Acts 27:25 in Oriya

Oriya Oriya Bible Acts Acts 27 Acts 27:25

Acts 27:25
ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ବରଙ୍କୁ ବିଶ୍ବାସ କରେ। ତାହାଙ୍କ ଦୂତ ମାେତେ ଯେପରି କହିଛନ୍ତି, ଠିକ୍ ସହେିପରି ଘଟିବ।

Acts 27:24Acts 27Acts 27:26

Acts 27:25 in Other Translations

King James Version (KJV)
Wherefore, sirs, be of good cheer: for I believe God, that it shall be even as it was told me.

American Standard Version (ASV)
Wherefore, sirs, be of good cheer: for I believe God, that it shall be even so as it hath been spoken unto me.

Bible in Basic English (BBE)
And so, O men, be of good heart, for I have faith in God that it will be as he said to me.

Darby English Bible (DBY)
Wherefore be of good courage, men, for I believe God that thus it shall be, as it has been said to me.

World English Bible (WEB)
Therefore, sirs, cheer up! For I believe God, that it will be just as it has been spoken to me.

Young's Literal Translation (YLT)
wherefore be of good cheer, men! for I believe God, that so it shall be, even as it hath been spoken to me,

Wherefore,
διὸdiothee-OH
sirs,
εὐθυμεῖτεeuthymeiteafe-thyoo-MEE-tay
cheer:
good
of
be
ἄνδρες·andresAN-thrase
for
πιστεύωpisteuōpee-STAVE-oh
I
believe
γὰρgargahr

τῷtoh
God,
θεῷtheōthay-OH
that
ὅτιhotiOH-tee
it
οὕτωςhoutōsOO-tose
shall
be
ἔσταιestaiA-stay
even
καθ'kathkahth

ὃνhonone
as
τρόπονtroponTROH-pone
it
was
told
λελάληταίlelalētailay-LA-lay-TAY
me.
μοιmoimoo

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।

ଗଣନା ପୁସ୍ତକ 23:19
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!

ଦିତୀୟ ବଂଶାବଳୀ 20:20
ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।

ଲୂକଲିଖିତ ସୁସମାଚାର 1:45
ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:11
କିନ୍ତୁ ସନୋଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ଯାପଟନ୍େ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ବାସ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:21
ଶଷେ ରେ ପାଉଲ ସମାନଙ୍କେୁ କହିଲେ, ବନ୍ଧୁଗଣ, ତୁମ୍ଭମାନେେ ଯଦି ମାେ କଥା ଶୁଣି କ୍ରୀତି ଉପଦ୍ବୀପରୁ ଜାହାଜ ଛାଡ଼ି ନଥାନ୍ତ, ତବେେ ତୁମ୍ଭମାନଙ୍କେର ଏ ଜାହାଜ ନଷ୍ଟ ହାଇେ ନଥାନ୍ତା ଓ ଏତେ କ୍ଷତି ଘଟି ନଥାନ୍ତା।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:36
ଏଥି ରେ ସମାନେେ ସମସ୍ତେ ଉତ୍ସାହିତ ହେଲେ ଓ ସମାନେେ ମଧ୍ଯ ଖାଇବା ଆରମ୍ଭ କଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:12
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।