ ବନ୍ଯାଜଳ ତୁଲ୍ଯ ଉଚ୍ଛୁଳି ବହିଯିବେ। ଏବଂ ସମାନେେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ୟ୍ଯନ୍ତ ୟୁଦ୍ଧ କରିବେ।

ଯୋହନଲିଖିତ ସୁସମାଚାର 13:18
ମୁଁ ତୁମ୍ଭ ସମସ୍ତଙ୍କ ବିଷୟ ରେ କହୁନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସମାନଙ୍କେୁ ଜାଣେ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେଅଛି, ତାହା ନିଶ୍ଚୟ ଘଟିବ: ' ଯେଉଁଲୋକ ମାେ ସହିତ ଖାଏ, ସେ ମାେ ବିରୁଦ୍ଧ ରେ ଠିଆ ହବେ।'

ମାର୍କଲିଖିତ ସୁସମାଚାର 14:20
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ସହେି ଲୋକ ତୁମ୍ଭ ବାରଜଣଙ୍କ ମଧ୍ଯରୁ ଜଣେ, ଯକେି ମାେ' ସହିତ ବିଶ୍ବାସଘାତକତା କରିବ। ସେ ମାେ' ସଙ୍ଗେ ଗୋଟିଏ ଗିନା ରେ ରୋଟୀ ବୁଡାଉଛି।

ମାଥିଉଲିଖିତ ସୁସମାଚାର 26:23
ଯୀଶୁ ଉତ୍ତର ଦେଲେ, ଯେଉଁ ଲୋକ ମାେ ସାଙ୍ଗ ରେ ଗିନା ରେ ତାର ହାତ ବୁଡ଼ାଇଛି, ସେ ମାେ ସହିତ ବିଶ୍ବାସଘାତକତା କରିବ।

ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

ଦାନିଏଲ 11:40
ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।

ଦାନିଏଲ 11:22
ସେ ବୃହତ ଓ ଶକ୍ତିଶାଳୀ ସୈନ୍ଯବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ବରଙ୍କ, ଲୋକମାନଙ୍କ ଦ୍ବାରା ମନୋନୀତ ଅଧିପତିକୁ ଧ୍ବଂସ କରିବ।

ଗୀତସଂହିତା 41:9
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

ଦିତୀୟ ରାଜାବଳୀ 10:6
ତା'ପରେ ଯହେୂ ଦ୍ବିତୀୟ ଚିଠି ନତେୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, ଯଦି ତୁମ୍ଭମାନେେ ମାେ ସପକ୍ଷ ରେ ଓ ମାେ ଆଜ୍ଞା ପାଳନ କରିବ, ତବେେ ଆହାବ୍ଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ୟିଷ୍ରିଯଲକେୁ ମାେ ନିକଟକୁ ଆସ।

ଦିତୀୟ ରାଜାବଳୀ 8:14
ତା'ପରେ ହସାଯଲେ ଇଲୀଶାୟଙ୍କଠାରୁ ବିଦାଯ ନଇେ ରାଜାଙ୍କ ନିକଟକୁ ଗଲେ। ବିନ୍ହଦଦ୍ ହସାଯଲଙ୍କେୁ କହିଲେ, ଇଲୀଶାୟ ତୁମ୍ଭକୁ କ'ଣ କହିଛନ୍ତି।

ଦିତୀୟ ଶାମୁୟେଲ 4:2
ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।