Colossians 1:2 in Oriya

Oriya Oriya Bible Colossians Colossians 1 Colossians 1:2

Colossians 1:2
କଲସୀ ରେ ରହୁଥିବା ଖ୍ରୀଷ୍ଟଙ୍କଠା ରେ ପବିତ୍ର ଓ ବିଶ୍ବସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି : ଆମର ପିତା ପରମେଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।

Colossians 1:1Colossians 1Colossians 1:3

Colossians 1:2 in Other Translations

King James Version (KJV)
To the saints and faithful brethren in Christ which are at Colosse: Grace be unto you, and peace, from God our Father and the Lord Jesus Christ.

American Standard Version (ASV)
To the saints and faithful brethren in Christ `that are' at Colossae: Grace to you and peace from God our Father.

Bible in Basic English (BBE)
To the saints and true brothers in Christ at Colossae: Grace to you and peace from God our Father.

Darby English Bible (DBY)
to the holy and faithful brethren in Christ which [are] in Colosse. Grace to you and peace from God our Father [and Lord Jesus Christ].

World English Bible (WEB)
to the saints and faithful brothers{The word for "brothers" here and where context allows may also be correctly translated "brothers and sisters" or "siblings."} in Christ at Colossae: Grace to you and peace from God our Father, and the Lord Jesus Christ.

Young's Literal Translation (YLT)
to the saints in Colossae, and to the faithful brethren in Christ: Grace to you, and peace from God our Father, and the Lord Jesus Christ!

To
the
τοῖςtoistoos
saints
ἐνenane
and
Κολασσαῖςkolassaiskoh-lahs-SASE
faithful
ἁγίοιςhagioisa-GEE-oos
brethren
καὶkaikay
in
πιστοῖςpistoispee-STOOS
Christ
ἀδελφοῖςadelphoisah-thale-FOOS
which
are
at
ἐνenane
Colosse:
Χριστῷchristōhree-STOH
Grace
χάριςcharisHA-rees
you,
unto
be
ὑμῖνhyminyoo-MEEN
and
καὶkaikay
peace,
εἰρήνηeirēnēee-RAY-nay
from
ἀπὸapoah-POH
God
θεοῦtheouthay-OO
our
πατρὸςpatrospa-TROSE
Father
ἡμῶνhēmōnay-MONE
and
καὶkaikay
the
Lord
Κυρίουkyrioukyoo-REE-oo
Jesus
Ἰησοῦiēsouee-ay-SOO
Christ.
Χριστοῦchristouhree-STOO

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:7
ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:1
ଖ୍ରୀଷ୍ଟ ଯୀଶୁଙ୍କର ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଏଫିସୀୟଠା ରେ ରହୁଥିବା ପରମେଶ୍ବରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସୀ ଲୋକଙ୍କ ପ୍ରତି ମୁଁ ପ୍ ରରେିତ ହାଇେଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:4
ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି : ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।

ଯିହୂଦାଙ୍କ ପତ୍ର 1:2
ପରମେଶ୍ବରଙ୍କର ଦୟା, ପ୍ ରମେ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭମାନେେ ଭୋଗ କର।

ପିତରଙ୍କ ଦିତୀୟ ପତ୍ର 1:2
ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।

ପିତରଙ୍କ ପ୍ରଥମ ପତ୍ 1:2
ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମ ରେ ଜଣେ ବିଶ୍ବସ୍ତ ସବେକ। ମାେ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ'ଣ କରୁଛି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:9
ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:3
ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:17
ସେଥିପାଇଁ ଜୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟ ରେ ମାହେର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ବାସ ଯୋଗ୍ଯ। ଖ୍ରୀଷ୍ଟଯୀଶୁଙ୍କ ପାଇଁ ମୁଁ କିପରି ଜୀବନ ଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦବେେ। ମୁଁ ସବୁ ମଣ୍ଡଳୀ ରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:2
କରିନ୍ଥଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠା ରେ ପବିତ୍ର କରାଯାଇଛନ୍ତି ସମାନଙ୍କେ ନିକଟକୁ ଏହି ପତ୍ର ଲଖାେ ଯାଉଅଛି। ତୁମ୍ଭମାନେେ ଈଶ୍ବରଙ୍କ ପବିତ୍ର ଲୋକ ହବୋ ନିମନ୍ତେ ଆହୂତ ହାଇେଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ସର୍ବତ୍ର ଯେଉଁମାନେ ବିଶ୍ବାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ବାସୀଙ୍କ ସହିତ ତୁମ୍ଭମାନେେ ଆହୂତ ହାଇେଅଛ।

ଗୀତସଂହିତା 16:3
ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।